ଡିଭୋର୍ସ ପରେ ଆହୁରି ଅଧିକ ଫେମସ ହୋଇଗଲେ TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଅଭିନେତ୍ରୀ, ଏବେ ନେଉଛନ୍ତି ଜୀବନର ଅସଲ ମଜା, 3 ନମ୍ବର ଅଭିନେତ୍ରୀ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ସାଧାରଣତଃ ଟିଭିର ସମସ୍ତ ଅଭିନେତ୍ରୀ ମାନେ ଫେମସ ହେବା ପାଇଁ ବହୁତ କିଛି କରିଥାନ୍ତି । ହେଲେ ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତଲାକ ନେବା ପରେ ଅଧିକ ଫେମସ ହୋଇଥିଲେ ଓ ନିଜ କାରିୟରରେ ସଫଳତା ମଧ୍ୟ ପାଇଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ରଶ୍ମୀ ଦେସାଇ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ସୁନ୍ଦର ଅଭିନେତ୍ରୀ ରଶ୍ମୀ ଦେସାଇ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରଶ୍ମୀଙ୍କୁ ‘ଉତରନ’,’ନାଚ ବଲିୟେ’ ଓ ‘ବିଗବସ’ରେ ନିଶ୍ଚୟ ଦେଖିଥିବେ । ଉତରନ ସିରିଏଲରେ କାମ କରିବା ସମୟରେ ତାଙ୍କୁ ତାଙ୍କର କୋଷ୍ଟାର ନାଦିଶ ସିନ୍ଧୁଙ୍କ ସହ ପ୍ରେମ ହୋଇଯାଇଥିଲା ।

ଏହି ଦୁଇଜଣ ୨୦୧୧ ମସିହାରେ ପରସ୍ପର ସହ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ସମ୍ପର୍କରେ ବହୁତ ବିବାଦ ଦେଖାଯିବାରୁ ୨୦୧୫ ମସିହାରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା । ତଲାକ ପରେ ରଶ୍ମୀଙ୍କ ଜୀବନରେ ବହୁତ କିଛି ବଦଳି ଯାଇଥିଲା । ସେ ଆଜି ନିଜ କାରିୟରରେ ସଫଳତା ପାଇଛନ୍ତି ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ଜେନିଫର ବିଙ୍ଗେଟ । ‘ବେହେଦ’ ସିରିଏଲରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଜେନିଫର ବିଙ୍ଗେଟ ପ୍ରଥମେ ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ବିବାହ କରିଥିଲେ । ହେଲେ କରନ ବଲିଉଡ ଅଭିନେତ୍ରୀ ବିପାଶାଙ୍କୁ ପ୍ରେମ କରି ଜେନିଫରଙ୍କୁ ତଲାକ ଦେଇଥିଲେ  । ତଲାକ ପରେ ଜେନିଫରଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡିଥିଲା ହେଲେ ସେ ଆଜି ଜଣେ ସଫଳ ଅଭିନେତ୍ରୀ ଅଟନ୍ତି । ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ନକରି ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଶ୍ଵେତା ତିବାରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭିର ଫାମେସ ଅଭିନେତ୍ରୀ ଶ୍ଵେତା ତିବାରି । ‘କସୋଟୀ ଜିନ୍ଦେଗିକି’ ସିରିଏଲରୁ ଫେମସ ହୋଇଥିବା ଅଭିନେତ୍ରୀ ଶ୍ଵେତା ସାଉଥ ଫିଲ୍ମ ପ୍ରଡ୍ୟୁସର ରାଜା ଚୌଧାରୀଙ୍କ ସହ ବିବାହ କରିଥିଲେ । ହେଲେ ଶ୍ଵେତା ରାଜାଙ୍କୁ ତଲାକ ଦେଇଥିଲେ ଏହାପରେ ଶ୍ଵେତା ଅଭିନେତା ଅଭିନବ କୋହିଲିଙ୍କ ସହ ବିବାହ କରିଥିଲେ ହେଲେ ଏହି ସମ୍ପର୍କ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ଓ ଏମାନଙ୍କର ତଲାକ ହୋଇଯାଇଥିଲା । ବର୍ତ୍ତମାନ ଶ୍ଵେତା ଜଣେ ସଫଳ ଅଭିନେତ୍ରୀ ଅଟନ୍ତି ।

ବାହାବିଜ ଦୋରବୀଜୀ- ବନ୍ଧୁଗଣ ଆମ ଲିଷ୍ଟର ସେସ ସ୍ଥାନରେ ଅଛନ୍ତି ବାହାଯିବ ଦୋରବୀଜୀ । ‘ପ୍ୟାର କି ୟେ ଏକ କାହାନି’ ସିରିଏଲରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ବାହାବିଜ ଅଭିନେତା ବିବିୟନ ଡିସେନାଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କର ବହୁତ କମ ବର୍ଷ ମଧ୍ୟରେ ତଲାକ ହୋଇଯାଇଥିଲା । ତଲାକ ପରେ ବାହାଯିବ ନିଜ କଷ୍ଟ ଦ୍ଵାରା ଅଧିକ ସଫଳ ହୋଇପାରିଲେ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ କିଏ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *