ଦିନରେ ମାତ୍ର ଗୋଟିଏ ଥର ଲଗାନ୍ତୁ, ପୁରୁଣାରୁ ଅତି ପୁରୁଣା ଜାଦୁ, କାଛୁ କୁଣ୍ଡିଆ ବି ହେଇଯିବ ଗାୟବ

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଆବଶ୍ୟକ । ସାଧାରଣତଃ ଆମ ଶରୀରରେ ଦାଗ, କାଛୁ ଓ କୁଣ୍ଡିଆ ଆଦି ରୋଗ ଆସିଥାଏ । ଏହା ଆମ ଶରୀରକୁ ବହୁତ କଷ୍ଟ ଦେଇଥାଏ । ଅଧିକାଂଶ ଲୋକ ଏହାକୁ ଦୂର କରିବା ପାଇଁ ମାର୍କେଟରୁ କିଛି କସମେଟିକ୍ସ ଆଣି ତାହାର ବ୍ୟବହାର କରିଥାନ୍ତି । ହେଲେ କସମେଟିକ୍ସର ସାଇଡ ଇଫେକ୍ଟ ଦ୍ଵାରା ରୋଗଟି ଅଧିକ ସ୍ଵଚନୀୟ ହୋଇଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହାର ବ୍ୟବହାର ଦ୍ଵାରା ଆପଣ ନିଜ ଶରୀରରେ ହେଉଥିବା ଦାଗ , କାଛୁ ଓ କୁଣ୍ଡିଆ ଆଦି ରୋଗକୁ ସବୁଦିନ ପାଇଁ ଦୂର କରିପାରିବେ । ଏହି ଉପାୟଟି ହେଉଛି ବହୁତ ସହଜ ଓ ସରଳ ଉପାୟ । ଆପଣ ମାନେ ଏହାକୁ ନିଜ ଘରେ କରିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

 

 

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଦୁଇ ରୁ ତିନୋଟି ରସୁଣ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଛଡାଇ ଦିଅନ୍ତୁ । ଏହାପରେ ଆପଣ ଦୁଇ ଚାମଚ ଶୁଦ୍ଧ ଗାଈ ଘିଅରେ ଏହି ରସୁଣକୁ ଖଣ୍ଡ ଖଣ୍ଡ କରି ପକାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ୧ ରୁ ୨ ମିନିଟ ପର୍ଯ୍ୟନ୍ତ ଗରମ କରି ଦିଅନ୍ତୁ ।

ଗରମ ହେବା ପରେ ଥଣ୍ଡା ହେବା ପାଇଁ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଖୋଲା ଛାଡି ଦିଅନ୍ତୁ । ଏହା ପରେ ଆପଣ ନିଜ ଶରୀରରେ ହୋଇଥିବା ଦାଗ, କାଛୁ ଓ କୁଣ୍ଡିଆ ଉପରେ ଏହି ଘିଅକୁ ଲଗାନ୍ତୁ । ଘିଅ ଲଗାଇବା ପରେ ଅଳ୍ପ ଖାଇବା ଚୂନ ନିଅନ୍ତୁ ଓ ଘିଅ ଲଗା ଯାଇଥିବା ସ୍ଥାନ ଉପରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଆପଣ ଅଳ୍ପ ଗରମ ପାଣି ପାଇଁ ସାହାର୍ଯ୍ୟରେ ଏହାକୁ ଶରୀରରୁ ଛଡାଇ ଦିଅନ୍ତୁ ।

ବନ୍ଧୁଗଣ ଏହି ଉପାୟକୁ ୨ ରୁ ୩ ଦିନ କରି ଦେଖନ୍ତୁ । ଦେଖିବେ ନିଶ୍ଚୟ ଆପଣଙ୍କ ଶରୀରରେ ହେଉଥିବା ଦାଗ, କାଛୁ ଓ କୁଣ୍ଡିଆ ଜନିତ ସମସ୍ତ ରୋଗ ଦୂର ହୋଇଯିବ । ଏହି ଘରୋଇ ଉପାୟର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀରରେ କୌଣସି ସାଇଡ ଇଫେକ୍ଟ ମଧ୍ୟ ହେବ ନାହିଁ ।

ଏହି ଉପାୟଟି ପାଇଁ କେବଳ ଆପଣଙ୍କୁ ଅଳ୍ପ ରସୁଣ, ଘିଅ ଓ ଅଳ୍ପ ଖାଇବା ଚୂନର ଆବଶ୍ୟକତା ପଡିବ ଯାହା ବହୁତ ଶସ୍ତାରେ ମିଳିଯିବ । ଏହି ଉପାୟକୁ ପ୍ରୟୋଗ କରି ନିଜ କାଛୁ ଓ କୁଣ୍ଡିଆ ଜନିତ ରୋଗକୁ ସବୁଦିନ ପାଇଁ ଦୂର କରନ୍ତୁ । ଆପଣଙ୍କୁ ଯଦି ଆମର ଏହି ଟିପ୍ସ ଟି ଭଲ ଲାଗିଛି ତେବେ ଏହାକୁ ଅନ୍ୟ ମାନଙ୍କ ସହିତ ଶେୟାର କରିବା ସହିତ ଏହାକୁ ଗୋଟିଏ ଲାଇକ କରି ଦିଅନ୍ତୁ ଓ ଆଗକୁ ଏପରି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *