କାହିଁକି ରାଗିକି ପ୍ରଳୁଙ୍କୁ ଗାଳି କଲେ Gulua….ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୁଲୁଆ ପ୍ରଳୁଙ୍କୁ ରାଗିକି ଦେଲେ ଗାଳି ! ତେବେ ଯୂଟ୍ଯୂବରେ ନିଜ ନିଜର ଭିନ୍ନ ଭିନ୍ନ ଧରଣର କଟେଣ୍ଟକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଯୂଟ୍ଯୂବରଙ୍କ ଚାଲିଛି କ୍ରିକେଟ ମ୍ଯାଚ ! ତେବେ ମ୍ଯାଚରେ କମେଡିଆନ ଗୁଲୁଆଙ୍କ ସହ ଅନେକ ଯୂଟ୍ଯୂବର ତଥା କମେଡିଆନ ମାନଙ୍କୁ ଦେଖିବାକୁ ମିଳିଛି । ତେବେ ସମସ୍ତେ ମିଶି କ୍ରିକେଟ ମ୍ଯାଚର ଆୟୋଜନ କରିଥିଲେ । ଯେଉଁଥିରେ କି ହାସ୍ୟଅଭିନେତା ଗୁଲୁଆ ବା ନାଲିଆମ୍ବ ମ୍ଯାଚରେ ପ୍ରଥମେ ଟସ ଜିତିଥିଲେ ।

ତାପରେ ଗୁଲୁଆଙ୍କ ଦଳ ସହ  ପ୍ରଳୁଙ୍କ ଦଳର ମ୍ଯାଚ ଆରମ୍ଭ ହୋଇଯାଇଥିଲା । ତେବେ ଜଣେ ପରେ ଜଣେ କମେଡିଆନ ନିଜ ନିଜର କ୍ରିକେଟର ଟ୍ଯାଲେନ୍ଟ ମଧ୍ୟ ମଇଦାନରେ ଦେଖାଇଥିଲେ । କିଏ ବୋଲିଂ ତ ଅନ୍ୟ କିଏ ବ୍ୟାଟିଂ କରିବାରେ ନିଜ ନିଜର ଜଲ୍ବା ଦେଖାଉଥାନ୍ତି । ତେବେ ଏହାରି ମଧ୍ୟରେ ଖେଳର ଅନ୍ତ ଘଟିଥିଲା । ହେଲେ ଗୁଲୁଆ ଟିମଟି ପରାଜୟ ହାସଲ କରିଥିଲା । ଯେଉଁଥି ପାଇଁ ସମସ୍ତଙ୍କର ଅତି ପ୍ରିଯ ନାଲି ଆମ୍ବଙ୍କ ମୁହଁ ଲାଜରେ ସତସତିକିଆ ଏକ ଆମ୍ବ ସଦୃଶ ହୋଇଯାଇଥିଲା ।

ହେଲେ ତଥାପି କମେଡିଆନ ମ୍ଯାଚରେ ହାରିବା ପରେ ବି ତାଙ୍କର ଜୋଷ ଯାଇନଥିଲା । ସେ ନିଜ ବିପକ୍ଷ ଦଳଙ୍କୁ ଫୁଟାଣି ମାରି ହସି ହସି ଏପରି କିଛି କହୁଥିବାର ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଯାଇଛି । ଯେଉଁଥିରେ ଗୁଲୁଆ କହିଥିଲେ, କି ମୁଁ ଆମ ଦଳକୁ ଯାହା ହେଲେ ବି ଜିତେଇ ଦେଇଥାନ୍ତି । ହେଲେ ମୋତେ ପରା ଏମାନେ ଖେଳେଇ ଦେଲେ ନାହିଁ । ଜାହେଲେ ଚଉକା, ଛକା ମରିକି ଖାଲି ଉଡେଇଦେଇଥାନ୍ତି ।

ତେବେ ଏହି କଥାରେ ଆଳରେ ହସି ହସି  ପ୍ରଳୁ କମେଡିଆନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ଆଉ ଗୁଲୁଆଙ୍କୁ ଇଙ୍ଗିତ କରି କହିଥିଲେ । ତମେ ପରା ଟସ ଜିତିକି ମ୍ଯାଚ ଜିତିଯିବ ବୋଲି ଫୁଟାଣୀ ମାରିକି କହୁହେଉଥିଲ । ତେବେ କମେଡିଆନ ଗୁଲୁଆ ମଧ୍ୟ ମଧ୍ୟ ଏହି କଥାରେ ନିଜର କମେଡିଆନ ଅନ୍ଦାଜରେ କମେଡିଆନ ପ୍ରଳୁଙ୍କ ଉପରେ ଖୁବ ରାଗ ବର୍ଷଣ କରିଥିଲେ ।

କହିଥିଲେ, ଯେ ରହ ତୋତେ ଆମେ ଦେଶରୁ ବାହାର କରିଦେବୁ । ତୋରି ପାଇଁ ଆମେ ଆଜି ମ୍ଯାଚ ହାରିଲୁ । ତେବେ ଏହିଭଳି ଭାବରେ ଗୁଲୁଆ ଓ ତାଙ୍କ ସାଥି କମେଡିଆନ ମାନେ ମିଶି କ୍ରିକେଟ ମ୍ଯାଚ ସହ ଧୂମ ମଜାମସ୍ତି ମଧ୍ୟ କରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *