ଇତିହାସ ର ଏମିତି ଜଣେ ରାଷ୍ଟ୍ରପତି, ଯିଏ ଖାଉଥିଲା ମଣିଷ ମାଂସ…ଯାହାର କାରନାମା ଶୁଣିଲେ ଆପଣ ଭୟରେ ଥରିବାକୁ ଲାଗିବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋ-ସ ଉ-ଡି-ଯି-ବ । ଏହି ବ୍ୟକ୍ତି ଜଣକ ଥିଲେ ଜଣେ ରା-କ୍ଷା-ଶ ତାଙ୍କୁ ମଣି-ଷ ମାଂ-ସ ଭଲ ଲାଗୁ ଥିଲା । ସେଥିପାଇଁ ସେ କହୁ କହୁ ଥରେ କହିଦେଇ ଥିଲା ଯେ ‘ଭାରତୀୟଙ୍କ ମାଂ-ସ ଭାରି ସ୍ଵାଦିଷ୍ଟ’ । ଏହି ବ୍ୟକ୍ତି ନିଜ ପତ୍ନୀର ପୂର୍ବ ପ୍ରେମିକ ମୁଣ୍ଡକୁ କା-ଟି ଫ୍ରିଜରେ ରଖିଦେଇ ଥିଲା । ବନ୍ଧୁଗଣ ଆପଣ କେବେ ଶୁଣି ନଥିବେ ଏଭଳି କାହାଣୀ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ବିଷୟରେ । ଏହି ବ୍ୟକ୍ତି ଜଣକ ମଣିଷଙ୍କୁ କରୁଥିଲା ପ-ଶୁ ଭଳି ଆ-ଚ-ରଣ ଓ ପ୍ରଜା ମାନଙ୍କୁ କରୁଥିଲା ବ-ର୍ବ-ରା-ଚ-ର-ଣ । ସେ କୌଣସି ସାଧାରଣ ଲୋକ ନଥିଲା ସେ ଥିଲା ଗୋଟେ ଦେଶର ଶାସକ । ସେ ବ୍ୟକ୍ତି ଥିଲା ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନକୁ ସେ କରିଥିଲା ହ-ତ୍ୟା-ର କା-ର-ଖା-ନା । ସେ ବି-ରୋ-ଧୀ ମାନଙ୍କର ମୁ-ଣ୍ଡ କା-ଟି ଫ୍ରିଜରେ ରଖୁଥିଲା ଓ ପରେ ସେହି କ-ଟା ମୁ-ଣ୍ଡ ଦେଖି ସୈ-ତା-ନି ସୁଖ ପାଉ ଥିଲା ।

ପରକ୍ରିୟା ପ୍ରେମ ସ-ନ୍ଦେ-ହ-ରେ ସ୍ତ୍ରୀକୁ ହ-ତ୍ୟା କରି ଗୋଡ ଜାଗାରେ ହାତ ସିଲାଇ କରି ନିଜ ପିଲାଙ୍କୁ କହିଥିଲା ଏ ହେଉଛି ତମ ଦ-ଗା-ବା-ଜ ମା । ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ହେଉଛନ୍ତି ୟୁଗାଣ୍ଡାର ଶାସକ ଇଦି ଆମିନ । ଇଦି ଆମିନ ଏକ ଛତ୍ରବାଦ ଶାସନରେ ଦେଶବାସୀଙ୍କୁ ଭ-ୟ-ବି-ତ କରି ରଖିଥିଲା ।

ଶାସନ କରିବା ସମୟରେ ସେ ଭାରତୀୟ ମାନଙ୍କୁ ପ-ଶୁ ଭଳି ଆ-ଚ-ରଣ କରୁଥିଲା ଓ ପ୍ରଜା ମାନଙ୍କୁ ବ-ର୍ବ-ରା-ଚ-ରଣ କରୁଥିଲା । ପ୍ରଥମେ ସେ ସେନାଦକ୍ଷ ଥିଲା ଓ କେବଳ ଭାରତୀୟ ମାନଙ୍କୁ ଅ-ତ୍ୟା-ଚା-ର କରୁଥିଲା ହେଲେ କିଛି କ୍ଷଣ ମଧ୍ୟରେ ସେ ଦେଶର ଶାସନ ଭାର ନିଜ ହାତରେ ନେଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ବ-ର୍ବ-ର-ତା-ର ସମସ୍ତ ସୀମା ପାର କରିଥିଲା ।

ପ୍ରାୟ ୫୦ ବର୍ଷ ତଳେ ୟୁଗାଣ୍ଡାର ଶାସନ ଭାର ହାତକୁ ନେଇଥିଲା ଇଦି ଆମିନ ସେବେ ଠାରୁ ୮ ବର୍ଷ ପର୍ଯ୍ୟନ୍ତ ଗାଦିରେ ଆଉ କାହାର ନଜର ପଡି ନଥିଲା । ବନ୍ଧୁଗଣ ଏହି ୮ ବର୍ଷର ଶାସନରେ ଦେଶର ୧୦ ଲକ୍ଷ ଲୋକଙ୍କର ହ-ତ୍ୟା କରଯାଇଥିଲା ଯେଉଁଥିରେ ପୋଲିସ, ସାମ୍ବାଦିକ, ଅଧ୍ୟାପକ, ନେତା ମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ମୃ-ତ୍ୟୁ-ର ସେଜରେ ଶୁଆଇ ଥିଲା ଏହି ରା-କ୍ଷା-ଶ । ଇଦି ଆମିନ ସେହି ୮ ବର୍ଷରେ ୬୦ ହଜାର ଭାରତୀୟ ମାନଙ୍କୁ ୟୁଗାଣ୍ଡାରୁ ବି-ତା-ଡିତ କରିଥିଲା ।

ଏହା ସହିତ ଭାରତୀୟ ମାନେ ୟୁଗାଣ୍ଡା ଛା-ଡି ଯିବା ସମୟରେ ମାତ୍ର ୨୫୦ କିଲୋର ସାମଗ୍ରୀ ନେଇ ପାରିବେ ବୋଲି ଆଦେଶ ଦେଇଥିଲା ଆମିନ । ଏଭଳି ରା-କ୍ଷା-ଶ-କୁ ଆଜି ପର୍ଯ୍ୟନ୍ତ ଲୋକେ ଭୁଲି ନାହାନ୍ତି । ତା ହେଲେ ବନ୍ଧୁଗଣ ଏକ ଛତ୍ରବାଦୀ ଶାସକ ଆମିନଙ୍କ କ୍ରୁ-ର-ତା କାହାଣୀ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *