Tirupati ରେ ପ୍ରକୃତିର ତାଣ୍ଡବ, ପାହାଡ ଫଟାଇ ମାଡି ଆସିଲା ପାଣି, ଦେଖନ୍ତୁ Exclusive Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆର ବ୍ୟବହାର ନିଶ୍ଚୟ କରୁଥିବେ । ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆର ବ୍ୟବହାର କରୁଛନ୍ତି । ଏଣିକି ସୋ-ସି-ଆ-ଲ ମି-ଡି-ଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଏବଂ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଏହି ଭିଡିଓର ଚର୍ଚା ସମସ୍ତ ସ୍ଥାନରେ ହେଉଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭା-ଇ-ରା-ଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏ ବର୍ଷ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କିଛିଟା ସ୍ଥାନରେ ଲଘୁଚାପ ବର୍ଷା ଲାଗି ରହିଛି । ବର୍ଷା ସହ ଜଡିତ ଏକ ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେବାରେ ଲାଗିଛି ।

ଏହି ଭିଡିଓରେ ପାହାଡ ଫଟାଇ ପାଣି ମା-ଡି ଆସୁଛି । ଏକ ଅଧିକ ଉଚ୍ଚ ବିଶିଷ୍ଟ ପାହାଡ ଉପରୁ ପାଣି ଫ-ଟା-ଇ ମାଡି ଆସୁଥିବାର ଦୃଶ୍ୟ ଆପଣ ମାନେ ଏହି ଭିଡିଓରେ ଦେଖିବାକୁ ପାଉଥିବେ । ତେବେ ଏହି ଘଟଣାଟି ଦେଶର ଦିବ୍ୟ ମନ୍ଦିର ତିରୁପତିରେ ଘଟିଛି । ବଙ୍ଗପ ସାଗରର ଅବପାତ ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବା ପରେ ଚିତୋର ଜିଲ୍ଲାରେ ବର୍ଷାର କରାଲ ରୂପ ଦେଖିବାକୁ ମିଳିଛି ।

ଭାରତର ଦିବ୍ୟ ମନ୍ଦିର ତିରୁପତିରେ ଏହି ବର୍ଷର ଭ-ୟ-ଙ୍କ-ର ରୂପ ଦେଖିବାକୁ ମିଳିଛି । ପାହାଡରୁ ପାଣି ଖସି ବନ୍ୟାର ପରିବେଶ ସୃଷ୍ଟି କରିଥିଲା । ପାଣିର ବେଗ ଏତେ ଅଧିକ ଥିଲା ଯେ ମନ୍ଦିର ପରିସରରେ ଥିବା କେତେକ ଗାଡି ଭା-ସି ଯାଇଥିଲା । ରାସ୍ତାର ୩ ଫୁଟ ଉପରୁ ପାଣି ପ୍ରଭାବିତ ହେବାରୁ ଗମନା ଗମନ ବନ୍ଦ କରଯାଇଥିଲା । କିଛି ଟା ଘଟଣା ମଣିଷ ମାନଙ୍କ ଦ୍ଵାରା ହୋଇଥାଏ ତ କିଛି ଟା ପ୍ରକୃତି ଦ୍ଵାରା ।

ପ୍ରାକୃତିକ ବି-ପ-ର୍ଯ୍ୟ-ୟ ତଥା ବନ୍ୟା, ବାତ୍ୟା ଓ ବର୍ଷା ଆଦିକୁ କେହି ରୋକି ପାରିବେ ନାହିଁ । ଗତ କିଛି ଦିନ ତଳେ ପ୍ରବଳ ବର୍ଷା ହେତୁ କେରଳରେ ବନ୍ୟାର ପରିବେଶ ସୃଷ୍ଟି ହୋଇ ଯାଇଥିଲା । କେରଳର ଅନେକ ଲୋକ ପାଣିରେ ନି-ଖୋ-ଜ ହୋଇ ଯାଇଥିଲେ ଓ ଅନେକ ଘର ଭା-ଙ୍ଗି ଯାଇଥିଲେ ତେବେ ଏହି ଭିଡିଓଟିକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *