ଯେଉଁ ମାନଙ୍କ ବାଳ କୁଞ୍ଚୁ କୁଞ୍ଚି ହୋଇଥାଏ ସେମାନେ କିପରି ହୋଇଥାନ୍ତି ? ଏହା ସହିତ ପଢନ୍ତୁ ଆଜିଆର 20 + ଅନୁଚିନ୍ତା

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ରୋଗ ହେଉଛି ତେବେ ଆପଣ ଗୋଟେ ଗୋଲମରିଚ କୁ ପୋଡି ତାର ଧୂଆଁ କୁ ନାକ ବାଟେ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ର ମୁଣ୍ତ ବିନ୍ଧା ଭଲ ହୋଇ ଯାଇଥାଏ । ମନେରଖନ୍ତୁ ଗୋଲମରିଚ , ଡିମିରି ଓ ସୁଣ୍ଠି କୁ ଗୁଣ୍ଡକରି ତାକୁ ସୋରିଷ ତେଲ ରେ ମିଶାଇ ଦିନକୁ ଦୁଇଥର ଖାଇବା ଦ୍ୱାରା ପ୍ରସବ ପର ର କଷ୍ଟ ଦୂର ହୋଇ ଯାଇଥାଏ । ଯଦି ଆପଣଙ୍କ ର ଦାନ୍ତ ରୋଗ ଭଲ ହେଉନଥାଏ ତେବେ ଗୋଲମରିଚ ସହ ଲୁଣ ମିଶାଇ ଦାନ୍ତ ଘଷିଲେ ତାହା ଭଲ ହୋଇଯାଇଥାଏ ।

ଯେଉଁମାନଙ୍କର ଶୂଳ ଝାଡା ହେଉଥାଏ ସେମାନେ ଗୋଲମରିଚ ଗୁଣ୍ଡ କୁ ପାଣି ସହ କିଛି ଦିନ ଖାଇଲେ ତାହା ଭଲ ହୋଇଯାଇଥାଏ । ଯଦି ଆପଣଙ୍କ ର କାଶ ହେଉଥାଏ ତେବେ ଗୋଲମରିଚ କୁ ମହୁ ସହ ଖାଇଲେ ତାହା ଭଲ ହୋଇ ଯାଇଥାଏ । ଯଦି ଆପଣଙ୍କ ଗଳାରେ ସଂକ୍ରମଣ ହୋଇଥାଏ ତେବେ ଉଷୁମ ପାଣି ରେ ଗୋଲମରିଚ ମିଶାଇ କୁଳୁକୁଚା କଲେ ତାହା ଠିକ ହୋଇଯାଇଥାଏ ।

ଯଦି ଆପଣଙ୍କ ର ଚୁଟି ଝଡୁଥାଏ ତେବେ ଆପଣ ଗୋଲମରିଚ ସହ ପିଆଜ ଓ ଲୁଣ ବାଟି ଲଗାଇବା ଦ୍ବାରା ଚୁଟି ଝଡ଼ିବା କମିଥାଏ ଏବଂ ନୂଆ ଚୁଟି ଉଠିବା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କ ଅଣ୍ଟା ବିନ୍ଧା କିମ୍ବା ଦରଜ ହେଉଥାଏ ତେବେ ସାତୋଟି ଗୋଲମରିଚ କୁ ଗଙ୍ଗଶିଉଳି ପତ୍ର ସହ ବାଟିକି ତିନିଦିନ ତିନିଥର ଲାଖେ ଖାଇଲେ ତାହା ଦୂର ହୋଇଥାଏ ।

ଆପଣ ଆପଣଙ୍କ ଖାଦ୍ୟ ରେ ବାରମ୍ବାର କଞ୍ଚା ଲଙ୍କା କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିବା ପରିବର୍ତ୍ତେ ଗୋଲମରିଚ କୁ ବ୍ୟବହାର କରନ୍ତୁ । ଏହାଦ୍ବାରା ଶରୀର ରୋଗମୁକ୍ତ ରହିଥାଏ । ଯଦି ଦେହରେ ଯାଦୁ ଭଲ ହୋଇନଥାଏ ତେବେ ଗୋଲମରିଚ କୁ ପାଣି ରେ ବାଟି ତାହାକୁ ଯାଦୁ ରେ ଲଗାଇଲେ ତାହା ଭଲ ହୋଇଯାଇଥାଏ । ଅନିଦ୍ରା ଦୋଷ ଦୂର କରିବା ପାଇଁ ହେଲେ ପାଟିର ଲାଳ ରେ ଗୋଲମରିଚ କୁ ଘୋରି ଅଞ୍ଜନପରି ଲଗାଇଲେ ଅନିଦ୍ରା ଦୋଷ ଦୂର ହୋଇ ଯାଇଥାଏ ।

ଯଦି ରାତିରେ କିଛି ଦେଖାଯାଉନାହିଁ ଅନ୍ଧାର କଣା ଦୋଷ ଥାଏ ତେବେ ଦହିରେ ଗୋଲମରିଚ କୁ ଘୋରି ଆଖିରେ ଅଞ୍ଜନ ପରି ଲଗାଇଲେ ଏହା ଦୂର ହୋଇ ଯାଇଥାଏ । ପଦ୍ମ ପାଖୁଡା କୁ ପାଣିରେ ବାଟି ଲେପଦେଲେ ବ୍ରଣ , ବଥ , ବାରମୂଳିଆ , କାଖ ଗୋଲି ରୋଗ ଭଲ ହୋଇଥାଏ ।

ଗୋଟିଏ ପାତ୍ର ରେ ପଦ୍ମ ଫୁଲ ସହ ପାଣି କୁ ଗୋଟିଏ ଦିନ ରଖି ସେହି ପାଣି ରେ ଆଖି ଧୋଇଲେ ଆଖି ରୋଗ ଭଲ ହୋଇ ଯାଇଥାଏ । ପଦ୍ମ ପତ୍ର କୁ ବାଟି ତାକୁ ସୋରିଷ ତେଲ ରେ ପାକକରି ତାକୁ ସମସ୍ତ ପ୍ରକାର ଚର୍ମ ରୋଗ ରେ ମାରିଲେ ତାହା ଭଲ ହୋଇ ଯାଇଥାଏ । ଅର୍ଶ ରୋଗ ଯୋଗୁଁ ଝାଡା ରେ ରକ୍ତ ପଡୁଥିଲେ ପଦ୍ମ କେଶର ସହିତ ଚିନି ଓ ଲହୁଣୀ କୁ ବାଟି କିଛି ଦିନ ଖାଇଲେ ତାହା ଭଲ ହୋଇ ଯାଇଥାଏ ।

ଘରେ ଯଦି ଅଶାନ୍ତି ସମସ୍ୟା ଲାଗି ରହୁଥାଏ ତେବେ ଏକ ପିତଳ ଗିନା ରେ କର୍ପୂର ସହିତ ଘିଅ ମିଶାଇ ରାତିରେ ଶୋଇଲା ବେଳେ ଜାଳିଲେ ତାହା ଦୂର ହୋଇଥାଏ । ଘର ପାଖରେ ଲେମ୍ବୁ ଗଛ ଟିଏ ଲଗାଇଲେ ତାହା ଶୁଭ ହୋଇଥାଏ । ଘରେ ଅଶୁଭ ଶକ୍ତି ର ପ୍ରବେଶ ହୋଇନଥାଏ । ରାସ୍ତାରେ ଯଦି କେବେ ଲେମ୍ବୁ କଞ୍ଚାଲଙ୍କା ଦେଖନ୍ତି ତେବେ ତାକୁ ପାଦରେ କେବେ ବି ମାଡିବେ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ଯେଉଁ ମାନଙ୍କ ମୁଣ୍ଡ ଚୁଟି କୁଞ୍ଚକୁଞ୍ଚିଆ ରହିଥାଏ ସେମାନେ ସରଳ ମନା କିନ୍ତୁ ଟିକେ ଜିଦିଆ ପ୍ରବୃତ୍ତି ର ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *