Interesting Gk Questions- ଗୋଟିଏ ଝୁଡିରେ ୮ ଟି କଦଳୀ ଥିଲା, ଯଦି ଆପଣ ସେଥିରୁ ୫ ଟି ନେଇଗଲେ ତେବେ ଆପଣଙ୍କ ପାଖରେ ଆଉ କେତୋଟି କଦଳୀ ବଞ୍ଚିବ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. ଖାଇବାକୁ ଦେଲେ ବଞ୍ଚିବ କିନ୍ତୁ ପିଇବାକୁ ଦେଲେ ମରିଯିବି। ତାହା କଣ ଅଟେ?
ଉତ୍ତର- ନିଆଁ।

୨. ଏଭଳି କେଉଁ ଜୀବ ଅଛି ଯାହା ଖାଦ୍ୟ ଖାଇନଥାଏ ଅଥବା ପାଣି ପିଇନଥାଏ?
ଉତ୍ତର- ନିର୍ଜୀବ।

୩. ଏଭଳି କେଉଁ ଜିନିଷ ରହିଛି ଯାହା ଦିନ ରାତି ଚାଲିଥାଏ?
ଉତ୍ତର- ନଦୀ।

୪. ରାତିରେ ଦେଖିଥିବା ସ୍ୱପ୍ନ କଣ ସତ ହୋଇଥାଏ?
ଉତ୍ତର- କିଛି ସ୍ବପ୍ନ ସତ ହୋଇଥାଏ।

୫. କଣ ବିଦ୍ୟୁତ କୁ କେତେକ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ଓର କରି ରଖା ଯାଇ ପାରିବ?
ଉତ୍ତର- ହଁ।

୬.ଝିଅ ମାନେ ନଖ ବଡ଼ କଣ ପାଇଁ ରଖିଥାନ୍ତି?
ଉତ୍ତର- ଫ୍ୟାସନ ପାଇଁ।

୭. ଇଂଷ୍ଟାଗ୍ରାମ ରେ ସବୁଠାରୁ ଅଧିକ ଫଲୋର୍ସ କାହାର ଅଛି?
ଉତ୍ତର- ସ୍ଵୟଂ ଇଂଷ୍ଟାଗ୍ରାମ ର।

୮. ହ୍ଵାଟ୍ସଆପ ଓ ଫେସବୁକ କେଉଁ ଦେଶର ଆପ୍ ଅଟେ?
ଉତ୍ତର- ଆମେରିକା।

୯. ଝିଟିପିଟି ର ବୟସ କେତେ ହୋଇଥାଏ?
ଉତ୍ତର- ୧୮ ମାସ ୭ ବର୍ଷ ପର୍ଯ୍ୟନ୍ତ।

୧୦. ଦିଲ୍ଲୀ ର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ?
ଉତ୍ତର- ଶାହାଜାହାଁ।

୧୧. ଦୁନିଆ ରେ ଗୋଟିଏ ମିନିଟ ରେ କେତୋଟି ଛୁଆ ଜନ୍ମଗ୍ରହଣ କରିଥାନ୍ତି?
ଉତ୍ତର- ପାଖାପାଖି ୨୫୦ ଜଣ।

୧୨. ଦୁନିଆର ସବୁଠାରୁ ବିଷଧର ମାଛ କଣ ଅଟେ?
ଉତ୍ତର- ଷ୍ଟ୍ଓନ୍ ମାଛ।

୧୩. ଏଭଳି କଣ ରହିଛି ଯାହା ଆପଣଙ୍କ ପାଖରେ ଯେତେ କମ ରହିବ ଆପଣଙ୍କୁ ସେତେ ଅଧିକ ଦେଖାଯିବ?
ଉତ୍ତର- ଅନ୍ଧାର।

୧୪. କେଉଁ ପ୍ରାଣୀ କୁ ଆଇନା ଦେଖିବାକୁ ଡର ଲହିଥାଏ?
ଉତ୍ତର- ଘୁଷୁରୀ।

୧୫. ଭାରତର କେଉଁ ପ୍ରଧାନମନ୍ତ୍ରୀ ଅବିବାହିତ ଅଟନ୍ତି?
ଉତ୍ତର- ଅଟଳ ବିହାରୀ ବାଜପେୟ।

୧୬. ମିଛ କହିବା ଦ୍ଵାରା ଆମ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ?
ଉତ୍ତର- ନାକ।

୧୭. ହ୍ଵାଟ୍ସଆପ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- କ୍ୟା ଚଲ୍ ରହା ହେ।

୧୮. କେଉଁ ଦେଶରେ ମାଛର ବର୍ଷା ହୋଇଥାଏ?
ଉତ୍ତର- ହେଡୁରସ।

୧୯. ଗାଡ଼ି ଚକ ର ଆବିଷ୍କାର କେବେ ହୋଇଥିଲା?
ଉତ୍ତର- ନବପାଷାଣ କାଳ ରେ।

୨୦. ଏକ ଟଙ୍କିଆ ନୋଟ ରେ କାହାର ହସ୍ତାକ୍ଷର ରହିଥାଏ?
ଉତ୍ତର- ବିତ୍ତ ସଚ୍ଚିବ।

୨୧. ଆଇ.ପି.ଏଲ ମ୍ୟାଚ ରେ ସବୁଠାରୁ ଅଧିକ ଶତକ କେଉଁ ବ୍ୟାଟ୍ସ ମ୍ୟାନ ମାରିଥିଲେ?
ଉତ୍ତର- କ୍ରୀସ୍ ଗେଲ୍।

୨୨. କେଉଁ ଦେଶରେ ଗୋଟିଏ ମଧ୍ୟ ଜୀବ ନାହାନ୍ତି?
ଉତ୍ତର- ନେଦରଲ୍ୟାଣ୍ଡ।

୨୩. କେଉଁ ଦେଶରେ ସୂର୍ଯ୍ୟ ୭୬ ଦିନ ପର୍ଯ୍ୟନ୍ତ ଅସ୍ତ ହୁଅନ୍ତି ନାହିଁ?
ଉତ୍ତର- ନରୱେ।

୨୪. ଭାରତରେ ସବୁଠାରୁ କମ ଅପରାଧ କେଉଁ ରାଜ୍ୟ ରେ ହୋଇଥାଏ?
ଉତ୍ତର- ଆନ୍ଧ୍ରପ୍ରଦେଶ।

୨୫. ଏକ ପାତ୍ର ରେ ୮ଟି କଦଳୀ ରହିଛି ଏବଂ ଆପଣ ସେଥିରୁ ୫ଟି କଦଳୀ ଉଠାଇ ଦେଲେ। ତେବେ ଆପଣଙ୍କ ପାଖରେ କେତୋଟି କଦଳୀ ରହିବ?
ଉତ୍ତର- ୫ଟି। କାରଣ ଆପଣ ୫ଟି କଦଳୀ ଉଠାଇଛନ୍ତି।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *