ଭାଉଜ ସହ ସମ୍ପର୍କ ରଖୁଛି ମୁଁ ବାରଣ କରିବାରୁ ମାରୁଛି, ମତେ ନ୍ୟାୟ ଦିଅ ପୋଲିସ ବାବୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାଉଜ ସହ ସମ୍ପର୍କ ରଖୁଛି ମୁଁ ବାରଣ କରିବାକୁ ମୋତେ ନି-ର୍ଦ୍ଧୂ-ମ ପି-ଟୁ-ଛି । ହଁ ବନ୍ଧୁଗଣ ଏପରି ଏକ ଖବର ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଟବେଲଣା ଗ୍ରାମରୁ ଶୁଣିବାକୁ ମିଳିଛି । ତେବେ କାଶୀନାଥ ବେହେରା ନାମକ ଏକ ଯୁବକ ପୁଷ୍ପଲତା ବେହେରାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତେବେ ବିବାହ ପରେ ପରେ କିଛି ଦିନ ପାଇଁ ବୈବାହିକ ସମ୍ପର୍କ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ଚାଲିଥିଲା ।

ତାପରେ ସ୍ଵାମୀ କାଶୀନାଥ ବେହେରା ସ୍ତ୍ରୀ ପୁଷ୍ପଳତାଙ୍କ ଉପରେ ଅତ-ୟଆଚାର ଆରମ୍ଭ କରିଦେଇଥିଲା । ତେବେ ଏପରି ଭାବରେ ସବୁବେଳେ ଅ-ନ୍ୟା-ୟ ଓ ଅତ-ୟଆଚାର ସହି ସହି ପୁଷ୍ପଳତା ଥାନାର ଦ୍ଵାରସ୍ଥ ହୋଇଥିଲେ । ତାପରେ ପୋଲିସଙ୍କ ଅପୋଷ ବୁଝାମଣା କ୍ରମେ ଦାମ୍ପତ୍ୟ ଜୀବନ କିଛି ଦିନ ପାଇଁ ଭଲ ଚାଲିଥିଲା । ତେବେ ଏହିପରି ଭାବରେ ଗଲା ପରେ କାଶୀନାଥ ପୁଣି ଥରେ ପୁଷ୍ପଳତାଙ୍କ ଉପରେ ନି-ଇର୍ଯା-ତ-ଅନା ଆରମ୍ଭ କରିଦେଇଥିଲେ ।

ତେବେ ପୁଷ୍ପଳତାଙ୍କ ଅଭିଯୋଗ ଅନୁସାରେ ମୋ ସ୍ଵାମୀ କାଶୀନାଥ ବେହେରା ତାଙ୍କ ଭାଉଜଙ୍କ ସହିତ ଅ-ନୈ-ତି-କ ସମ୍ପର୍କ ରଖିଛନ୍ତି । ଭାଉଜ ସହିତ ସବୁବେଳେ ମିଳାମିଶା କରୁଛନ୍ତି । ତାଙ୍କ ପାଖରେ ଯାଇ ସବୁବେଳେ ଶୋଉଛନ୍ତି । ତେବେ ଏହିସବୁ କଥାକୁ ବାରଣ କରିଲେ ମୋତେ ମୋ ସ୍ଵାମୀ ସବୁବେଳେ ପି-ଟୁ-ଛ-ନ୍ତି । ମୋତେ ସବୁବେଳେ ମରାଧରା କରୁଛନ୍ତି। ଏପରିକି ଭାଉଜ ଖାଇ ସାରିଲା ପରେ ମଧ୍ୟ ଭାଉଜର ଅଇଁଠା ବାସନ ମାଜିକି ରଖୁଛନ୍ତି ।

ତେବେ ମୋ ସ୍ଵାମୀ ମୋତେ ଜମାରୁ ଭଲ ପାଉନାହାନ୍ତି । ସବୁବେଳେ ଆଶୁଣୁ ଯାଉଣୁ ମୋତେ ମା-ର-ଧ-ର କରୁଛନ୍ତି । ତେବେ ଖାଲି ପୁଷ୍ପଳତାଙ୍କ ସ୍ଵାମୀ ନୁହନ୍ତି ବଂର ଶାଶୁଘର ଲୋକେ ମଧ୍ୟ ପୁଷ୍ପଳତାଙ୍କ ଉପରେ ଅତ-ୟଆ-ଚାର କରୁଛନ୍ତି କହି ପୁଷ୍ପଲତା ଅଭିଯୋଗ ଆଣିଛନ୍ତି । ତେବେ ପୁଷ୍ପଳତାଙ୍କର ଗୋଟିଏ କୁନି ସନ୍ତାନ ମଧ୍ୟ ରହିଛି ।  ତେବେ ଏହି ସବୁ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହୋଇଛନ୍ତି ପୁଷ୍ପଳତା ବେହେରା ।

ଥାନାକୁ ଆସି ପୋଲିସ ବାବୁଙ୍କ ଠାରୁ ନିଜ ପାଇଁ ନ୍ୟାୟ ମାଗିଛନ୍ତି ପୁଷ୍ପଳତା ବେହେରା । ତେବେ ମୋତେ ନ୍ୟାୟ ମିଳିବା ସହ ମୋ ସ୍ଵାମୀଙ୍କୁ ତାଙ୍କ ଭାଉଜ କବଳରୁ ମୁକୁଳେଇ ଦିଅ ବୋଲି ରଣପୁର ଥାନାରେ ଅଭିଯୋଗ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *