Health Tips- ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, କେବଳ କରନ୍ତୁ ଏହି 1 ଉପାୟ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି ।

ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣ ହେଉଛି ରାତି ରେ ଠିକ ସମୟରେ ନ ଶୋଇବା ଏବଂ ଖାଇବା ପିଇବା ଠିକ ନ ରହିବା । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବୁ ଯାହାଦ୍ୱାରା କି ଆପଣଙ୍କ ର ଥିବା ଆଣ୍ଠୁଗଣ୍ଠି ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟରେ ।

ବନ୍ଧୁଗଣ ଏହି ଘରୋଇ ପ୍ରାକୃତିକ ଉପାୟ କୁ ପ୍ରସ୍ତୁତ କରିବା ଅତି ସହଜ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମ ଆବଶ୍ୟକୀୟ ଜିନିଷ ଟି ହେଉଛି ମେଥି ଗୁଣ୍ଡ । ଏହା ଆପଣଂକୁ ଅତି ସହଜ ରେ ଆପଣଙ୍କ ର ପାଖ ଦୋକାନ ରେ ମିଳିଯିବ । ଏହା ପରେ ଦ୍ଵିତୀୟ ଆବଶ୍ୟକୀୟ ଜିନିଷ ଟି ହେଉଛି ସୁଣ୍ଠି ପାଉଡର । ଏହାକୁ ଆମେ ଶୁଖିଲା ଅଦା ମଧ୍ୟ କହିଥାଉ । ଆପଣ ଏହାକୁ ନିକଟସ୍ଥ ତେଜରାତି ଦୋକାନ ରେ ପାଇଯିବେ ।

ଏଥିପାଇଁ ଆବଶ୍ୟକୀୟ ତୃତୀୟ ଜିନିଷ ଟି ହେଉଛି ହଳଦୀ ଗୁଣ୍ଡ । ଏହା ମଧ୍ୟ ଆପଣଂକୁ ଅତି ସହଜ ରେ ଆପଣଙ୍କ ର ରୋଷେଇ ଘରେ ବା ପାଖ ଦୋକାନ ରେ ମିଳିଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ଚତୁର୍ଥ ଜିନିଷ ଟି ହେଉଛି ଅଶ୍ଵଗନ୍ଧା । ଆପଣ ଏହାକୁ ଚାହିଁଲେ ବ୍ୟବହାର କରିପାରିବେ କିମ୍ବା ନ କରି ପାରନ୍ତି । କିନ୍ତୁ ଏଥିରୁ ଆମକୁ ବହୁତ ଉପକାରୀ ପଦାର୍ଥ ମିଳିଥାଏ । ଯାହା କି ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯଦି ଆପଣ ଏହାକୁ ପ୍ରଥମ ଥର ବନାଉଛନ୍ତି ତେବେ ସବୁ ରୁ ୫୦ ଗ୍ରାମ ଲେଖାଏଁ ନେଇ କରିପାରିବେ ।

ବନ୍ଧୁଗଣ ଏହି ସବୁ ଜିନିଷ କୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ । ଏହାକୁ ଭଲ ଭାବରେ ମିଶ୍ରଣ କରିବା ପରେ ଆପଣଙ୍କ ର ଘରୋଇ ଉପଚାର ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ଜାଣିବା ଏହାକୁ ଆମେ କିପରି ବ୍ୟବହାର କରିବା । ବନ୍ଧୁଗଣ ଏହାକୁ ସେବନ କରିବା ପାଇଁ ପ୍ରଥମେ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ କିମ୍ବା ଉଷୁମ କ୍ଷୀର ନିଅନ୍ତୁ । ସେହି ଏକ ଗ୍ଲାସ ପାଣି ବା କ୍ଷୀର ରେ ଏକ ଚାମଚ ସେହି ମିଶ୍ରଣ କୁ ପକାଇ ଏକ ଚାମଚ ଦ୍ଵାରା ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହାକୁ ପ୍ରତିଦିନ ଏହିପରି ଭାବରେ କରି ପିଅନ୍ତୁ । ବନ୍ଧୁଗଣ ଏହା ବହୁତ ପ୍ରାଚୀନ ଘରୋଇ ଉପଚାର ଅଟେ । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କ ର ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ରୋଗ ଦୁରେଇ ଯିବ । ଯଦି ଆପଣଙ୍କ ର ଏହି ପରି କିଛି ସମସ୍ୟା ଅଛି ତେବେ ଆପଣ ନିଶ୍ଚୟ ଏହାକୁ ପ୍ରୟୋଗ କରନ୍ତୁ ଓ ଆଣ୍ଠୁଗଣ୍ଠି ଜନିତ ରୋଗ ରୁ ସବୁଦିନ ପାଇଁ ଆରୋଗ୍ୟ ଲାଭ କରନ୍ତୁ ।

ଦ୍ଵିତୀୟ ଉପାୟ – ଏଥିପାଇଁ ଆପଣ 100 ଗ୍ରାମ ରାଶି ତେଲ ନେଇ ତାହାକୁ ଅଳ୍ପ ଗରମ କରନ୍ତୁ ଓ ଏଥିରେ କିଛି ରସୁଣ ପକାଇ ଦିଅନ୍ତୁ । ଏହାକୁ କିଛି ସମୟ ଫୁଟିବା ପରେ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଥଣ୍ଡା କରିବାକୁ ଦିଅନ୍ତୁ ଓ ଏଥିରେ ଥିବା ରସୁଣକୁ ଏହିପରି ରହିବାକୁ ଦିଅନ୍ତୁ ଯାହା ଦ୍ଵାରା ରସୁଣର ସମସ୍ତ ଔଷଧୀୟ ଗୁଣ ଏଥିରେ ଅବଜର୍ଭ ହୋଇ ପାରିବ । ଏହାକୁ ନିଜ ଆଣ୍ଠୁରେ ମାଲିସ କରନ୍ତୁ ଦେଖିବେ ଅଳ୍ପ ଦିନରେ ଆପଣଙ୍କର ଆଣ୍ଠୁ ବିନ୍ଧା ସଂପୂର୍ଣ୍ଣ ଭଲ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ  ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *