ବାପା ବୋହୁଛି ସିଲିଣ୍ଡର, ଭାଇ ଚଲାଉଛି ଅଟୋ କିନ୍ତୁ 5 ଟି ଛକା ମାରି IPL ଷ୍ଟାର ହେଲେ Rinku Singh, ଜାଣନ୍ତୁ ତାଙ୍କ ସଂଘର୍ଷମୟ ଜୀବନୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପା କରନ୍ତି ଗ୍ଯାସ ଡେଲିଭର ଓ ଭାଇ ଚଳାନ୍ତି ଅଟୋ । ହେଲେ ଯୁବ ତାରକା ତଥା IPL  କ୍ରିକେଟର ସାଜିଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ! ତେବେ ଗତ କାଲି KKR ତଥା କଲିକତା ନାଇଟ ରାଇଡ଼ର ଓ ଗୁଜୁରାଟ ଟାଇଟାନ ମଧ୍ୟରେ ଚାଲିଥିବା ମ୍ଯାଚରେ KKR  ଗୁଜୁରାଟ ଟାଇଟନକୁ ପଛରେ ପକାଇ ବିଜୟ ହାସଲ କରିନେଇଥିଲା । ଯାହାକି କଲିକତା ନାଇଟ ରାଇଡ଼ର ଟିମ ପାଇଁ ବହୁତ ବଡ ସଫଳତା ଆଣିଦେଇଥିଲା ।

ହେଲେ KKR  ଟିମରେ ଥିବା ବ୍ୟାଟ୍ସମ୍ୟାନ ରିଙ୍କୁ ନିଜର ବ୍ୟାଟିଂ ଦ୍ଵାରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ମ୍ଯାଚରେ ଶେଷ ଓଭର ବେଳକୁ ନିଜର ବ୍ୟାଟିଂର ଜଲ୍ବା ଦେଖାଯାଇ ୫ ଟି ଲଗାତାର ଭାବରେ ଛକା ମାରିଚାଲିଥିଲେ । ଯାହାକୁ ଦେଖି କ୍ରିକେଟପ୍ରେମୀ ତଥା ଅନ୍ୟ ପ୍ଲେୟର ମାନେ ମଧ୍ୟ ଅବାକ ହୋଇଯାଇଥିଲେ । ତେବେ ଏହାରି ମଧ୍ୟରେ KKR  ଟିମ ବିଜୟ ହାସଲ କରିଥିଲା । ଏହା ସହ ମ୍ୟାନ ଅଫ ଦ ମ୍ଯାଚ ସାଜିଯାଇଥିଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ।

ଯାହାଙ୍କ ନେଇ ବ୍ୟାଟିଂକୁ ନେଇ ଏବେ ସବୁଆଡେ ଚର୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ବଲିଉଡ ବାଦଶାହ ଶାହରୁକ୍ଷ ଖାନ ମଧ୍ୟ ରିଙ୍କୁ ସିଂ ଙ୍କର ଆନେ ପ୍ରଶଂଶା କରିଥିଲେ । ଏହା ସହ ତାଙ୍କୁ ଉପହାର ମଧ୍ୟ ଦେବା ସହ ତାଙ୍କ ସୋସିଆଲ ମିଡିଆରେ ତାଙ୍କୁ ଝୁମେ ଜୋ ରିଙ୍କୁ ପଠାନ ଫିଲ୍ମରେ ସ୍ବାଗରେ କହି ବଦ୍ଧାଇ ଦେଇଥିଲେ । ହେଲେ ରିଙ୍କୁ ସି ନିଜର କ୍ରିକେଟ କ୍ଯାରିଅର ପାଇଁ ବହୁ କଷ୍ଟ କରିବା ସହ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ ।

କାରଣ ରିଙ୍କୁ ସିଁ ଜଣେ ମିଡିଲ କ୍ଳାସ ତାଙ୍କ ବାପା ହେଉଛନ୍ତି । ଜଣେ ସିଲିଭର ଡେଲିଭର ଓ ତାଙ୍କ ଭାଇ ଜଣେ ହେଉଛନ୍ତି ଅଟୋ ଚାଳକ ଓ ଅନ୍ୟ ଜଣେ କୋଚିଙ୍ଗ କରିଥାନ୍ତି । ହେଲେ ପରିବାରର ଆର୍ଥିକ ଅବସ୍ଥା ପାଇଁ ସମସ୍ତେ ଅଳ୍ପ ବହୁତ ସଂଗ୍ରାମ କରିବା ମଧ୍ୟରେ ବି ଘରର ଅଭାବ ଅନାଟନ ସବୁବେଳେ ଲାଗି ରହିଥାଏ ।

ଏହାରି ଭିତରେ କାମ କରିବା ସହ ନିଜର କ୍ରିକେଟ କ୍ଯାରିଅର ପାଇଁ ମଧ୍ୟ ଅନେକ ସ୍ଵପ୍ନ ଦେଖିଥିଲେ ରିଙ୍କୁ ସିଁ । ହେଲେ ଗତ କାଲିର ମ୍ଯାଚ ପରେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁଙ୍କର ଭାଗ୍ୟର ତାଲା ଖୋଲିଯାଇଛି । ରିଙ୍କୁ ସିଁ ଙ୍କ ସଫଳତା ପାଇଁ ସବୁଆଡୁ ଏବେ ଖାଲି ପ୍ରଶଂଷାର ସୁଅ ଛୁଟିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *