କଲେଜ ଭିତରେ ଅଧ୍ୟାପକଙ୍କ ଉପସ୍ଥିତିରେ ଚାଲିଲା ଧୁମ ଫାଇଟିଙ୍ଗ, କାରଣ ଶୁଣିଲେ ଆପଣ ଚମକି ପଡିବେ, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ ଗୋପ ମହାବିଦ୍ୟାଳୟରେ ଏକ ଅ-ଭା-ବ-ନୀ-ୟ ଘ-ଟ-ଣା ସାମ୍ନାକୁ ଆସିଛି । ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଜଣେ ଛାତ୍ର ଅନ୍ୟ ଜଣ ଛାତ୍ରଙ୍କୁ ନି-ଧୂ-ମ ମା-ଡ ମା-ରୁ-ଥି-ବା-ର ନଜର ଆସୁଛନ୍ତି । ମା-ଡ ଖାଉଥିବା ଛାତ୍ର ଜଣକ ହେଉଛନ୍ତି ଅଣଛାତ୍ର ଓ ମା-ରୁ-ଥି-ବା ଛାତ୍ର ମଧ୍ୟ ଅଣଛାତ୍ର । କଲେଜ ଭିତରେ ଏହି ଅଣଛାତ୍ରଙ୍କ ଏଭଳି ଦା-ଦା-ଗି-ରି ଓ ଏଭଳି ଆକ୍ସନକୁ ନେଇ ବର୍ତ୍ତମାନ ଉଠିଛି ଅନେକ ପ୍ରଶ୍ନ ।

ଏହି ଅଣଛାତ୍ରଙ୍କ ସାହାସ ପାଇଁ କିଏ ଦେଉଛି ପ୍ରଶୟ ନା ସବୁ ଚାଲିଛି କଲେଜ କାର୍ତୁପକ୍ଷଙ୍କ ଅନୁମତିରେ । ଭିଡିଓରେ ସେ ମା-ଡ ମ-ରା ଭିତରେ ଜଣେ ଲେକ୍ଚର ଛିଡା ହୋଇ ସବୁ ଦେଖୁଛନ୍ତି ଓ ସେହି ଅଣଛାତ୍ରର ଏହି ଆକ୍ସନକୁ ବହୁତ ପସନ୍ଦ କରୁଛନ୍ତି । ମହାବିଦ୍ୟାଳୟରେ ଡିସିସନ ହେଉଛନ୍ତି ଅଣଛାତ୍ର କାହାକୁ ମା-ଡ ହେବ, କାହାକୁ ଡ-ରା ହେବ ଆକ୍ସନ ଦେଖାଉ ଛନ୍ତି ଅଣଛାତ୍ର । ଅନ୍ୟ ପକ୍ଷରେ ନୀରବ ରହୁଛନ୍ତି କାର୍ତୁପକ୍ଷ ।

ସୋ-ସି-ଆ-ଲ ମି-ଡି-ଆରେ ଏକ ଅଣଛାତ୍ର +୨ର ଏକ ଛାତ୍ରୀଙ୍କୁ ଏ-ସି-ଡ ମା-ଡ ଉଦ୍ୟମକୁ ନେଇ ଏକ ଘ-ଟ-ଣା ବହୁତ ଚର୍ଚାରେ ଥିଲା । ସେହି ଘ-ଟ-ଣା ହେବା ପରେ ଏଭଳି ଏକ ଘ-ଟ-ଣା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଗୋପ ମହାବିଦ୍ୟାଳୟ ପ୍ରିନ୍ସିପାଲ ଅଫିସ ସାମ୍ନାରେ ଘ-ଟି-ଛି । ଗତ କାଲି ଗୋପ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଗୋପ ଅଞ୍ଚଳର ଇମରାନ ଖାନ ନାମକ ଜଣେ ଯୁବକ ଏ-ସି-ଡ ପକାଇବାକୁ ଉଦ୍ୟମ କରିଥିଲେ ।

ସେହି ସମୟରେ କିଛି କଲେଜ ଛାତ୍ର ତାକୁ ନେଇ ଅଦକ୍ଷଙ୍କ ନିକଟକୁ ନେଇଥିଲେ । ସେହି ସମୟରେ କିଛି ଅଣଛାତ୍ର ଇମରାନ ଖାନଙ୍କୁ ନି-ଧୂ-ମ ମା-ଡ ମା-ରି-ବା ସହ କଲେଜ ପରିସରରେ ଆ-ଣ୍ଠେ-ଇ ଦେଇଥିଲେ । ଏଭଳି ଘ-ଟ-ଣା କଲେଜ ପରିସର ଭିତରେ ହୋଇଥିବା ବେଳେ କଲେଜ କାର୍ତୁପକ୍ଷ ନୀରବ ରହିଥିଲେ । କଲେଜ କାର୍ତୁପକ୍ଷ ସାମ୍ନାକୁ ନ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

କଲେଜ  ପ୍ରିନ୍ସିପାଲଙ୍କ ମତରେ- ‘ଯୁବକ ଜଣକ ଝିଅକୁ ବାହାରେ ଧ-ମ-କ ଦେଉଥିଲା । ଆମ ପିଲା ମାନେ ତାକୁ ଭି-ଡି ଆଣିଲେ ଓ ତାକୁ ବହୁତ ବା-ଡେ-ଇ ଛନ୍ତି । ଏହା ପରେ ସେହି ଇମରାନ କ୍ଷମା ମାଗିଲା । ତେଣୁ ଆମେ ତାକୁ ଗୋଟେ ଥର ପାଇଁ ସୁଯୋଗ ଦେଲୁ ଯେହେତୁ ସେ ଜଣେ ବାହାର ପିଲା ଯଦି ସେ ପୁଣି ଏମିତି କିଛି କରିବ ତା ହେଲେ ଆମେ ଆଇନର ଆଶ୍ରୟ ନେବୁ’ । ପ୍ରିନ୍ସିପାଲଙ୍କ କଥା ଶୁଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ଏଠି ଆଇନ କାନୁନ କିଛି ଅଛି ନା ନାହିଁ ନା ଏଠି ଫିଲ୍ମ ଚାଲିଛି ।

ଯଦି ସେହି ଯୁବକ ଛାତ୍ରୀଙ୍କ ଉପରେ ଏ-ସି-ଡ ପକାଇବାର ଉଦ୍ୟମ କରିଲା ତା ହେଲେ ଆପଣ ସେହି ସମୟରେ ଆଇନର ଆଶ୍ରୟ ନେଇଥାନ୍ତେ ଏମିତି ଅଣଛାତ୍ର ମାନଙ୍କ ଦ୍ଵାରା ମା-ଡ ମ-ରେ-ଇ-ବା-ର କଣ ଦରକାର  । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *