ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତର ଅନେକ ଫେମସ ଆଇପିଏସ ଅଫିସରଙ୍କ ବିଷୟରେ ଶୁଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଆଇପିଏସଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଆଇପିଏସ ଅଫିସର ଜଣକ ରୂପ ବଦଳାଇ ଲାଞ୍ଚୁଆଙ୍କୁ ଧରୁଥିଲେ । ଝିଅ ମାନଙ୍କ ପାଇଁ ଏହି ଆଇପିଏସ ଅଫିସର ଜଣକ ହେଉଛନ୍ତି ହିରୋ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ସେ ସମସ୍ତ ଆଇପିଏସଙ୍କ ଠାରୁ ଟିକେ ଅଲଗା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଚୋର ଠକ ଓ ଦୁର୍ନୀତି ଖୋର ଅଫିସରଙ୍କୁ ଧରିବା ପାଇଁ ସେ ସବୁବେଳେ ନୂଆ ନୂଆ ରୂପ ବଦଳାଇ ଥାନ୍ତି । କେବଳ ଏତିକି ନୁହେଁ ତାଙ୍କର କାର୍ଯ୍ୟ ଶୈଳୀକୁ ଦେଖି ଅନେକ ଝିଅ ତାଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୋକପ୍ରିୟ ଆଇପିଏସ ଜଣକଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ଶିଭଦୀପ୍ ବ୍ଳାଣ୍ଡେ । ବନ୍ଧୁଗଣ ନାମ ଯେମିତି ତାଙ୍କ କାମ ବି ସେମିତି । ଶିଭଦୀପ୍ ଙ୍କ ଜନ୍ମ ମହରାଷ୍ଟ୍ରର ଆକୋଲା ଜିଲ୍ଲାରେ ହୋଇଥିଲା । ୨୦୦୬ ମସିହାରେ ସେ ଆଇପିଏସ ଅଫିସର ହେବା ପରେ ତାଙ୍କୁ ବିହାର କ୍ୟାଡର ମିଳିଥିଲା ।
ସେହି ସମୟରେ ସେ ଅନେକ ଅ-ପ-ରା-ଧୀ-ଙ୍କୁ ଜେ-ଲ-ର ରାସ୍ତା ଦେଖାଇବା ସହ ଝିଅ ମାନଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଏକ ବଡ ଅଭିଯାନ ଆରମ୍ଭ କରିଥିଲେ । ଝିଅ ମାନଙ୍କ ସହାୟତା ପାଇଁ ସେ ନିଜର ବ୍ୟକ୍ତିଗତ ଫୋନ ନମ୍ବର ଜାରି କରିଥିଲେ । ଯଦି କୌଣସି ଦୁର୍ବୁତ ଝିଅ ମାନଙ୍କୁ ରାସ୍ତା କଦରେ ହଇରାଣ କରୁଥିବାର ଫୋନ କଲ୍ ପାଉଥିଲେ ତା ହେଲେ ସେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଝିଅକୁ ଉଧାର କରୁଥିଲେ ।
ଗୋଟେ ସମୟରେ ପାଟଣାରେ ଏହିପରି ଏକ ଘଟଣା ସାମ୍ନାକୁ ଆସୁଥିଲା ଯେଉଁଠି ତିନିଜଣ ମ-ଦ୍ୟ-ପ ଏକ ଯୁବତୀଙ୍କୁ ବିଚ ରାସ୍ତାରେ ହଇରାଣ କରୁଥିଲେ । ଯୁବତୀଙ୍କ ଫୋନ କଲ୍ ପାଇବା ପରେ ଶିଭଦୀପ୍ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ । ଶିଭଦୀପ୍ ଙ୍କୁ ଦେଖି ସେହି ତିନିଜଣ ମ-ଦ୍ୟ-ପ ଘଟଣା ସ୍ଥଳରୁ ଫେ-ରା-ର ହୋଇଯାଇଥିଲେ ହେଲେ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଗି-ର-ଫ କରଯାଇଥିଲା ।
ସେହି ଘଟଣା ପରଠାରୁ ସେ ଝିଅ ମାନଙ୍କ ପାଇଁ ହିରୋ ହୋଇଗଲେ । ପ୍ରତି ଦିନ ତାଙ୍କ ପାଖକୁ ୩୦୦ ରୁ ଅଧିକ ଫୋନ କଲ୍ ଓ ମେସେଜ ଆସୁଥିଲା ସେଥି ମଧ୍ୟରୁ କିଛି ଯୁବତୀ ତାଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଇପିଏସ ଅଫିସର ଶିଭଦୀପ୍ ଲାଣ୍ଡେ କିପରି ଲାଗିଲେ ଆମକୁ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାଇବେ, ଧନ୍ୟବାଦ ।