Jagruti Shukla କାହିଁକି କହିଲେ ‘ଅନୁଭବ ଆଉ ମୁଁ ଗୋଟିଏ ପରିବାର, ପ୍ରଭୁ ଜଗନ୍ନାଥ ଯାହା ଚାହିଁବେ ସେଇଆ ହେବ, ଆମେ ଦୁହେଁ ଏବେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନୁଭବ ଆଉ ମୁଁ ଗୋଟିଏ ପରିବାର । ମୁଁ ଓଡିଶାକୁ ଭଲ ପାଏ ଓ ଓଡିଶା ମଧ୍ୟ ଭଲ ପାଇଥାଏ । ହଁ ବନ୍ଧୁଗଣ ଏପରି କିଛି କଥା ଜାଗୃତି ଶୁକ୍ଲାଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେବେ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ନେଇ କିଛି ଦିନ ତଳେ ବହୁ କିଛି କଥା ଚର୍ଚା ହେଉଥିଲା । ତେବେ ଅଭିନେତା ଅନୁଭବଓ ଜାଗୃତିଙ୍କ ବାହାଘରକୁ ନେଇ ମଧ୍ୟ ବହୁତ କିଛି କଥା ଚର୍ଚାର ପରିସରକୁ ଆସିଥିଲା ।

ତେବେ ଏହି ସବୁ କଥାର କଡା ଜବାବ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଜାଗୃତିଙ୍କ କହିବା ଅନୁଯାଇ ଅନୁଭବ ଓ ମୋ ଭିତରେ କେବଳ ଏକ ପବିତ୍ର ବନ୍ଧୁତାର ସମ୍ପର୍କ ରହିଛି । ତେବେ ଅନୁଭବକୁ ମୁଁ ମୋର ଅତି ଘନିଷ୍ଠ ବନ୍ଧୁ ଭଳି ଭଲ ପାଇଥାଏ । ତେବେ ଅଯଥା ବିବାଦ ଘେରକୁ ଆମ ଦୁହିଙ୍କୁ ଟାଣିବା ଜମାରୁ ମଧ୍ୟ ଉଚିତ ହେଉନାହିଁ । ତେବେ ଏହି ସମ୍ପର୍କକୁ ଲୋକମାନେ ଖରାପ ଅର୍ଥରେ ନେବା ଜମାରୁ ଠିକ କଥା ନୁହେଁ ।

ତେବେ ଯେଉଁ ଲୋକମାନେ ଅନୁଭବ ଓ ମୋ ଭିତରେ ଥିବା ସମ୍ପର୍କକୁ ଖରାପ ଅର୍ଥରେ ନେଇ ଆମେ ଦୁହେଁ ବିବାହ କରିବାକୁ ଯାଉଛୁ । ବୋଲି ଚର୍ଚା କରୁଛନ୍ତି । ତେବେ ସେମାନଙ୍କର ଧାରଣା ସଂପୂର୍ଣ୍ଣ ରୂପେ ଭୁଲ ହେବ । କାରଣ ମୁଁ ଜଣେ ବିବାହିତ ଓ ମୋର ମଧ୍ୟ ଏକ ପରିବାର ଅଛି । ତେବେ ମୁଭି ମୋଗଲ ବସନ୍ତ ନାୟକ ସାରଙ୍କର ଜନ୍ମ ଜୟନ୍ତୀ ଉତ୍ସବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ବହୁ କଳାକାରବୃନ୍ଦ ଆସିଥିଲେ ।

ତେବେ ଅତିଥି ଭାବେ ନିମନ୍ତ୍ରଣ ହୋଇ ଜାଗୃତି ଶୁକ୍ଲା ମଧ୍ୟ ଦିଲ୍ଲୀରୁ ଆସିଥିଲେ । ତେବେ ସେଠାରେ ମିଡିଆ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏପରି କିଛି ନିଜର ମତ ରଖିଛନ୍ତି।  ତେବେ ସେ ଏଠାରେ ଅନୁଭବ ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପବିତ୍ର ବନ୍ଧୁତ୍ଵର ସୁନ୍ଦର ଆକ୍ଷା ଦେଇ ଏପରି କିଛି କଥା ବଖାଣୀଛନ୍ତି ।

ତେବେ ଜାଗୃତି ବସନ୍ତ ନାୟକଙ୍କର ଜୟନ୍ତୀ ଉତ୍ସବକୁ ଆସି ନିଜ ବନ୍ଧୁ ଅନୁଭବଙ୍କ ସହିତ ମଧ୍ୟ ଦେଖା କରିଛନ୍ତି । ଏହା ସହିତ ଅନୁଭବ ମଧ୍ୟ ଜାଗୃତି ଶୁକ୍ଲାଙ୍କୁ ଆଦରର ସହକାରେ କାର୍ଯ୍ୟକ୍ରମକୁ ଆସିଥିବାରୁ ସ୍ଵାଗତ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହିତ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *