ପ୍ରୋଗ୍ରାମ ରେ Papu Pom Pom ଙ୍କ ଉପରକୁ ଟେକା ପଥର ମାଡ଼, କହିଲେ ଏମିତି ବ୍ୟବହାର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ କମେଡି କଳାକାର ପପୁ ପମ୍ ପମ୍ ଙ୍କୁ ଟେକା mada ! ତେବେ ହଁ ବନ୍ଧୁଗଣ ଏପରି କିଛି ଖବର ଆସି ପହଞ୍ଚିଛି । ଯେଉଁଠାରେ କମେଡି କିଙ୍ଗ ପପୁ ପମ୍ ପମ୍ ଙ୍କୁ ଟେକା mada କରା ଯାଇଛି । ତେବେ ସାରଳା ପଂଚାୟତ ଅଧୀନରେ ଥିବା ଗ୍ରାମରେ ଏକ ମନୋରଞ୍ଜନ ଭିତ୍ତିକ ସ୍ଟେଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ତେବେ ସେଠାରେ ବିଭିନ୍ନ ପ୍ରକାର କଳାକାର ମାନେ ମଧ୍ୟ ଆସିଥିଲେ ।

ଏହା ସହିତ କମେଡି କିଙ୍ଗ ପପୁ ପମ୍ ପମ୍ ମଧ୍ୟ ସେହି ପ୍ରୋଗ୍ରାମକୁ କାର୍ଯ୍ୟକ୍ରମ କରିବାକୁ ଆସିଥିଲେ । ତେବେ ସେଠାରେ ବହୁତ ଲୋକ ଉପସ୍ଥିତ ହୋଇ ମନୋରଞ୍ଜନ ନାଚ, ଗୀତ ଭିତ୍ତିକ କାର୍ଯ୍ୟକ୍ରମର ମଜା ଉଠାଉ ଥିଲେ । ତେବେ ସେହି ସ୍ଟେଜ ତଳେ ଉପସ୍ଥିତ ରହି ପ୍ରୋଗ୍ରାମ ଦେଖୁଥିବା ଦର୍ଶକଙ୍କ ମଧ୍ୟରୁ କିଛି ଦର୍ଶକ ପପୁ ପମ୍ ପମ୍ ଙ୍କ ଉପରେ ଟେକା mada କରିଥିଲେ । ତେବେ ଯେଉଁ କାରଣରୁ କାର୍ଯ୍ୟକ୍ରମର ମେମ୍ବରଙ୍କ କହିବା ଅନୁଯାଇ ପ୍ରଥମ ଥର ଟେକା madaରେ ଗୋଟିଏ ଦେଢ ଲକ୍ଷ ତାଙ୍କର ଡିସପ୍ଲେ ଭାଙ୍ଗିଗଲା ।

ତାପରେ ଦିତୀୟ ଥର ଟେକା madaରେ ଟେକାଟି ଆସି ଜଣଙ୍କର ହାତରେ ବାଜିଲା । ତେବେ ପପୁ ପମ୍ ପମ୍ ସ୍ଟେଜରେ ପ୍ରୋଗ୍ରାମ କରିବା ସମୟରେ ଏହିପରି କରି ୧ ଥରେ, ୨ ଦୁଇ ନୁହେଁ  ୩ ଥର ଟେକା mada କରଯାଇଥିଲା । ତେବେ ଏପରି ଖରାପ ଆଚରଣର ଶିକାରବର୍ତ୍ତୀ ଏପରି କାର୍ଯ୍ୟ କରୁଥିବା ଲୋକଙ୍କୁ ସ୍ଟେଜ ଉପରକୁ ଟେକା ନଫିଙ୍ଗିବାକୁ ପପୁ ପମ୍ ପମ୍ ବିନତୀ କରିଥିଲେ ।

ତେବେ ପପୁ ପମ୍ ପମ୍ ଙ୍କ କହିବା ଅନୁଯାଇ ଆପଣଙ୍କ ଏରିଆରେ ଏତେ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମକୁ ଦେଖି ଆପଣ ମାନେ ମନୋରଞ୍ଜନ  କରନ୍ତୁ । ଆପଣ ଯେଉଁ ଏପରି ଟେକା ଫୋପାଡୁଛନ୍ତି । ତେବେ ଏଥିରୁ ଆମ ମାନଙ୍କୁ ଆପଣଙ୍କର ଗ୍ରାମର କଣ ସଭ୍ୟତା ଦେଖିବାକୁ ମିଳୁଛି । ତେବେ ଏଠିକି ଅନ୍ୟ ଯିଏ ବି କଳାକାର ମାନେ କାର୍ଯ୍ୟକ୍ରମ କରିବାକୁ ଆସିବେ ।

ସେମାନେ ଯଦି ଏହିପରି ଟେକା madaର ଶିକାର ହୋଇବେ । ସେମାନେ ଆପଣଙ୍କ ଏରିଆ ବିଷୟରେ ବାହାରେ  ଯାଇ କଣ କହିବେ । ତେବେ ଏପରି ଟେକା mada ସ୍ଟେଜ ଉପରକୁ କରନ୍ତୁ ନାହିଁ ବୋଲି ପପୁ ପମ୍ ପମ୍ ଦର୍ଶକ ମାନଙ୍କୁ ଅନୁରୋଧ କରିଥିଲେ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *