ଫିଲ୍ମରେ ନାଗିନ ରୋଲ ରେ ନିଜର ଜଲବା ଦେଖାଇ ଘରେ ଘରେ ଫେମସ ହୋଇ ଯାଇଥିଲେ Bollywood ର ଏହି ୪ ହିରୋଇନ, ନମ୍ବର ୧ ନାଗିନ ଆଉ ଏ ଦୁନିଆରେ ନାହାଁନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ବଲିଉଡରେ ଭିନ୍ନ ଭିନ୍ନ ବିଷୟକୁ ନେଇ ଫିଲ୍ମ କରାଯାଇଥାଏ । ଠିକ ସେହିପରି ବଲିଉଡରେ ନାଗ ଓ ନାଗୁଣୀଙ୍କ ବିଷୟକୁ ନେଇ ମଧ୍ୟ ବହୁତ ଫିଲ୍ମ କରାଯାଇଛି । ଯାହାକୁ ଲୋକମାନେ ମଧ୍ୟ ଦେଖିବା ପାଇଁ ବହୁତ ପସନ୍ଦ କରିଛନ୍ତି । ଏହି ବିଷୟରେ ହୋଇଥିବା ସମସ୍ତ ଫିଲ୍ମ ଗୁଡିକ ସୁପର ହିଟ ମଧ୍ୟ ହୋଇଛି । ଏହି ବିଷୟରେ ହୋଇଥିବା ଫିଲ୍ମ ଗୁଡିକରେ ବଲିଉଡରେ କେତେକେ ଦିଗଜ ଅଭିନେତ୍ରୀ ମାନେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ମାନେ ନାଗୁଣୀର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବଲିଉଡରେ ନାଗୁଣୀ ଭୂମିକାରେ ନଜର ଆସି ଲୋକ ମାନଙ୍କ ମନକୁ ଜିତି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶ୍ରୀଦେବୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଶ୍ରୀଦେବୀ । ଆପଣ ମାନେ ଶ୍ରୀଦେବୀଙ୍କୁ ବହୁତ ସାରା ଫିଲ୍ମରେ ଦେଖିଥିବେ । ହେଲେ ବଲିଉଡ ଫିଲ୍ମ ‘ନାଗିନା’ରେ ଶ୍ରୀଦେବୀ ଇଛାଧାରୀ ନାଗୁଣୀର ଭୂମିକା କରି ଲୋକ ମାନଙ୍କ ମନକୁ ଜିତି ଥିଲେ । ଏହି ଫିଲ୍ମ ଜରିଆରେ ଶ୍ରୀଦେବୀ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଲୋକମାନେ ଶ୍ରୀଦେବୀଙ୍କର ଏହି ଭୂମିକାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ ।

ରିନା ରୟ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରିନା ରୟ । ଆପଣ ମାନେ ସମସ୍ତେ ରିନାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ହେଲେ୧୯୭୬ ମସିହାରେ ଆସିଥିବା ଫିଲ୍ମ ‘ନାଗିନ’ରେ ରିନା ରୟ ଇଛାଧାରୀ ନାଗୁଣୀର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମରେ କେତେକ ଦିଗଜ ଅଭିନେତା ମାନେ ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମଟି ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲେ ଓ ରିନା ନାଗୁଣୀ ଭୂମିକାରେ ଲୋକ ମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ ।

ରେଖା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରେଖା । ରେଖା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ସେ ଫିଲ୍ମ ;ସେସ୍ତା’ରେ ଏକ ଇଛାଧାରୀ ନାଗୁଣୀର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ଦୁଇଟି ଇଛାଧାରୀ ସାପଙ୍କ କାହାଣୀ ଉପରେ ଆଧାରିତ ଥିଲା ଯାହାକୁ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ । ଏହି ଫିଲ୍ମରେ ରେଖା ନାଗୁଣୀର ଭୂମିକା କରି ଲୋକ ମାନଙ୍କ ମନକୁ ଜିତି ଥିଲେ ।

ମନୀଷା କୋରାଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ମନୀଷା କୋରାଲା । ମନୀଷା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ହେଲେ ଫିଲ୍ମ ‘ଜାନି ଦୁସ୍ମନ’ରେ ମନୀଷା ଏକ ଇଛାଧାରୀ ନାଗୁଣୀର ଭୂମିକା କରି ପ୍ରସିଦ୍ଧି ହାସଲ କରିଥିଲେ । ଏହି ଫିଲ୍ମରେ ବଲିଉଡର କେତେକ ଦିଗଜ ଅଭିନେତା କାମ କରିଥିଲେ ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *