ଯଦି କେଉଁଠି ମିଳିଯାଏ ଏହି ଜଙ୍ଗଲି ଗଛ ତୁରନ୍ତ ରଖି ନିଅନ୍ତୁ ପାଖରେ, ଅନେକ ରୋଗର କାଳ ଅଟେ ଏହ ଗଛ

ଭଗବାନ ପ୍ରକୃତିର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଉପହାର ସ୍ଵରୁପ ସୁନ୍ଦର ବୃକ୍ଷ ଲତା ଗୁଡିକ ଦେଇଛନ୍ତି । ଏହି ଗଛ ଗୁଡିକ କିଛି ନା କିଛି ଆମ ଘରର ସୁନ୍ଦରତା ଓ ଆକର୍ଷଣ ବଢାଇ ଥାଏ ଓ ଏମିତି ବି କିଛି ଗଛ ଅଛି ଯାହାର ଔଷଧୀୟ ଗୁଣ କାରଣରୁ ମଣିଷ ଶରିରକୁ ବହୁତ ଲାଭ ପହଞ୍ଚି ଥାଏ । ଏହି ବୃକ୍ଷ ଲତାକୁ ବ୍ୟବହାର କରିବା ଦ୍ୱାରା ମଣିଷ ଶରୀରରେ ଥିବା ରୋଗ ମୂଳରୁ ନାଶ ହୋଇଥାଏ। ଏହି ଔଷଧିଯ ଗଛ ମଧ୍ୟରେ ଏକ ଗଛ ଅଛି ଯାହାକୁ ଆମେ ସାଧାରଣ ଭାଷାରେ ଟେବୁଲ ଗୋଲାପ ଗଛ ବୋଲି କହିଥାଉ । ସାଧାରଣ ଗଛ ପରି ଦେଖାଯାଉଥିବା ଏହି ଗଛ ଜମାରୁ ସାଧାରଣ ନୂହେଁ ।

ଏହି ଗଛର ପତ୍ର ବିଷୟରେ କହିଲେ ଏହି ପତ୍ରର ବିଶେଷତଃ ହେଲା କି ଏହାର ଫୁଲ ସବୁବେଳେ ଦିନ 9 ଟା ରେ ଫୁଟିଉଠେ । ଏହାର ପତ୍ରର ବ୍ୟବହାର କଥା କହିଲେ ତେବେ ଏଥିରୁ କଣ ଫାଇଦା ମିଳେ ତାହା ଆଜି ଆମେ ଆପଣକୁ ଜଣାଇବୁ।

ଯଦି ଏହି ପତ୍ରକୁ ବାଟି ପ୍ରତିଦିନ ଆପଣ ମୁହଁରେ ଲଗାଇବେ ତେବେ ଆପଣଙ୍କ ମୁହଁ ର ସୁନ୍ଦରତା ବଢିଥାଏ । ଚେହେରା ରେ ସୁନ୍ଦରତା ଆସିବା ଦ୍ଵାରା ଆପଣଙ୍କ ମୁହଁ ର ସୌନ୍ଦର୍ଯ୍ୟ ଆହୁରି ବଢିଯିବ । ଏମିତି କି କୁହାଯାଏ କି ଏହି ପତ୍ର ରେ ଭିଟାମିନ୍ ଇ ର ମାତ୍ରା ଅଧିକ ମାତ୍ରାରେ ଅଛି ।

ଯଦି ଆପଣ ବାଳ ଧଳା ହେବା କି ବାଳ ଝଡ଼ିବା ର ସମସ୍ୟାର ସାମନା କରୁଛନ୍ତି ତାହେଲେ ଏହି ପତ୍ର କୁ ବାଟି ଏହାର ପେଷ୍ଟ କୁ ବାଳ ରେ ଲଗାଇଲେ ଏହି ସମସ୍ୟା ଦୂର ହେବ। ଏହି ଗଛର ପତ୍ର କୁ ବାଟି ଏହାର ପେଷ୍ଟକୁ ବାଳ ର ମୂଳ ରେ ଲଗାଇଲେ ଆଉ ବାଳ ନ ଝଡିବା ସହିତ ଧଳା ହୋଇନଥାଏ । ଏହାର ବ୍ୟବହାର ଦ୍ଵାରା ଆପଣଙ୍କର ବାଳ ର ସମସ୍ୟା ସେସ ହୋଇଯିବା ସହିତ ସହିତ ଏହା ଆହୁରି ଆକର୍ଷଣୀୟ ଦେଖା ଯାଇଯାଏ ।

ଯଦି ଆପଣଙ୍କ ଶରିରରେ କେଉଁଠି ଘା କିମ୍ବା କଟା ଖଣ୍ଡିଆ ଅଛି ତେବେ ଏହି ପତ୍ରର ପେଷ୍ଟ ବ୍ୟବହାର ଦ୍ଵାରା ଶରୀରକୁ ବହୁତ ଆରାମ୍ ଓ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ । ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *