ବହୁତ କମ ବୟସରେ ମା ହୋଇ ଯାଇଥିଲେ TV ର ଏହି 7 ଜଣ Actress

ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରି ର ସୁନ୍ଦରୀ ହିରୋଇନ ମାନଙ୍କୁ ଦେଖିଲେ ଏହା କେବେ ବି ଲାଗେ ନାହିଁ କି ସେମାନେ ବିବାହିତା ଅଟନ୍ତି ଓ ଏବେ ସେମାନେ ମା ବି ହେଇ ସାରିଛନ୍ତି । ଆଜ୍ଞା ହଁ, ଟିଭି ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ନିଜକୁ ଏତେ ଫିଟ ରଖନ୍ତି କି ଏହା ଅନୁମାନ କରିବା ବହୁତ ମୁସ୍କିଲ ହୋଇଯାଏ କି ସେମାନେ ଏବେ ମା ବି ହେଇ ସାରିଛନ୍ତି । ପରଦାରେ ନିଜର ଭୂମିକାକୁ ସୁନ୍ଦର ଭାବରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ରିୟଲ ଲାଇଫ ରେ ବୁ ନିଜ ମା ର ଭୂମିକା କୁ ବହୁତ ଭଲ ଭାବରେ ପାଳନ କରନ୍ତି । ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରି ର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଏବେ ମା ହେବା ପରେ ବି ନିଜକୁ କାଫି ଫିଟ ରଖନ୍ତି

ସୋମ୍ୟା ଟଣ୍ଡନ

ଆଣ୍ଡ ଟିଭିରେ ପ୍ରସାରିତ ହେଉଥିବା ସୋ ‘ଭାବୀଜୀ ଘର ପେ ହେ’ରେ ସୋମ୍ୟା ଅନିତା ଭାଉଜ ଭୂମିକା କରି ସବୁ ସ୍ଥାନରେ ଲୋକପ୍ରିୟତା ହାସଲ କରିଛନ୍ତି । ସୋମ୍ୟା ନିଜର ବୟଫ୍ରେଣ୍ଡ ଦେବେନ୍ଦ୍ରଙ୍କ ସହ ବିବାହ କରିଛନ୍ତି । ସୋମ୍ୟାଙ୍କର ଏକ ପିଲା ମଧ୍ୟ ଅଛି । କିନ୍ତୁ ସୋମ୍ୟାଙ୍କ ସୁନ୍ଦରତା କୁ ଦେଖିଲେ ଲାଗେ ନାହିଁ କି ସେ ଗୋଟେ ପିଲାର ମା ବି ଅଟନ୍ତି ।

ଜେନିଫର ୱିଙ୍ଗେଟ

ଜେନିଫର ଟିଭି ଇଣ୍ଡଷ୍ଟ୍ରିରେ ନିଜର ସଫଳତାକୁ ହାସଲ କରିସାରିଛନ୍ତି । ସେ କରନ ସିଂହ ଗ୍ରୋବରଙ୍କୁ ବିବାହ କରି ଲାଇମ ଲାଇଟରେ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲେ । ହେଲେ ବିବାହର ୨ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଜେନିଫର ଏକ ପୁଅକୁ ଆଡପ୍ଟ କରିଛନ୍ତି । ହେଲେ ଏହି କଥାର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ଜେନିଫର କରି ନାହାନ୍ତି ।

ଦୀପିକା ସିଂହ

ଷ୍ଟାର ପ୍ଲସର ଫେମସ ସୋ ‘ଦିଆ ଅର ବାତି ହମ’ ରେ ଦୀପିକା ସିଂହ ବହୁତ ଭଲ ଅଭିନୟ କରିଥିଲେ । ଦୀପିକା ମଧ୍ୟ ଏକ ପିଲା ର ମା ଅଟନ୍ତି । ସେ ନିଜ ସିରିଏଲ ର ଡାଇରେକ୍ଟର ରୋହିତ ରାଜ ଗୋୟଲଙ୍କ ସହ ୨୦୧୪ ରେ ବିବାହ କରିଥିଲେ । ୨୦୧୭ରେ ସେ ଏକ ପୁଅକୁ ଜନ୍ମ ଦେଇଥିଲେ । କିନ୍ତୁ ସେ ନିଜକୁ ଏତେ ଫିଟ ରଖିଛନ୍ତି କି ଦେଖିଲେ ଲାଗେ ନାହିଁ ସେ ଜଣେ ମା ବି ଅଟନ୍ତି ।

ସୋମ୍ୟା ସେଠ

ସିରିଏଲ ‘ନବ୍ୟା’ ରୁ ପପୁଲାରୀଟି ହାସଲ କରିଛନ୍ତି ସୋମ୍ୟା ସେଠ । ସୋମ୍ୟା ବିବାହ କରିବା ପରେ ବିଦେଶକୁ ଚାଲିଯାଇଥିଲେ । ବର୍ତ୍ତମାନ ସେ ବିଦେଶରେ ରହୁଛନ୍ତି । ସେ ଏକ ପିଲାର ମା ମଧ୍ୟ ହୋଇ ସାରିଛନ୍ତି । ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ନିଜ ଫଟୋକୁ ସେୟାର କରିଥାନ୍ତି । କିନ୍ତୁ ତାଙ୍କୁ ଦେଖିଲେ ଲାଗେ ନାହିଁ କି ସେ ଗୋଟେ ପିଲାର ମା ଅଟନ୍ତି ।

ନିଶା ରାବଲ

ଆକ୍ଟ୍ରେସ ନିଶା ରାବଲ ସେତେବେଳେ ଲାଇମ ଲାଇଟ ରେ ଆସିଲେ ଯେତେବେଳେ ସେ ଷ୍ଟାର ପ୍ଲସ ର ପାପୁଳାର ସୋ ଯେ ରିସ୍ତା କ୍ୟା କେହଲାଟା ହେ ର ଆକ୍ଟର କାରଣ ମେହରାଙ୍କ ସହିତ ବିବାହ କଲେ ।ନିଶା ବର୍ତ୍ତମାନ ଗୋଟେ ପିଲାର ମା ଅଟନ୍ତି ହେଲେ ସେ ନିଜକୁ ବହୁତ ଭଲ ଭାବରେ ଫିଟ ରଖିଛନ୍ତି । ଆପଣ ଦେଖିଲେ ଜାଣିପାରିବେ ନାହିଁ ଯେ ନିଶା ଗୋଟେ ଛୁଆର ମା ବି ଅଟନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *