ଶେଷ ଯାତ୍ରାରେ ରିପୋର୍ଟର Arindam Das, ଦେଖନ୍ତୁ Live ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆଜିର ଏକ ଦୁଃଖଦ ଘଟଣା ବିଷୟରେ ଆପଣ ନିଶ୍ଚିତ ଅବଗତ ଥିବେ କି ମୁଣ୍ଡୁଳି ପାଖରେ ଫସିଯାଇଥିବା ହାତୀ କୁ ଉଦ୍ଧାର କରୁଥିବା ସମୟରେ ଦୁ-ର୍ଘ-ଟ-ଣା ର ଶି-କା-ର ହୋଇ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ର ଆଜି ଅ-କା-ଳ ବି-ୟୋ-ଗ ଘଟିଛି । ତେବେ ଏହି ଘ-ଟ-ଣା ଟି ଓଡ଼ିଆ ଏବଂ ଓଡ଼ିଶା ର ଗଣମାଧ୍ୟମ ରେ ଶୋକାକୁଳ ପରିବେଶ ସ୍ଥାପନ କରିଛି ।

ତେବେ ସୂଚନା ଅନୁଯାୟୀ ଆଜି ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ ।

ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରି-ପୋ-ର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉ-ଦ୍ଧା-ର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତେବେ ପରେ ତାଙ୍କ ପାର୍ଥିବ ଶରୀର କୁ ଓଟିଭି ର ଅଫିସ କୁ ଅଣାଯାଇଥିଲା ଏବଂ ଅରିନ୍ଦମ ଙ୍କୁ ଦେଖିବା ପାଇଁ ଅନେକ ଲୋକ ଏବଂ ଅନେକ ସାମ୍ବାଦିକ ତଥା ତାଙ୍କ ବନ୍ଧୁ ମାନେ ଏବଂ ପରିବାର ସବୁ ଏକାଠି ହୋଇଥିଲେ ତାଙ୍କର ଶେଷ ଦର୍ଶନ ପାଇଁ । ତେବେ ସମସ୍ତଙ୍କ ଆଖିରେ ଲୁହ ଏବଂ ଓଟିଭି ର ମୁଖ୍ୟ ଜାଗି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କର ଏହି ଶେଷ ଯାତ୍ରା ରେ ସେ ସମସ୍ତଙ୍କୁ ଶୋକ ରେ ଭ-ସେ-ଇ ଚାଲି ଯାଇଛନ୍ତି କିନ୍ତୁ ସେ ସବୁଦିନ ଆମ ହୃଦୟ ରେ ବାସ କରିବେ ଏବଂ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *