ଅଟୋ ଚାଳକଙ୍କୁ ବିଚ ରାସ୍ତା ରେ ପିଟିଲେ ଯୁବତୀ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ଆଜିର ଯୁଗ ରେ ନାରୀ କୁ ଦୁ-ର୍ବ-ଳ କିମ୍ବା ଅବଳା ନୁହେ ବରଂ ସୁଦୃଢ ଏବଂ ଶସକ୍ତ ହେବା ଆବଶ୍ୟକ । କାରଣ ଏହି ଦୁନିଆ ରେ ଯିଏ ଦୁ-ର୍ବ-ଳ ହୋଇ ପଡେ ସେତେ ବେଳେ ତା ଉପରେ ଅ-ତ୍ୟା-ଚା-ର ଆରମ୍ଭ ହୋଇ ଯାଇଥାଏ । ଆଜିର ଯୁଗ ରେ ମହିଳା ମାନେ ଦୁ-ର୍ବ-ଳ ନୁହଁନ୍ତି ସେମାନେ ନିଜର ସୁରକ୍ଷା ନିଜେ କରି ପାରୁଛନ୍ତି ଏବଂ ନିଜ କର୍ମ ଏବଂ ପରିଶ୍ରମ ରେ ସଫଳତା ମଧ୍ୟ ହାସଲ କରୁଛନ୍ତି ।

ତେବେ କିଛି ପୁରୁଷ ଙ୍କ ପାଇଁ ସେମାନେ ଏବେ ବି ଦବି କି ରହୁଛନ୍ତି ଏବଂ ଅନେକ ଅ-ତ୍ୟା-ଚା-ର ମଧ୍ୟ ସ-ହୁ-ଛ-ନ୍ତି । ତେବେ ମହିଳା ମାନଙ୍କ ସୁରକ୍ଷା ପାଇଁ ସରକାର ନାରୀ ସପକ୍ଷରେ ଅନେକ ଆ-ଇ-ନ ନିୟମ ମଧ୍ୟ ବନା ଯାଇଛି । ଯାହାର ସୁବିଧା ରେ ମହିଳା ମାନେ ନିଜକୁ ସୁରକ୍ଷିତ ରଖି ପାରିବେ ।

ତେବେ ବର୍ତ୍ତମାନ ଏକ ବଡ଼ ଖବର ଶୁଣିବାକୁ ମିଳୁଛି କି ଜଣେ ଯୁବତୀ ରାସ୍ତା ଉପରେ ଛିଡା ହୋଇ ଅଟୋ ଚାଳକ କୁ ନି-ସ୍ତୁ-କ ମା-ଡ ମା-ରି-ଛ-ନ୍ତି । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବିଷୟ ରେ । ତେବେ ଘ-ଟ-ଣା ଟି ହେଉଛି ରାଜଧାନୀ ଭୁବନେଶ୍ବର ର ତେବେ ଜଣେ ଯୁବତୀ ନିଜର ଗାଡି ରେ ଯାଉଥିଲା ତେବେ ସୂଚନାଯୋଗ୍ୟ ଯେ ଜଣେ ଅଟୋ ଚାଳକ ଆସି ତାଙ୍କୁ କମେଣ୍ଟ ପାସ କରିଥିଲା ।

ତେବେ ଏହା ପରେ ସେହି ଯୁବତୀ ଜଣକ ନିଜେ ଗାଡି କୁ ଅଟକାଇ ଏବଂ ସେହି ଅଟୋ ଚାଳକ କୁ ଅଟୋକୁ ଅଟକାଇ ତାକୁ ବାହାରକୁ ଡାକିଥିଲେ ଏବଂ ସେ ବାହାରକୁ ଆସିବା ମାତ୍ରେ ହି ସେହି ଡ୍ରାଇଭର ଉପରକୁ ମା-ଡ଼ ଉପରେ ମା-ଡ଼ ର ବର୍ଷା କରି ଚାଲିଲେ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଖୁବ ଭା-ଇ-ରା-ଲ ମଧ୍ୟ ହେଉଛି । ତେବେ ଏହା ଉପରେ ଦୁହିଁଙ୍କ ର କୌଣସି ପ୍ରତିକ୍ରିୟା ଜଣା ପଡି ନାହିଁ । ତେବେ ଏହି ଭିଡିଓ ଆମକୁ ଏହା ଶିକ୍ଷା ଦେଉଛି କି ଆଜିର ନାରୀ କୁ ଦୁର୍ବଳ ନୁହେଁ ବରଂ ଶସକ୍ତ ହେବାକୁ ପଡିବ ଦୃଢ଼ ହେବାକୁ ପଡିବ ତେବେ ଯାଇ ନିଜେ ନିଜ ର ସୁରକ୍ଷା କରି ପାରିବେ ।

Leave a Reply

Your email address will not be published. Required fields are marked *