ସିଙ୍ଘମ୍ IPS ଶିଭଦୀପ୍, ରୂପ ବଦଳାନ୍ତି, ଲାଞ୍ଚୁଆଙ୍କୁ ଧରନ୍ତି, ଝିଅଙ୍କ ପାଇଁ ପାଲଟିଛନ୍ତି ରିୟଲ ହିରୋ…ଥରେ ଦେଖନ୍ତୁ ଏହି Video, ପ୍ରଶଂସା ନ କରି ଆପଣ ରହି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତର ଅନେକ ଫେମସ ଆଇପିଏସ ଅଫିସରଙ୍କ ବିଷୟରେ ଶୁଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଆଇପିଏସଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଆଇପିଏସ ଅଫିସର ଜଣକ ରୂପ ବଦଳାଇ ଲାଞ୍ଚୁଆଙ୍କୁ ଧରୁଥିଲେ । ଝିଅ ମାନଙ୍କ ପାଇଁ ଏହି ଆଇପିଏସ ଅଫିସର ଜଣକ ହେଉଛନ୍ତି ହିରୋ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ସେ ସମସ୍ତ ଆଇପିଏସଙ୍କ ଠାରୁ ଟିକେ ଅଲଗା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଚୋର ଠକ ଓ ଦୁର୍ନୀତି ଖୋର ଅଫିସରଙ୍କୁ ଧରିବା ପାଇଁ ସେ ସବୁବେଳେ ନୂଆ ନୂଆ ରୂପ ବଦଳାଇ ଥାନ୍ତି । କେବଳ ଏତିକି ନୁହେଁ ତାଙ୍କର କାର୍ଯ୍ୟ ଶୈଳୀକୁ ଦେଖି ଅନେକ ଝିଅ ତାଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ଆଇପିଏସ ଜଣକଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି  ଶିଭଦୀପ୍ ବ୍ଳାଣ୍ଡେ । ବନ୍ଧୁଗଣ ନାମ ଯେମିତି ତାଙ୍କ କାମ ବି ସେମିତି । ଶିଭଦୀପ୍ ଙ୍କ ଜନ୍ମ ମହରାଷ୍ଟ୍ରର ଆକୋଲା ଜିଲ୍ଲାରେ ହୋଇଥିଲା । ୨୦୦୬ ମସିହାରେ ସେ ଆଇପିଏସ ଅଫିସର ହେବା ପରେ ତାଙ୍କୁ ବିହାର କ୍ୟାଡର ମିଳିଥିଲା ।

ସେହି ସମୟରେ ସେ ଅନେକ ଅ-ପ-ରା-ଧୀ-ଙ୍କୁ ଜେ-ଲ-ର ରାସ୍ତା ଦେଖାଇବା ସହ ଝିଅ ମାନଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଏକ ବଡ ଅଭିଯାନ ଆରମ୍ଭ କରିଥିଲେ । ଝିଅ ମାନଙ୍କ ସହାୟତା ପାଇଁ ସେ ନିଜର ବ୍ୟକ୍ତିଗତ ଫୋନ ନମ୍ବର ଜାରି କରିଥିଲେ । ଯଦି କୌଣସି ଦୁର୍ବୁତ ଝିଅ ମାନଙ୍କୁ ରାସ୍ତା କଦରେ ହଇରାଣ କରୁଥିବାର ଫୋନ କଲ୍ ପାଉଥିଲେ ତା ହେଲେ ସେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଝିଅକୁ ଉଧାର କରୁଥିଲେ ।

ଗୋଟେ ସମୟରେ ପାଟଣାରେ ଏହିପରି ଏକ ଘଟଣା ସାମ୍ନାକୁ ଆସୁଥିଲା ଯେଉଁଠି ତିନିଜଣ ମ-ଦ୍ୟ-ପ ଏକ ଯୁବତୀଙ୍କୁ ବିଚ ରାସ୍ତାରେ ହଇରାଣ କରୁଥିଲେ । ଯୁବତୀଙ୍କ ଫୋନ କଲ୍ ପାଇବା ପରେ ଶିଭଦୀପ୍ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ । ଶିଭଦୀପ୍ ଙ୍କୁ ଦେଖି ସେହି ତିନିଜଣ ମ-ଦ୍ୟ-ପ ଘଟଣା ସ୍ଥଳରୁ ଫେ-ରା-ର ହୋଇଯାଇଥିଲେ ହେଲେ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଗି-ର-ଫ କରଯାଇଥିଲା ।

ସେହି ଘଟଣା ପରଠାରୁ ସେ ଝିଅ ମାନଙ୍କ ପାଇଁ ହିରୋ ହୋଇଗଲେ । ପ୍ରତି ଦିନ ତାଙ୍କ ପାଖକୁ ୩୦୦ ରୁ ଅଧିକ ଫୋନ କଲ୍ ଓ ମେସେଜ ଆସୁଥିଲା ସେଥି ମଧ୍ୟରୁ କିଛି ଯୁବତୀ ତାଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଇପିଏସ ଅଫିସର ଶିଭଦୀପ୍ ଲାଣ୍ଡେ କିପରି ଲାଗିଲେ ଆମକୁ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *