ଏମିତି ଦୃଶ୍ୟ ଆଗରୁ କେବେ ବି ଦେଖିନଥିବେ ! Jajpur ଜିଲ୍ଲାରେ କୁନି ପୁଅର ଜୀବନ ପାଇଁ ବନ୍ଧା ପଡିଛି ନାଗସାପ, ଉଭା ହେଲେ କାଳିସୀ, ଭାଇରାଲ ହେଉଛି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଅ ର ଜୀବନ ପାଇଁ ଡ୍ରମ ଭିତରେ ବ-ନ୍ଦୀ ନା-ଗ-ସାପ । ପୁଅ ପଡ଼ିଛି ମେଡ଼ିକାଲ ବେଡ଼ ରେ । ଘରେ ଚାଲିଛି ପୂଜାପାଠ । ୩ ବର୍ଷ ର ଛୁଆ କୁ ଚୋ-ଟ ମା-ରି ଦେଇଛି ଏହି ବି-ଷା-କ୍ତ ସା-ପ । ଗାଁ ଲୋକ ଙ୍କ ବିଶ୍ୱାସ ଯେ, ଯଦି ସାପ ବଂଚିବ ତେବେ ଯାଇ ପୁଅ ବଞ୍ଚିବ । ଆଉ ଏପଟେ ଗାଁ ରେ ଜଣେ ମହିଳା ଙ୍କ ଦେହରେ ଲାଗିଛି କା-ଳୀ-ସି । ଯାଜପୁର ଗ୍ରାମ ରେ ଏଭଳି ହାଇଡ୍ରାମା ଚାଲିଥିବା ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି ।

ତେବେ ଏହି ସମ୍ବନ୍ଧରେ ଯେତେବେଳେ ମାନଗୋବିନ୍ଦପୁର ମନ୍ଦିର ର ପୂଜକ ସୋମନାଥ ପତି ଙ୍କୁ ପଚରା ଯାଇଥିଲା ସେ କହିଥିଲେ ପିଲା ଟି ସକାଳ ସମୟ ୮ ଟା ରେ ବାହାରେ ଖେଳୁଥିବା ସମୟ ରେ ନାଗ ସାପ ଟି ଆସି ଛୁଆ ଟି କୁ ଚୋ-ଟ ମା-ରି ଦେଇଥିଲା । ଯାହା ଫଳରେ ତିନି ବର୍ଷ ର ଛୁଆ କୁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେହି ନାଗ ସାପ ଟି କୁ ଏଜ ଡ୍ରମ ଭିତରେ ବ-ନ୍ଦୀ କରି ରଖାଯାଇଛି ।

ଗାଁ ଲୋକ ଙ୍କ ବିଶ୍ୱାସ ଏହା ଯେ ଯଦି ସେହି ନାଗ ସାପ ଟି ବଞ୍ଚିବ ତେବେ ହିଁ ସେହି କୁନି ପିଲା ଟି ର ଜୀବନ ବଞ୍ଚିବ । ତେଣୁ ଗ୍ରାମବାସୀ ସାପ କୁ ଡ୍ରମ ଭିତରେ ବ-ନ୍ଦ କରି ରଖିଛନ୍ତି । ସେମାନଙ୍କ କହିବାନୁଯାୟୀ ଯଦି ନାଗସାପ ଟି ମ-ରି-ଯି-ବ ତେବେ କୁନି ଛୁଆ ଟି ମଧ୍ୟ ମ-ରି-ଯି-ବ । ତେବେ ମନରେ ଏଭଳି ଆଧ୍ୟାତ୍ମିକ ଭାବନା ରଖି ଗ୍ରାମ ବାସୀ ଏଭଳି କାମ କରିଛନ୍ତି । ଯଦିଓ ବର୍ତ୍ତମାନ ଧୀରେ ଧୀରେ ପିଲା ଟି ର ଦେହ ସୁସ୍ଥ ହେବାରେ ଲାଗିଛି ।

ଗ୍ରାମବାସୀ ମାନର ବନ ବିଭାଗ କୁ ମଧ୍ୟ ଖବର ଦେଇଥିଲେ ତାଙ୍କ ପିଲା ଭଲ ରେ ଘରକୁ ଫେରି ଆସିଲେ ସେମାନେ ସେହି ନାଗସାପ ଟି କୁ ବନ ବିଭାଗ କର୍ମଚାରୀ ଙ୍କୁ ହସ୍ତାନ୍ତର କରିଦେବେ । ସ୍ନେକ ହେଲ୍ପ ଲାଇନ ର ଜଣେ କର୍ମଚାରୀ ଗ୍ରାମବାସୀ ଙ୍କ ଏହି ଅନ୍ଧ ବିଶ୍ୱାସ କୁ ଦୂର କରିବା ନିମନ୍ତେ ଅନେକ ପ୍ରକାର ରେ ବୁଝାଇଥିଲେ ମଧ୍ୟ । କାରଣ ବନ୍ୟପ୍ରାଣୀ କୁ ଏଭଳି -ବନ୍ଦୀ କରି ରଖିବା ଆଇନ ଅନୁସାରେ ଦ-ଣ୍ଡ-ନୀ-ୟ ଅ-ପ-ରା-ଧ ଅଟେ ।

ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେବାରେ ଲାଗିଛି । ଯାହା ଦେଖି ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *