GK- କଣ ଖାଇଲେ ଉଚ୍ଚତା ବଢିଥାଏ ? ଏହା ସହ ଆହୁରି 10+ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତି ଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇ ପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ତେଣୁ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ କେତେକ ଉପଯୋଗୀ ପ୍ରଶ୍ନ ଉତ୍ତର । ଯାହାକୁ ଜାଣିବା ଓ ଅନ୍ୟକୁ ଜଣାଇବା ଆପଣଙ୍କ କର୍ତ୍ତବ୍ୟ । କାରଣ ବାଣ୍ଟିବା ଦ୍ଵାରା ଜ୍ଞାନ ବିକଶିତ ହୋଇଥାଏ । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ପ୍ରଶ୍ନ ଉତ୍ତର ।

1- ଭାରତରେ କେଉଁ ଗଛ ଲଗାଇବା ଦ୍ଵାରା ଜେଲ ହୋଇଥାଏ ?

ଉତ୍ତର- ଗଞ୍ଜେଇ ।

2- କେଉଁ ଦେଶର ଲୋକ କୁକୁର ର କ୍ଷୀର ପିଇଥାନ୍ତି ?

ଉତ୍ତର- ମୋନୋ ।

3- ପବିତ୍ର ନଦୀ ନାମରେ କେଉଁ ନଦୀ ଜଣା ଯାଇଥାଏ ?

ଉତ୍ତର- ଗଙ୍ଗା ନଦୀ ।

4- ଭାରତରେ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାର ବୟସ ସୀମା କେତେ ଅଟେ ?

ଉତ୍ତର- 18 ବର୍ଷ ।

5- କେଉଁ ଫଳ ଖାଇବା ଦ୍ଵାରା ବୃଦ୍ଧି ବଢିଥାଏ ?

ଉତ୍ତର- ବାଦାମ ।

6- କେଉଁ ଦେଶରେ ଚୁଇଙ୍ଗମ ଖାଇଲେ ଓ ବିକିଲେ ଜୋରିମାନା ଦେବାକୁ ପଡିଥାଏ ?

ଉତ୍ତର- ସିଙ୍ଗାପୁର ।

7- କେଉଁ ଦେଶରେ ସବୁଠାରୁ ଅଧିକ ଟ୍ରେନ ଚାଲିଥାଏ ?

ଉତ୍ତର- ଆମେରିକା ।

8- କେଉଁ ଜୀବ କୁ ସଫା କାମୁଡିଲେ ବି ବିଷ ଲାଗି ନ ଥାଏ ?

ଉତ୍ତର- ନେଉଳ ।

9- ପ୍ରତେକ ଦିନ କଣ ଖାଇବା ଦ୍ଵାରା ଉଚ୍ଚତା ବଢିଥାଏ ?

ଉତ୍ତର- ଅଣ୍ଡା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *