ବିନା କୌଣସି ଦୋଷରେ ଦୀର୍ଘ ୭ ବର୍ଷ ଧରି ଜେଲରେ ରହିଲେ ଏହି IPS ଅଫିସର, କାରଣ ଜାଣି ଚମକି ପାଡିବେ ଆପଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୭ ବର୍ଷ ଜେଲ୍ ରେ ରହିଲେ IPS ଅଫିସର । ଜେଲ୍ ର କ-ଏ-ଦୀଙ୍କ ସହ କ-ଏ-ଦୀ ଭଳି ରହି ତାଙ୍କର ୭ ବର୍ଷ ବିତାଇଦେଇଥିଲେ। ତେବେ କ-ଏ-ଦୀ ମାନଙ୍କ ପାଇଁ ଯାହା ନୀତି ନିୟମ ଲାଗୁ କରଯାଇଥିଲା । ସେହିଭଳି IPS ଅଫିସର ମଧ୍ୟ କରୁଥିଲେ । ତେବେ ସେଠାରେ କ-ଏ-ଦୀ ମାନଙ୍କ ସହ ଖାଇବା, ବସିବା, ଉଠିବ ଓ ଖେଳିବା ଆଦି କାର୍ଯ୍ୟ ମଧ୍ୟ ଦୀର୍ଘ ୭ ବର୍ଷ କରି ଆସୁଥିଲେ ।

ତେବେ ଖବରଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ଏହା ହିଁ ଏକ ସତ୍ୟ ଘଟଣା ଅଟେ । ତେବେ ଜଣେ IPS ଅଫିସର ହୋଇ କଣ ପାଇଁ ନିଜ ଜୀବନର ବହୁ ମୂଲ୍ୟ ୭ ବର୍ଷ କା-ଟି ଦେଇଥିଲେ । ତେବେ ସୂଚନା ମୁତାବିକ ମିଛ ଏ-ନକା-ଉ-ଣ୍ଟ-ର କେଶରେ ଫସି ୭ ବର୍ଷ କାଳ ଜେଲ୍ ରହିଥିଲେ IPS ଅଫିସର ଦିନେଶ ଏମଏନ । ତେବେ ୧୯୯୫ ବ୍ୟଚ IPS ଅଫିସର ଦିନେଶ ଏମଏନ ଲାବାସନାରେ ଫାଉଣ୍ଡେସନ କୋର୍ସ ।

ହାଇଦ୍ରାବାଦରେ କରିଥିଲେ IPS ଟ୍ରେନିଂ । ୨୦୦୫ ମସିହାରେ ଉଦୟପୁର ଜିଲ୍ଲାର ଏସ୍ପି ଥିଲେ ଦିନେଶ ଏମଏନ । ତେବେ ସେହି ସମୟରେ ରାଜସ୍ଥାନ ଓ ଗୁଜୁରାଟ ପୋଲିସର ମିଳିତ ଉଦ୍ୟମରେ ଶୌହରା ବୁଦ୍ଧିନକୁ ହ-ତ୍ୟା କରଯାଇଥିଲା । ତେବେ ଏହି ଏ-ନକା-ଉ-ଣ୍ଟ-ର ଘଟଣା ପରେ ପ୍ରଶ୍ନ ଉଠିଥିଲା । ତେବେ ଏହା ନକଲି  ଏନ କାଉଣ୍ଟର ବୋଲି ଦର୍ଶାଇ ବହୁ ପୋଲିସ କର୍ମଚାରୀ ଗିରଫ ହୋଇଥିଲେ ।

ତେବେ ଶୌହରା ବୁଦ୍ଧି ଏ-ନକା-ଉ-ଣ୍ଟ-ରକୁ CBIଦ୍ଵାରା ତଦନ୍ତ କରଯାଇଥିଲା । ତେଣୁ IPS ଅଫିସର ଦିନେଶ ଏମଏନ ମଧ୍ୟ ଗିରଫ ହୋଇ ନିଜର ୭ ବର୍ଷ  କାଳ ଜେଲ୍ ରେ କାଟିଥିଲେ । ଶେଷରେ ୨୦୧୪ ମସିହାରେ ଜାମିନ ପାଇଁ ଜେଲ୍ ଦଣ୍ଡାଦେଶରୁ ଦିନେଶ ଏମଏନ ମୁକ୍ତ ହୋଇଥିଲେ । ତେବେ ଜେଲରେ ରହିଥିବା ସମୟରେ ନିଜର ବହୁ ମୂଲ୍ୟ ସମୟକୁ ନଷ୍ଟ ନକରି ବିଭିନ୍ନ ପ୍ରକାର ବହି ମାଗି ତାହାକୁ ପଢି ବହୁ ପ୍ରକାର ଜ୍ଞାନ ଆହୋରୋଣ  କରିଥିଲେ ।

ବୋଲି ଦିନେଶ ଏମଏନ ଏକ ସାକ୍ଷତ୍କାରରେ ଗଣ ମାଧ୍ୟମ ନିକଟରେ କହିଥିଲେ । ତେବେ ଦିନେଶ ଏମଏନ ଜଣେ ସଚୋଟ ପୋଲିସ ଅଫିସର ଭାବରେ ବହୁ ଜଣାଶୁଣା ଅଫିସର ଅଟନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *