Tarot Card- ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି, ତେବେ ତାଙ୍କରି ନାମ ନେଇ ବାଛି ଦିଅନ୍ତୁ କୌଣସି ଏକ ନମ୍ବର !

ଆପଣଙ୍କ ଲଭର ବା ସାଙ୍ଗ କାହା ସହିତ ବି ମନମାଳିନ୍ୟ କାରଣରୁ ସେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ତେବେ ସେ ଆପଣଙ୍କ ଠାରୁ ଦୂରେଇ ଯିବା ପରେ ଆପଣଙ୍କ ପାଇଁ ତାଙ୍କ ମନରେ କ’ ଣ ସବୁ ଭାବନା ଚାଲୁ ଅଛି । ସେ ଆପଣଙ୍କୁ ନେଇ ଆଗାମୀ ସମୟରେ କ’ ଣ ସବୁ ପଦକ୍ଷେପ ନେବା ପାଇଁ ଚାହୁଁଛନ୍ତି । ସେହି ବିଷୟରେ ଜାଣିବା ପାଇଁ ଫୁଲ ଝୁଡିରେ ଥିବା 2 ଟି ମାନବର ମଧ୍ୟରୁ କୌଣସି ଏକ ଝୁଡିରେ ଥିବା ନମ୍ବରକୁ ଚୟନ କରି ଦେଖନ୍ତୁ ।

1; – ଯାହା ପାଇଁ ମଧ୍ୟ ଆପଣ ଏହି 1 ନମ୍ବର କାର୍ଡଟିକୁ ଚୟନ କରିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଠାରୁ ଅଲଗା ତ ହୋଇଯାଇଛନ୍ତି । ହେଲେ ଆପଣଙ୍କ ଠାରୁ ଅଲଗା ହେଲା ପରେ ସେ ଆପଣଙ୍କୁ ବହୁତ ସାରା ମିସ୍ କରୁଛନ୍ତି । ଆପଣଙ୍କ ଠାରୁ ଅଲଗା ହୋଇ ହିଁ ଆପଣଙ୍କର ମହତ୍ଵ ତାଙ୍କ ଲାଇଫରେ କେତେ ମାତ୍ରାରେ ଅଛି ? ତାହାକୁ ରିଅଲଲାଇଜ କରୁଛନ୍ତି । ସେଥିପାଇଁ ସେ ପୁଣି ଥରେ ଏହି ସମ୍ପର୍କକୁ ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି ।

ଆପଣଙ୍କ ସହ ଭେଟ କରିକି କଥା ହେବାକୁ ମଧ୍ୟ ବହୁତ ଇଛା କରୁଛନ୍ତି । ତାଙ୍କ ମନରେ କ’ ଣ ସବୁ ଚାଲିଛି ? ସେହି ସବୁ କଥା ଆପଣଙ୍କ ସହ ଦେଖା କରିକି କହିବାକୁ ଚାହୁଁଛନ୍ତି । ବହୁତ ଶୀଘ୍ର ହିଁ ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ସହ ଦେଖା କରିକି ଆଉ ଥରେ ସମ୍ପର୍କ ବନାଇବାକୁ ଚାହିଁବେ ।

2; – ଯାହାଙ୍କ ପାଇଁ ଆପଣ ଏହି ଦିତୀୟ କାର୍ଡଟିକୁ ବାଛିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଠାରୁ କୌଣସି କାରଣ ପାଇଁ ଅଲଗା ହୋଇଯାଇଛନ୍ତି । ବା ଆଗାମୀ ସମୟରେ ଅଲଗା ହେବା ପାଇଁ ଚାହୁଁଛନ୍ତି । କାରଣ ସେ ନିଜ ଲାଇଫରେ କିଛି ନୂଆ କରିବାକୁ ଚାହୁଁଛନ୍ତି । କିଛି ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେଣୁ ସେ ହୁଏତ ଜାଣିଶୁଣି ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି । ଯଦିଓ ଏହି କଥାଟି ଆପଣଙ୍କୁ ଶୁଣି ଖରାପ ଲାଗୁଥାଇ ପାରେ ।

ହେଲେ ସେହି ଭଳି କିଛି ଏନର୍ଜି ଏଠାରେ ଦେଖା ଯାଉଛି । କାରଣ ସେହି ବ୍ୟକ୍ତିଙ୍କ ପାଖରେ ବର୍ତ୍ତମାନ ସବୁକିଛି ଅଛି । ତେଣୁ ସେ ନିଜ ହିସାବରେ ନିଜ ଲାଇଫରେ କିଛି ନୂଆ କରିବାକୁ ଇଛା କରୁଛନ୍ତି । ଏହା ମଧ୍ୟ ଏକ କାରଣ ହୋଇପାରେ । ଯେ ଏହି ବ୍ୟକ୍ତିଙ୍କର ତାଙ୍କର ପରିବାର ତରଫରୁ କୌଣସି ମହିଳା ବ୍ୟକ୍ତିଙ୍କର ଏହି ବ୍ୟକ୍ତିଙ୍କ ଉପରେ ବହୁତ ପ୍ରେସର ରହୁଛି । ତେଣୁ ସେ ଆପଣଙ୍କ ଠାରୁ ଅଲଗା ହେବା ପାଇଁ ମନ ବଳାଇଛନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *