33 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି Ramayan ସିରିଏଲ ର ଏହି 5 ଜଣ Actor

ବନ୍ଧୁଗଣ ଆପଣମାନେ ସମସ୍ତେ ୮୦ ଦଶକରେ ପ୍ରସାରିତ ହୋଇଥିବା ଲୋକପ୍ରିୟ ସିରିଏଲ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ଏହା ସେହି ସମୟର ବହୁତ ଫେମସ ସିରିଏଲ ଥିଲା । ସେହି ସମୟରେ ଏହି ସିରିଏଲ ବହୁତ ରେକର୍ଡ ମଧ୍ୟ ବନେଇଥିଲା । ସବୁ ଲୋକ ଏହି ସିରିଏଲକୁ ଦେଖିବା ପାଇଁ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ବହୁତ ଫେମସ ହୋଇ ଯାଇଥିଲେ । ହେଲେ ବନ୍ଧୁଗଣ କଣ ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ଏହି କଳାକାର ମାନେ କେମିତି ଦେଖାଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

୧. ରେଣୁ ଧାରିବାଲ

 

ଭାରତର ଫେମସ ଧାର୍ମିକ ସିରିଏଲ ରାମାୟଣ ରେ ରାବଣର ଭଉଣୀ ସୁପଣଖାର ଭୂମିକା କରିଥିଲେ ରେଣୁ ଧାରିବାଲ । ଧାର୍ମିକ ଟିଭି ସିରିଏଲ ରାମାୟଣ ୧୯୮୭ ମସିହାରେ ଟେଲିଭିଜନରେ ପ୍ରସାରିତ ହୋଇଥିଲା । ଯାହା ଆଜି 33 ବର୍ଷ ହୋଇ ସାରିଛି ଓ ବର୍ତ୍ତମାନ ରେଣୁ ଧାରିବାଲ ବହୁତ ବଦଳି ଯାଇଛନ୍ତି ।

୨. ସୁଧୀର ଧଲ୍ବି

ସେହି ସମୟର ଟ୍ରେଣ୍ଡିଂ ଟିଭି ସିରିଏଲ ରାମାୟଣ ସିରିଏଲରେ ଗୁରୁ ବଶିଷ୍ଟର ଭୂମିକା କରିଥିବା ସୁଧୀର ଧଲ୍ବି ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି । ରାମାୟଣ ବ୍ଯତୀତ ସୁଧୀର ଅନ୍ୟ କେତେକ ଟିଭି ସିରିଏଲରେ ମଧ୍ୟ କାମ କରିକସାରିଛନ୍ତି ।

୩. ଅରବୀନ ତ୍ରିବେଦୀ

ରାମାୟଣ ସିରିଏଲର ମୁଖ୍ୟ ଭୂମିକା ରାମଙ୍କର ସତରୁ ରାବଣର ଅଭିନୟ ଅରବୀନ ତ୍ରିବେଦୀ କରିଥିଲେ । ଏହି ସିରିଏଲରେ ଅରବୀନ ଅବିକଳ ରାବଣର ଭୂମିକା ପଦର୍ଶନ କରିଥିଲେ । ଅରବୀନ ଜଣେ ମହାନ କଳାକାର ଅଟନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ଅସଲ ଜୀବନରେ ମଧ୍ୟ ରାବଣ ଭାବୁଥିଲେ । ଆଜି ଅରବୀନ ତ୍ରିବେଦୀ ବହୁତ ବଦଳି ଯାଇଛନ୍ତି ।

୪. ଅରୁଣ ଗୋଭିଲ

ରାମାୟଣ ସିରିଏଲର ମୁଖ୍ୟ ଭୂମିକା ଭଗବାନ ରାମଙ୍କ ଅଭିନୟ କରିଥିଲେ ଅରୁଣ ଗୋଭିଲ । ଅରୁଣ ଗୋଭିଲ ନିଜ ଅଭିନୟରେ ଭଗବାନ ଶ୍ରୀରାମଙ୍କୁ ଜୀବନ୍ତ କରି ଦେଇଥିଲେ । ଅରୁଣଙ୍କ ଅଭିନୟରେ ଲୋକମାନେ ବହୁତ ଆନନ୍ଦିତ ହୋଇଥିଲେ । ଅରୁଣ ଗୋଭିଲ ଙ୍କୁ ତାଙ୍କ ଫ୍ୟାନ୍ସ କେବଳ ରାମଙ୍କ ଭୂମିକାରେ ଦେଖିବାକୁ ପସନ୍ଦ ଅକରୁଥିଲେ । ଅରୁଣ ଗୋଭିଲ ମଧ୍ୟ ଆଜି ବହୁତ ବଦଳି ଯାଇଛନ୍ତି ।

୫. ଦୀପିକା ଚିଖଲିଆ

ଏହି ସିରିଏଲରେ ଭଗବାନ ରାମଙ୍କ ପତ୍ନୀ ମାତା ସୀତାଙ୍କ ଭୂମିକା କରିଥିଲେ ଦୀପିକା ଚିଖଲିଆ । ନିଜ ସୁନ୍ଦରତା ଓ ଅଭିନୟ ଦ୍ଵାରା ସେ ସମସ୍ତଙ୍କ ମନକୁ ଜିତି ଥିଲେ । ବର୍ତ୍ତମାନ ଦୀପିକା ବହୁତ ବଦଳି ଯାଇଛନ୍ତି । ସେ ଅନ୍ୟ କିଛି ପୌରାଣିକ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ଦୀପିକା ଚିଖଳିଆ ଆଜି ବହୁତ ବଦଳି ଯାଇଛନ୍ତି । ତେବେ ଆପଣଙ୍କୁ ସିରିଏଲ ରାମାୟନରେ ଆପଣଙ୍କୁ କାହାର ଅଭିନୟ ସବୁଠୁ ଅଧିକ ପସନ୍ଦ ଆସିଥିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ମନୋରଞ୍ଜନ ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ , ଧନ୍ୟବାଦ

Leave a Reply

Your email address will not be published. Required fields are marked *