ଦେଖନ୍ତୁ ଓଡିଆ Celebrity ମାନେ କିପରି ପାଳନ କଲେ ରାକ୍ଷୀ ପୂର୍ଣ୍ଣିମା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଓ ନିଜ ପ୍ରଫେସନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ ଆଜିର ଦିନରେ ସମସ୍ତ ଭଉଣୀ ନିଜ ଭାଇ ମାନଙ୍କୁ ରାକ୍ଷୀ ପିନ୍ଧାଇ ଥାନ୍ତି । ତା ହେଲେ ଆଜିର ଦିନ ଆମ ସମସ୍ତ ଲୋକମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ।

ବନ୍ଧୁଗଣ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ଆମ ଓଡିଆ କଳାକାର ମାନେ କିପରି ପାଳନ କରିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ଖୁସିର ସହ ପାଳନ କରିଛନ୍ତି । ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ଆଜିର ଦିନକୁ ବହୁତ ଆନନ୍ଦର ସହ ପାଳନ କରିଛନ୍ତି ।

କେତେକ ଅଭିନେତ୍ରୀ ମାନେ ନିଜ ଭାଇ ମାନଙ୍କୁ ରାକ୍ଷୀ ପିନ୍ଧାଇ ଛନ୍ତି ତ କେତେକ ଅଭିନେତା ମାନଙ୍କୁ ତାଙ୍କ ଭଉଣୀ ମାନେ ରାକ୍ଷୀ ପିନ୍ଧାଇ ଛନ୍ତି । ଓଡିଆ କଳାକାର ମାନେ ରାକ୍ଷୀ ପୂର୍ଣ୍ଣିମାର କିଛି ଫଟୋ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଅପଲୋଡ କରିଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି ।

ଓଡିଆ କଳାକାର ଜଗାଜିତ, ଜ୍ୟାଙ୍କଲିନ, ଝିଲି ଓ ଅନ୍ୟାନ୍ୟ କଳାକାର ମାନେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ କିଛି ଫଟୋ ଅପ-ଲୋ-ଡ କରିଛନ୍ତି ଯାହା ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆପଣ ମାନେ ସେହି ଫଟୋ ଗୁଡିକୁ ଦେଖି ପାରୁଥିବେ । ତ ହେଲେ ବନ୍ଧୁଗଣ ଆଜିର ଏହି ପବିତ୍ର ଦିନକୁ ଆପଣ ମାନେ କିପରି ପାଳନ କରିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *