ପିଲାଟି ବେଳୁ ମା’ ଛେଉଣ୍ଡ କଲୁ, ବାପାକୁ ନେଲୁ, ଶେଷରେ ମନ ଭୁଝିଲାନି ଯେ ମୋ କୁନି ଭାଇଟାକୁ ବି ନେଇଗଲୁ, ଏତେ ନିଷ୍ଠୁର କେମିତି ହେଲୁ ଭଗବାନ…

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ସ୍ଵର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ଅକାଳ ବିୟୋଗ ଘଟିଛି । ଅମ୍ଳାନଙ୍କ ପାଇଁ ଏହା କେତେ ଯେ ହୃଦୟ ବିଦାରକ ଏହା କେବଳ ସେ ହିଁ ଅନୁଭବ କରୁଥିବେ । ଆଖିରେ ଲୁହ ମଧ୍ୟ ଅଟକୁ ନାହିଁ । ଏଭଳି କଷ୍ଟରେ କିଏ ବା ଧର୍ଯ୍ୟ ନ ହରାଇବ । ଆଖି ସାମ୍ନାରେ ହସୁଥିବା ପରିବାର ଭାଙ୍ଗି ରୁଜି ଚୁରମାର ହୋଇଗଲା ବାପା ମା ପରେ ଭାଇକୁ ହରାଇ ଅମ୍ଳାନ ନିଜର ଧର୍ଯ୍ୟକୁ ମଧ୍ୟ ହରାଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଅମ୍ଳାନ ନିହାତି ଭଗବାନଙ୍କୁ ଜବାବ ମାଗୁଥିବେ । କାହିଁକି ତାଙ୍କ ସହ ଭଗବାନ ଏଭଳି ଏକ କଷ୍ଟ ଦାୟକ ଖେକ ଖେଳିଲେ ଭଗବାନ । ଭଗବାନ ତାଙ୍କୁ ଯାହା ବି ଦେଇଥିଲେ ତାହା ତାଙ୍କ ଠାରୁ ଛଡାଇ ନେଲେ । ଜନ୍ମ କଲା ମା କୁ ଛଡାଇ ନେଲେ ମା ର ସ୍ନେହ କଣ ଜାଣିଲେନି ଅମ୍ଳାନ ।

ଆଉ ବାପାଙ୍କ ସ୍ନେହ ପାଇଁ ବଞ୍ଚୁଥିଲେ ସେତକ ବି ଭଗବାନ ଆପଣ ସହିଲେନି ବାପାଙ୍କୁ ବି ନେଇଗଲ ନିଜ ପାଖକୁ ଶେଷରେ ମୋ ଭାଇଟାକୁ ବି କେମିତି ନେଇଗଲ ଭଗବାନ ଏ କେଉଁ ଜନ୍ମର କଷ୍ଟ ଦେଉଛ ମତେ ନିହାତି ଅମ୍ଳାନ ନିଜ ମନରେ ଏହି କଥାର ଜବାବ ମାଗୁଥିବେ ଭଗବାନଙ୍କୁ । କେମିତି ବା ମାଗିବେନି ତାଙ୍କ ସହ ଭଗବାନ କରିଥିବା ଅନ୍ୟାୟ କେତେ ଯେ କଷ୍ଟ ସାଧ୍ୟ ତାଙ୍କ ପାଇଁ ତାହା କେବଳ ସେ ହିଁ ଜାଣିଛନ୍ତି ।

ଗୋଟିଏ ମଣିଷକୁ ଏଭଳି ଅସହ୍ୟ କଷ୍ଟ ଦେବା ପୂର୍ବରୁ ଭଗବାନ କଣ ଥର ଟିଏ ବି ଭାବନ୍ତିନି । ସହିବା ବାହାରେ ଭଗବାନ କାହିଁକି କଷ୍ଟ ଦେଉଛନ୍ତି ଅମ୍ଳାନଙ୍କୁ । ବାର ବର୍ଷ ପୂର୍ବରୁ ମା ଛେଉଣ୍ଡ ଅମ୍ଳାନ ବର୍ଷେ ପୂର୍ବରୁ ବାପା ଙ୍କୁ ହାରାଇଲେ ଆଉ ଏବେ କିଛି ଘଣ୍ଟା ପୂର୍ବରୁ ଭାଇକୁ ହରାଇ କଣ ହେଉଛି ତାଙ୍କ ମନ କେମତି ସହିବେ ସେ ଏତେ କଷ୍ଟ ତାହା ଭାବିଲା ବେଳକୁ ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି ।

ସୃଷ୍ଟିର ଏ କେଉଁ କଷ୍ଟ ଦାୟକ ନିୟମ ଆପଣ ବନାଇଛନ୍ତି ଭଗବାନ । ନିଜ ହାତରେ ଗଢିଥିବା ପିଲାଙ୍କୁ ଏତେ କଷ୍ଟ କେମିତି ଆପଣ ଦେଇ ପାରୁଛନ୍ତି ଏହିସବୁ ପ୍ରଶ୍ନର ଉତ୍ତର ଅମ୍ଳାନଙ୍କ ମନରେ ଉଙ୍କି ନିହାତି ଭାବରେ ମାରୁଥିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *