Humane Sagar ଙ୍କ ନାମରେ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ, ଆଉ କହିଲେ କିଛି ଏମିତି ଶୁଣି ଏଆପଣଙ୍କର ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସ୍ଵାମୀ ଭଲ ଗୀତ ଗାଇ ଜଣେ ବହୁତ ଭଲ ସିଙ୍ଗର ହୋଇପାରିଛନ୍ତି । ହେଲେ ଜଣେ ସ୍ତ୍ରୀର ଭଲ ସ୍ଵାମୀଟିଏ ହୋଇପାରି ନାହାନ୍ତି । ତେବେ ଏପରି କିଛି ବିବାଦ ଓଡିଶାର ସୁପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନାମରେ ଆସିଅଛି । ହଁ ବନ୍ଧୁଗଣ ଏପରି କିଛି ବିବାଦର ଅଭିଯୋଗ ଖୋଦ ହ୍ୟୁମାନ ସାଗରଙ୍କର ସ୍ତ୍ରୀ ତାଙ୍କ ସ୍ଵାମୀ ତଥା ହ୍ୟୁମାନ ବିଷୟରେ ଆଣିଛନ୍ତି ।

ତେବେ ହ୍ୟୁମାନ ସ୍ତ୍ରୀଙ୍କ କହିବା ଅନୁଯାଇ ହ୍ୟୁମାନ ଗୀତ ପାଇଁ ବାହାର ଦୁନିଆରେ ଆଗରେ ଯେତେ ଭଲ ଦେଖାଇ ହୋଇଥାନ୍ତି । ପ୍ରକୃତରେ ହ୍ୟୁମାନ ସେତିକି ଭଲ ନୁହନ୍ତି । ସବୁବେଳେ ଗୀତ ଗାଈ ଆସିବା ପରେ ମୋତେ ବହୁତ ମ-ଆରିଥାନ୍ତି । ତେବେ ମୋତେ ଆଉ ମୋ ପିଲାକୁ ମଧ୍ୟ ଭଲ ପାଉନାହାନ୍ତି । ତେବେ ଏପରି ଅବହେଳାର ଶିକାର ହୋଇ ହ୍ୟୁମାନ ସାଗରଙ୍କର ଧର୍ମପତ୍ନୀ ହ୍ୟୁମାନଙ୍କ ନାମରେ  ଥାନାରେ ଏତଲା ଦେଇଛନ୍ତି ।

ତେବେ DCP  ଅଫିସ ଏହାର ତଦନ୍ତ କରି ମହିଳା ଥାନାକୁ ନିର୍ଦ୍ଧେଶ ଦେବା ସହିତ ଉଭୟଙ୍କୁ ଥାନାରେ ଆସି ହାଜର ହେବାକୁ ନିର୍ଦ୍ଧେଶ ମଧ୍ୟ ଦେଇଛନ୍ତି । ଯେଉଁଠାରେ ହ୍ୟୁମାନଙ୍କର ଧର୍ମପତ୍ନୀ ସ୍ପଷ୍ଠ କରିଛନ୍ତି । ଏହା କି ଯେ ହ୍ୟୁମାନ ମୋତେ ଶା-ରଇରିକ ତଥା ମାନସିକ ନି-ଇର୍ଯା-ତ-ଅନା ଦେଉଛନ୍ତି । ଯେଉଁ କାରଣରୁ ବହୁ ଦିନ ଧରି ଏହାକୁ ସହି ସହି ଅତ୍ୟନ୍ତ ନିରାଶାୟୀ ହୋଇ ଏଠାକୁ ଆସିଅଛି । ତେବେ ମୋତେ ନ୍ୟାୟ ଦରକାର ମୋତେ ନ୍ୟାୟ ଦିଅନ୍ତୁ ।

ତେବେ ଓଡିଶାର ଜଣେ ବହୁ ନାମିଦାମୀ ତଥା ଜଣାଶୁଣା ବହୁ ଲୋକପ୍ରିୟତା ହାସଲ କରିଥିବା ହ୍ୟୁମାନ ସାଗର ନାମରେ ଏପରି କିଛି ଅଭିଯୋଗ ତାଙ୍କ ନିଜ ସ୍ତ୍ରୀ ହିଁ ଆଣିଛନ୍ତି । ତେବେ କିଛି ଦିନ ତଳେ ପ୍ରଭୁ ଜଗନାଥଙ୍କର ଗୀତ ଗାଇବାକୁ ମନା କରିଦେଇଥିବାରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ନାମରେ କିଛି ବିବାଦ ଶୁଣିବାକୁ ମିଳିଥିଲା । ତେବେ ତାହା ପରେ ପୁଣି ହ୍ୟୁମାନ ସାଗର ସ୍ଟେଜ ଉପରେ ଜଗନାଥଙ୍କର ଭୋଜନ ଗାଇଥିଲେ ।

ତେବେ ବର୍ତ୍ତମାନ ସମୟର ସୂଚନା ମୁତାବକ ତାଙ୍କ ସ୍ତ୍ରୀଙ୍କୁ ଅବହେଲା ତଥା ମାନସିକ ଓ ଶା-ରଇରିକ ଆଘାତ ଦେଉଥିବାରୁ ତାଙ୍କ ନାମରେ ଏକ ବଡ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ସବୁ କଥା ପାଇଁ ସୁପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଥରେ ବିବାଦର ଘେରରେ ଛନ୍ଦି ହୋଇଯାଇଛନ୍ତି । ତେବେ ପାରିବାରିକ କଳହ କାରଣରୁ ହ୍ୟୁମାନ ସାଗରଙ୍କର ସ୍ତ୍ରୀ ଏବେ ବାଲେଶ୍ଵରରେ ଥିବା ତାଙ୍କ ବାପଘରେ ରହୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *