ବିବାହରେ ଷ୍ଟାର ମାନଙ୍କ ତରଫରୁ Shraddha Arya ଙ୍କୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ, Ekta Kapoor ଦେଲେ ସବୁଠୁ ମହଙ୍ଗା ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କ ହାତ ଧରିଲେ ‘କୁଣ୍ଡଲି ଭାଗ୍ୟ’ ଫେମ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ରଦ୍ଧା ଆର୍ଯ୍ୟା ଜଣେ ଅଭିନେତ୍ରୀ ହୋଇଥିବା ବେଳେ, ରାହୁଲ ଶର୍ମା ହେଉଛନ୍ତି ଜଣେ ନ୍ୟାଭି ଅଫିସର । ଗତକାଲି ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବିବାହରେ ଶ୍ରଦ୍ଧା ଏକ ଗୋଲ୍ଡେନ ଏବଂ ମେରୁନ କଲର ଲେହେଙ୍ଗା ପିନ୍ଧିଥିବା ବେଳେ, ରାହୁଲ ହ୍ବାଇଟ କଲର ସେରଓ୍ବାନୀରେ ଖୁବ୍ ହ୍ୟାଣ୍ଡସମ୍ ଲାଗୁଥିଲେ ।

ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିନେବା କି ଶ୍ରଦ୍ଧା ଙ୍କୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ବିଷୟରେ ।

୧- ପ୍ରଥମରେ ହେଲେ ଧିରଜ କପୂର । ତେବେ ଧିରଜ ହେଉଛନ୍ତି ଶ୍ରଦ୍ଧା ଙ୍କ ର ସବୁଠାରୁ ଭଲ ସାଙ୍ଗ ଏବଂ ସେ ଦୁହେଁ ବହୁତ ଭଲ ବଣ୍ଡିଙ୍ଗ ମଧ୍ୟ ସେ-ୟା-ର କରିଥାନ୍ତି । ତେବେ ଧିରଜ ଏବଂ ଶ୍ରଦ୍ଧା ଦୁହେଁ ଏକାଠି କୁଣ୍ଡଳୀ ଭାଗ୍ୟ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ତେବେ ଧିରଜ ଶ୍ରଦ୍ଧା ଙ୍କୁ ଶୁଭକାମନା ଦେବା ସହ ତାଙ୍କୁ ଲଣ୍ଡନ କୁ ଛୁଟି କଟେଇବା ପାଇଁ ଟିକେଟ ଉପହାର ରେ ଦେଇଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ଏକତା କପୂର ତେବେ ଏକତା ହେଉଛନ୍ତି ଟିଭି ଜଗତର ସବୁଠାରୁ ପ୍ରସିଦ୍ଧ ପ୍ରଯୋଜକ । ତେବେ ସେ ଅନେକ ସଫଳ ଧାରାବାହିକ ନିର୍ମାଣ କରିଛନ୍ତି । ତେବେ ସେ ମଧ୍ୟ ଶ୍ରଦ୍ଧା ଙ୍କ ସହ ବହୁତ ଭଲ ବଣ୍ଡିଙ୍ଗ ସେୟାର କରନ୍ତି ଏବଂ ସେ ଉପହାରରେ ତାଙ୍କୁ ରୋଲେକ୍ସ ର ଗୋଲଡ଼ ପ୍ଲେଟେଡ଼ ୱାଚ ଦେଇଛନ୍ତି ଯାହାର ଦାମ ଏକ କୋଟି ଟଙ୍କା ।


୩- ତୃତୀୟ ରେ ହେଉଛନ୍ତି ସହିର ଶେଖ । ତେବେ ସହିର ଶେଖ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ ତେବେ ସେ ଅର୍ଜୁନ ନାମରେ ବେଶ ପରିଚିତ । ତେବେ ସେ ମଧ୍ୟ ଶ୍ରଦ୍ଧା ଙ୍କ ର ବହୁତ ଭଲ ସାଙ୍ଗ ତେବେ ସେ ଉପହାରରେ ଶ୍ରଦ୍ଧା ଙ୍କୁ ଶୁଭକାମନା ସହ ସବ୍ୟସାଚୀ ଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ଡ୍ରେସସ ଉପହାରରେ ଦେଇଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ସୃତି ଝା । ତେବେ ସୃତି କୁମ୍ କୁମ୍ ଭାଗ୍ୟ ରେ ପ୍ରଜ୍ଞା ଚରିତ୍ର ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସେ ମଧ୍ୟ ଶ୍ରଦ୍ଧାଙ୍କ ର ବହୁତ କ୍ଲୋସ ଫ୍ରେଣ୍ଡ । ତେବେ ସୃତି ତାଙ୍କୁ ଉପହାରରେ ତାଙ୍କୁ ଏକ ପ୍ରାଇଭେଟ ୟାଚ ଦେଇଛନ୍ତି । ଯାହାର ଦାମ 10 ଲକ୍ଷ ଟଙ୍କା ।


୫-ପଞ୍ଚମ ରେ ହେଉଛନ୍ତି ଆଞ୍ଜୁମ ଫକି । ତେବେ ଆଞ୍ଜୁମ ଅନସ୍କ୍ରିନ ଏବଂ ଅଫସ୍କ୍ରିନ ଉଭୟରେ ଶ୍ରଦ୍ଧାଙ୍କ ସହ ଖୁବ ଭଲ ବଣ୍ଡିଙ୍ଗ ସେୟାର କରନ୍ତି ଏବଂ ସେ ବହୁତ ଭଲ ସାଙ୍ଗ ମଧ୍ୟ ତେବେ ସେ ତାଂକୁ ବିବାହ ଉପହାରରେ ମୁମ୍ବାଇ ର ଏକ ଆପାଟମେଣ୍ଟ ଦେଇଛନ୍ତି ଯାହାର ଦାମ ସାତ କୋଟି ଟଙ୍କା ।


୬- ଷଷ୍ଠ ରେ ହେଉଛନ୍ତି ଶଶାଙ୍କ ବ୍ୟାସ । ତେବେ ଶଶାଙ୍କ ମଧ୍ୟ ଶ୍ରଦ୍ଧା ଙ୍କ ର ବହୁତ ଭଲ ସାଙ୍ଗ ତେବେ ସେ ବିବାହ ରେ ଯୋଗ ଦେଇ ନଥିଲେ କିନ୍ତୁ ତାଙ୍କୁ ଶୁଭକାମନା ଜଣାଇବା ସହ ଏକ ଡାଇମଣ୍ଡ ସେଟ ଦେଇଛନ୍ତି ଯାହାର ଦାମ ୧୫ ଲକ୍ଷ ଟଙ୍କା ।

୭- ସପ୍ତମ ରେ ହେଉଛନ୍ତି ରୁବିନା ଦିଲାକ । ତେବେ ରୁବିନା ମଧ୍ୟ ଶ୍ରଦ୍ଧାଙ୍କ ର ବହୁତ ଭଲ ସାଙ୍ଗ ଏବଂ ଭଲ ବଣ୍ଡିଙ୍ଗ ମଧ୍ୟ ସେୟାର କରନ୍ତୁ ଦୁହେଁ । ତେବେ ରୁବିନା ଶ୍ରଦ୍ଧାଙ୍କୁ ଏକ ଗୁକି ର ହ୍ୟାଣ୍ଡ ବ୍ୟାଗ ଦେଇଥିଲେ ଯାହାର ଦାମ ୪ ଲକ୍ଷ ଟଙ୍କା ।

୮- ଅଷ୍ଟମ ରେ ହେଉଛନ୍ତି ଶିବାଙ୍ଗି ଯୋଶୀ । ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା ଙ୍କ ବେଷ୍ଟ ଫ୍ରେଣ୍ଡ ତେବେ ସେ ତାଙ୍କୁ ଏକ ଡାଇମଣ୍ଡ ଇୟରରିଙ୍ଗ ଉପହାର ଦେଇଛନ୍ତି ଯାହାର ଦାମ ୮୦ ଲକ୍ଷ ଟଙ୍କା ।

୯- ନବମ ରେ ହେଉଛନ୍ତି ସବୀର ଆଲୁବାଲିୟା । ତେବେ ସବୀର ମଧ୍ୟ ଶ୍ରଦ୍ଧା ଙ୍କ ସହ ବହୁତ ଭଲ ସଂପର୍କ ରହିଛି । ତେବେ ସେ ତାଙ୍କୁ ଉପହାରରେ ଆପଲ ମାକ ବୁକ ଦେଇଛନ୍ତି ଯାହାର ଦାମ ୬ ଲକ୍ଷ ଟଙ୍କା ।

୧୦- ଦଶମ ରେ ହେଉଛନ୍ତି ଶ୍ରଦ୍ଧା ଙ୍କ ସ୍ୱାମୀ ରାହୁଲ । ତେବେ ରାହୁଲ ତାଂକୁ ବିବାହ ରେ ଇଟାଲୀ ରେ ଏକ ଘର ଗିଫ୍ଟ କରିଛନ୍ତି ଯେଉଁଥିରେ ଗାର୍ଡନ,ରୁମ,ଜିମ ଆଦି ସୁବିଧା ରହିଛି ।

Leave a Reply

Your email address will not be published. Required fields are marked *