Vastu Shastra- ଭୁଲ ରେ ହେଉ ପଛକେ, ଯଦି ରାସ୍ତାରେ ଯିବା ସମୟରେ ଦେଖନ୍ତି ଏହି 4 ଟି ଜିନିଷ, ରାତାରାତି ଚମକି ଉଠେ ଭାଗ୍ୟ, ବ୍ୟକ୍ତି ହୋଇଯାଏ ମାଲାମାଲ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏପରି କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କୁ କରିବା ଉଚିତ ହୋଇନଥାଏ । ଏହି ଭୁଲ ପାଇଁ ସେମାନେ ନିଜ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଭୁଲ ଅଛି ଯାହାକୁ କରିବା ବା ଦେଖିବା ଦ୍ଵାରା ମଣିଷ ଜୀବନ ସଂପୂର୍ଣ୍ଣ ବଦଳି ଯାଇଥାଏ । ଏହି ଭୁଲ ପାଇଁ ମଣିଷ ମନରେ ସକାରାତ୍ମକ ଊର୍ଜାର ପ୍ରଭାବ ବଢିଥାଏ । ଯାହାଫଳରେ ସେ ନିଜ ଜୀବନରେ ସମସ୍ତ ସୁଖ ସମୃଦ୍ଧିକୁ ଭୋଗ କରିପାରିବେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଭୁଲ ଦୃଶ୍ୟ ବା ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ମଣିଷ ଆଜୀବନ ସୁଖ ଭୋଗ କରିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯିଏ ଜନ୍ମ ନେଇଛି ସେ ନିଶ୍ଚୟ ଦିନେ ଦିନେ ଏହି ଇହଲୀଳା ଛାଡିବ। ତେଣୁ ଯଦି ଆପଣ ମାନେ ରାସ୍ତାରେ ଯାଉଥିବା ସମୟରେ ଭୁଲ ସେ କୌଣସି ଅନତିମ ଯାତ୍ରା ଦେଖିବେ ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ରାସ୍ତାରେ ଯାଉଥିବା ସମୟରେ କୌଣସି ଅନତିମ ଯାତ୍ରା ଦେଖିବେ ତା ହେଲେ ତାହାକୁ ନିଶ୍ଚୟ ଦୁଇ ହାତ ଯୋଡି ନମସ୍କାର କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ କଷ୍ଟ ଓ ସମସ୍ଯା ଦୂର ହୋଇଯାଏ ।

୨. ବନ୍ଧୁଗଣ ବେଳେବେଳେ ରାସ୍ତାରେ ଯିବା ସମୟରେ କିନ୍ନର ମାନେ ଆସିଯାଇଥାନ୍ତି । କିନ୍ନର ଆସିବା ଦ୍ଵାରା କେତେକ ଲୋକ ଏହାକୁ ଅଶୁଭ ମାନି ଥାନ୍ତି । କିନ୍ତୁ ବନ୍ଧୁଗଣ ବ୍ରମ୍ହାଙ୍କର ଛାୟାରୁ କିନ୍ନରଙ୍କ ଉତ୍ପତ୍ତି ହୋଇଛି । ବନ୍ଧୁଗଣ କିନ୍ନରଙ୍କୁ ଭଗବାନ ରାମ ଓ ବ୍ରମ୍ହା କେତେକ ବରଦାନ ଦେଇଛନ୍ତି । ତେଣୁ ଯଦି ଆପଣ କିନ୍ନରଙ୍କୁ ରାସ୍ତାରେ ଦେଖି ତାଙ୍କର ଆଶୀର୍ବାଦ ନେଉଛନ୍ତି ତା ହେଲେ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । କିନ୍ନରଙ୍କୁ ଦେଖିବା ଏକ ଶୁଭ ସଙ୍କେତ ମାନା ଯାଇଥାଏ ।

୩. ଯଦି ବନ୍ଧୁଗଣ ଆପଣ ରାସ୍ତାରେ ଯାଉଥିବା ସମୟରେ ଟଙ୍କା ବା ମୁଦ୍ରା ପାଉଛନ୍ତି ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ରାସ୍ତାରେ ଟଙ୍କା ମିଳିବାର ଅର୍ଥ ହେଉଛି ମା ଲକ୍ଷ୍ମୀ ଆପଣଙ୍କ ସହ ଅଛନ୍ତି ଓ ଆଗାମୀ ସମୟରେ ଆପଣ ପ୍ରଚୁର ମାତ୍ରାରେ ଧନଲାଭ କରିବାକୁ ଯାଉଛନ୍ତି ।

୪. ବନ୍ଧୁଗଣ କେତେକ ଲୋକଙ୍କର ଅଧା ରାତିରୁ ହଠାତ ନିଦ ଭାଙ୍ଗି ଯାଇଥାଏ । ବନ୍ଧୁଗଣ ରାତ୍ରି ସମୟରେ ନିଦ ଭାଙ୍ଗିବାକୁ ଏକ ଶୁଭ ସଙ୍କେତ କୁହାଯାଇଛି । ଯଦି ଆପଣଙ୍କ ନିଦ ରାତ୍ରି ସମୟରେ ଭାଙ୍ଗିଯିବ ତା ହେଲେ ଆପଣ ଭଗବାନଙ୍କୁ ସ୍ମରଣ କରି ନିଜର ମନସ୍କାମନା ବିଷୟରେ ଜଣାନ୍ତୁ । ଦେଖିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *