ଲୋକପ୍ରିୟ ଓଡିଆ ଫିଲ୍ମ Daman ହିନ୍ଦୀରେ ହେବ ରିଲିଜ, Kapil Sharma ଶୋ’ କୁ ଯିବେ Babushan, ଦେଖନ୍ତୁ କଣ କହିଲେ ଡାଇରେକ୍ଟର Deviprasad

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ବହୁ ଲୋକପ୍ରିୟତା ହାସଲ କରି ଓଡିଶା ତଥା ଓଡିଶା ବାହାରେ ଚହଳ ସୃଷ୍ଟି କରୁଥିବା ଫିଲ୍ମ ଯାହା ଆପଣ ସମସ୍ତେ ଜାଣିସାରିଥିବେ । ଆମେ ବର୍ତ୍ତମାନ କେଉଁ ଫିଲ୍ମ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ । ତେବେ ହଁ ବନ୍ଧୁଗଣ ସେ ବହୁ ଚର୍ଚିତ ଫିଲ୍ମଟି ହେଉଛି ଦମନ ମୁଭି । ଯାହାର ଟିମ ଏବେ ହିନ୍ଦୀର କପିଲ ଶର୍ମା ସୋ’ ରେ ମଧ୍ୟ ସ୍ଥାନ ପାଇବା ପାଇଁ ଯାଉଛି ।

ତେବେ ଦମନ ଫିଲ୍ମର ନିର୍ମାତା ତଥା ଡ଼ିରେକ୍ଟର ମଧ୍ୟ ଦମନ ଫିଲ୍ମ ବିଷୟରେ କିଛି ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଦମନ ଫିଲ୍ମ ଡ଼ିରେକ୍ଟର ଦେବୀପ୍ରସାଦ ଲେଙ୍କାଙ୍କର କହିବା ଅନୁଯାଇ ଦମନ ଫିଲ୍ମଟି ହିନ୍ଦୀରେ ରିଲିଜ ହେବା ପାଇଁ ଯାଉଛି । ତେବେ ହିନ୍ଦୀ ରିଲିଜ ପରେ କପିଲ ଶର୍ମା ସୋ’ ରେ ଯିବାର ସମ୍ଭାବନା ରହିଛି । ତେବେ ଏହା ତାଙ୍କ ଦମନ ଟିମରେ ଡ଼ିସକସନ କରାଯାଇଛି ।

ତେବେ ଦମନ ଫିଲ୍ମର ବକ୍ସ ଅଫିସ ଠାରୁ ନେଇ କପିଲ ଶର୍ମା ସୋ’ ଯିବାର ବହୁତ କିଛି କଥା ଆଗାମୀ ସମୟରେ ରିଭିଲ କରିବା ପାଇଁ ଯାଉଛନ୍ତି । ତେବେ ଯାହା ଏକ ଓଡିଶାର ସତ୍ୟ ତଥା ମୌଳିକ କାହାଣୀକୁ ନେଇ ଆଧାରିତ କରାଯାଇଛି । ସେହି ଫିଲ୍ମ ଓଡିଶାର ଦର୍ଶକଙ୍କ ଠାରୁ ବହୁତ ଲୋକପ୍ରିୟତା ପାଇଚାଲିଛି । ଏହା ସହିତ ଆଗାମୀ ସମୟରେ ମଧ୍ୟ ଏହିଭଳି ଦମନ ଫିଲ୍ମକୁ ଲୋକ ମାନେ ନିଜର ଭଲ ପାଇବା ଦିଅନ୍ତୁ ।

ତେବେ ଏହାରି ଭିତରେ ଦମନ ଫିଲ୍ମ ଓଡିଶା ବାହାରେ ମଧ୍ୟ ଅନେକ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଯେଉଁ କାରଣରୁ ନିକଟ ଅତୀତରେ ଏହି ଓଡିଆ ଫିଲ୍ମ ଦମନକୁ ହିନ୍ଦୀ ଦମନ ମୁଭି ପାଇଁ ହିନ୍ଦୀ ଡବିଙ୍ଗ କରାଯାଇଛି । ତେବେ ଏହି ଫିଲ୍ମରେ ଓଡିଆ କଳାକାର ବାବୁସାନ ମଧ୍ୟ  ନିଜର ପାରୁ ପର୍ଯ୍ୟନ୍ତ ନିଜର ଅଭିନୟର ଖୁରାକ ମାଧ୍ୟମରେ ଲୋକଙ୍କର ମନରଞ୍ଜନ କରିବାରେ ସମର୍ଥ ହୋଇପାରିଛନ୍ତି ।

ତେବେ ଆଗାମୀ ସମୟରେ ବାବୁସନଙ୍କର ଅଭିନୟର ଚମତ୍କାରୀତା କେବଳ ଓଡିଶା ନୁହେଁ । ଓଡିଶା ବାହାରର ଲୋକେ ମଧ୍ୟ ଦେଖିବା ପାଇଁ ଯାଉଛନ୍ତି । ତେବେ ଓଡିଶା ଦର୍ଶକଙ୍କୁ ଆଗାମୀ ସମୟରେ ଦମନ ଫିଲ୍ମ ଭଳି ସତ୍ୟ କାହାଣୀ ଆଧାରିତ ଫିଲ୍ମ ନିର୍ମାଣ କରାଯାଉ ବୋଲି ବହୁ ଦର୍ଶକଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବା ସହ ନିଜର ମତାମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *