ଦେଖନ୍ତୁ କେମିତି Munmun Dhamecha ନିଜ ଗୋଲାପୀ ପ୍ୟାଡ୍ ଭିତରେ ଧଳା କାଗଜରେ ମୋଡ଼ି ଲୁଚେଇ ରଖିଥିଲେ ସବୁଜ MDMA ଡ୍ରଗ ବଟିକା, Video ଦେଖିଲେ ଆପଣ ବି ହେବେ କାବା !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆର୍ୟନ ଖାଁ ଙ୍କ ସାଥି ମୁନମୁନ ଧମେଚା ଙ୍କ ବୟସ ହେଉଛି ୩୯ । ଏତେ କମ ବୟସ ରେ କରିଛନ୍ତି ଏକ ଜ-ଘ-ନ୍ୟ କା-ର-ନା-ମା । ସା-ନି-ଟା-ରୀ ପ୍ୟା-ଡ୍ ଭିତରେ ଲୁଚାଇ ନେଉଥିଲେ ୫ ଗ୍ରାମ ର MDMA ବ-ଟି-କା । ଯାହା ଏକ ଅ-ବୈ-ଧ ନି-ଶା ଅଟେ । ଯାହାକୁ ଭାରତ ସମେତ ଅନେକ ସାରା ଦେଶରେ ବ୍ୟାନ ବି କରାଯାଇଛି । ଏହା ହେଉଛି ଏକ ସା-ଇ-କୋ ଡେ-ଲି-କ ଡ୍ର-ଗ୍ସ ।

ଯାହାକୁ ନେବା ପରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯାଏ । ନିଜକୁ ରାଜା ବୋଲି ଭାବିବା ସହିତ ମନୁଷ୍ୟ କୌଣସି ବି ପ୍ରକାର ର ଅ-ପ-ରା-ଧ କରିବା ପାଇଁ ସକ୍ଷମ ହୋଇଥାଏ । ଏହି ଡ୍ର-ଗ୍ସ ବ-ଟି-କା ର ମଧ୍ୟ ଆହୁରି ଅନେକ କିଛି ସା-ଇ-ଡ଼ ଇ-ଫେ-କ୍ଟ ରହିଛି । ତେବେ ଏହି ବ-ଟି-କା ଟି ବାହାରିଛି ମୁନମୁନ ଧମେଚା ଙ୍କ ପାଖରେ ଥିବା ସାନିଟାରୀ ପ୍ୟାଡ୍ ରୁ । ଏହି ବ-ଟି-କା ର ଓଜନ ହେଉଛି ୫ ଗ୍ରାମ । ଏନ୍ସିବି ନିଜ ରିପୋର୍ଟ ରେ କହିଥିଲେ ଅର୍ବାଜ ମର୍ଚାଣ୍ଟ ଙ୍କ ଠାରୁ ୬ ଗ୍ରାମ ର ଚ-ର-ସ ଏବଂ ମୁନମୁନ ଙ୍କ ଠାରୁ ୫ ଗ୍ରାମ ର ଡ୍ର-ଗ୍ସ ମିଳିଛି ।

ତେବେ ମୁନମୁନ ନିଜ ଇଂଭେସ୍ଟିଗେସନ ସମୟ ରେ କହିଛନ୍ତି ଯେ, ଏହି ଡ୍ର-ଗ୍ସ କୁ ସେ ଏକ ଫାଇଭ ଷ୍ଟାର ହୋଟେଲ ନିକଟରୁ ଅର୍ଥାତ ଏୟାରପୋର୍ଟ ପାଖର ଏକ ସ୍ଥାନ ରୁ ଉଠାଇଥିଲେ । ଅନ୍ୟପଟେ ଏନ୍ସିବି ଆଜି ସାହାରୁଖ ଖାଁ ଙ୍କ ଡ୍ରାଇଭର କୁ ମଧ୍ୟ ପଚରାଉଚରା କରୁଛି । ମନ୍ନତ ରୁ ୩ ଜଣ ଏକା ସହିତ ବାହାରି ଥିଲେ । ଆର୍ୟନ, ଅର୍ବାଜ ଏବଂ ମୁନମୁନ । ତେବେ ବାଟରେ କେଉଁ ସ୍ଥାନରେ ଅଟକି ଥିଲେ ଏବଂ ଏହି ଡ୍ର-ଗ୍ସ କେଉଁଠାରୁ ଉ-ଠା-ଇ ଥିଲେ ?

ଧ-ରା ପ-ଡ଼ି-ଯିବା ଭ-ୟ ରେ ଏଭଳି ଜାଗାରେ ବ-ଟି-କା କୁ ଲୁ-ଚା-ଇ ରଖିଥିଲେ ମୁନମୁନ । ଏହା ପଛର କାରଣ ହେଉଛି କେହିବି ତାଙ୍କ ଉପରେ ସ-ନ୍ଦେ-ହ କରିବେ ନାହିଁ । ଗୋଟିଏ ଝିଅ ର ଅତି ପ୍ରାଇଭେଟ ଜିନିଷ ହେଉଛି ଏହି ସା-ନି-ଟା-ରୀ ପ୍ୟା-ଡ୍ । ନିଶ୍ଚିତ କାହାର ବି ଦୃଷ୍ଟି ଏହା ଉପରକୁ ଯିବ ନାହିଁ ଏବଂ କେହିବି ତାଙ୍କୁ ଛାଡ଼ି ଦେଇ ପାରନ୍ତି ।

ଅତି ସହଜରେ ଏହାକୁ ଅନ୍ୟ ଜଣକ ପାଖକୁ ଟ୍ରା-ନ୍ସ-ଫ-ର୍ ମଧ୍ୟ କରିହେବ । ଏହି ଡ୍ର-ଗ୍ସ -ର ବ୍ୟବହାର ମୁମ୍ବାଇ ରେ ଅନେକ ବ୍ୟକ୍ତି କରୁଥିବା କହିଛି ଏନ୍ସିବି । ତେବେ ଏକ ଗଣ ମାଧ୍ୟମ ର ସାକ୍ଷାତକାର ରେ ମୁନମୁନ ଧମେଚା ଙ୍କ ଭାଇ ସିଦ୍ଧାର୍ଥ କହିଛନ୍ତି ଯେ, ତାଙ୍କ ଭଉଣୀ ଙ୍କ ଉପରେ ଲାଗିଥିବା ଏହି ଆ-ରୋ-ପ ସମ୍ପୂର୍ଣ୍ଣ ଭାବରେ ମି-ଛ ଅଟେ । ଅନ୍ୟ ପକ୍ଷରେ ସେ କହିଛନ୍ତି ଏହି ଜିନିଷ ତାଙ୍କ ଭଉଣୀ ର ନୁହେଁ ।

ମଧ୍ୟପ୍ରଦେଶ ର ଜଣେ ସମ୍ଭ୍ରାନ୍ତ ପରିବାର ରୁ ବିଲଙ୍ଗ କରନ୍ତି ମୁନମୁନ ଧମେଚା । ଏହା ସହିତ ଆର୍ୟନ ଖାଁ ଙ୍କ ସହିତ ମୁନମୁନ ଙ୍କୁ ଅନେକ ସ୍ଥାନରେ ସ୍ପଟ କରିଛି ଗଣ ମାଧ୍ୟମ । ତେବେ ଉଭୟ ଙ୍କ ସଂପର୍କ କଣ ? ଏହି ବ-ଟି-କା ଟି କାହା ପାଇଁ ଥିଲା ? ନିଜ ବ୍ୟକ୍ତିଗତ ସେବନ ପାଇଁ ନା ଆଉ କାହାକୁ ଦେବା ପାଇଁ ? ତେବେ ସା-ନି-ଟା-ରୀ ପ୍ୟା-ଡ୍- ରୁ ମିଳିଥିବା ଏହି ଡ୍ର-ଗ୍ସ ବ-ଟି-କା ର ଭିଡିଓ ଅନେକ ବ୍ୟକ୍ତି ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Leave a Reply

Your email address will not be published. Required fields are marked *