ଜାଗର ଭଳି ଦିନରେ ମରିଯିବା କଥା କହିଲେ Pintu Nanda, କହିଲେ ‘ଏମିତି ବଞ୍ଚିବା ଅପେକ୍ଷା ମରିବା ଭଲ, କାରଣ ମୋ ପାଇଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜାଗର ଭଳି ଦିନରେ ବଞ୍ଚିବା ଠାରୁ ମରିଯିବା ଭଲ ବୋଲି କହିଲେ ଅଭିନେତା ପିନ୍ଟୁ ନନ୍ଦ । ତେବେ ହଁ ବନ୍ଧୁଗଣ ନିକଟ ଅତୀତରେ ଅଭିନେତା ପିନ୍ଟୁଙ୍କର ସ୍ଵାସ୍ଥବସ୍ତା ଅତ୍ୟଧିକ ଖରାପ ହୋଇଯିବା ବହୁ ଚର୍ଚାର ପରିସରକୁ ଆସିଥିଲା । ତେବେ ପିନ୍ଟୁ ଲିଭର ଶିରୋସିସ ରୋଗରେ ପୀଡିତ ଅଛନ୍ତି । ଯେଉଁଥି ପାଇଁ ତାଙ୍କର ଚିକିତ୍ସା ନିମନ୍ତେ ୫୦ ରୁ ୬୦ ଲକ୍ଷ ଟଙ୍କାର ଅବଶ୍ୟକତା ପଡୁଥିଲା ।

ତେବେ ଅଭିନେତା ପିନ୍ଟୁଙ୍କ ପାଖରେ ଏତେ ମାତ୍ରାରେ ଆର୍ଥିକ ସମ୍ବଳ ନଥିବା କାରଣରୁ ସେ ଓଡିଶାବାସୀଙ୍କୁ ମଧ୍ୟ ନିଜ ସ୍ଵାସ୍ଥର ଚିକିତ୍ସା ନିମନ୍ତେ ସ୍ଵଇଚ୍ଛାରେ କିଛି ସାହାଜ୍ଯ କରନ୍ତୁ ବୋଲି କହିଥିଲେ । ତେବେ ଏହାରି ପିନ୍ଟୁ ନନ୍ଦଙ୍କୁ ଅନେକ ସଦହୃଦୟ ଲୋକ ଆର୍ଥିକ ସାହାଜ୍ଯ ଓ ସହଯୋଗର ହାତ ବଢାଇଛନ୍ତି । ତେବେ ଏହାର ଅପର ପକ୍ଷରେ ଏପରି ବହୁତ ଲୋକ ମଧ୍ୟ ରହିଛନ୍ତି ।

ଯେଉଁମାନେ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିବାକୁ ଯାଇ କିଏ ଥାଳରେ ଭିକ୍ଷା କରିବାକୁ ବାହାରିପଡିଥିଲେ । ତ ଆଉ କିଏ ଅନ୍ୟ କିଛି ମାଧ୍ୟମ ଆପଣାଇଥିଲେ । ତେବେ ଏପରି କରି ପିନ୍ଟୁ ନନ୍ଦଙ୍କୁ ଟଙ୍କା ଯୋଗାଡ କରି ଦେବା କଥାକୁ ପିନ୍ଟୁ ନନ୍ଦ ଅପସନ୍ଦ କରୁଛନ୍ତି । ସେଥିପାଇଁ ଜାଗର ଭଳି ଦିନରେ ଅଭିନେତା ପିନ୍ଟୁଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଥିଲା । ଯେଉଁଠାରେ ପିନ୍ଟୁ କହିଥିଲେ । ଏହା କି ଯେ ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ବହୁତ ଭଲ ଅଟେ ।

କାରଣ ମୋ ସ୍ଵାସ୍ଥର ଚିକିତ୍ସା ପାଇଁ କିଏ ଭିକ୍ଷା ମାଗୁଛି ତ ଆଉ କିଏ ସବୁ କଣ କଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ତେବେ ଏପରି ଭାବରେ ଅର୍ଥ ଯୋଗାଡ କରିବାର କୌଣସି ଆବଶ୍ୟକତା ନାହିଁ । ତେବେ ପିନ୍ଟୁ ନନ୍ଦ ଓଡିଶାବାସୀଙ୍କୁ ନିବେଦନ କରି କହିଥିଲେ । ମୁଁ ଆପଣଙ୍କୁ ମୋତେ କିଛି କିଛି ଆର୍ଥିକ ସାହାଜ୍ଯ କରନ୍ତୁ ବୋଲି କହିଥିଲି । ତାହା ପୁଣି ନିଜ ନିଜ ଶକ୍ଷ ଅନୁସାରେ ଯିଏ ଯେତିକି ଦେଇପାରିବ ସେ ଆଣି ଆମକୁ ଦେବ ବୋଲି ହିଁ କହିଥିଲି ।

ହେଲେ ପିନ୍ଟୁ ନନ୍ଦଙ୍କ କହିବା ଅନୁସାରେ ମୋତେ ସାହାଜ୍ଯ କରିବାକୁ ଯାଇ ଆର୍ଥିକ ସାହାଜ୍ଯ ନାମରେ ଏତେ ସବୁ ଈସ୍ୟୁ କ୍ରିଏଟ କରାଯାଉ ବୋଲି ପିନ୍ଟୁ ନନ୍ଦ ଆଦ୍ୱା ପସନ୍ଦ କରୁନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *