IPL 2023 ରେ ବୟସ୍କ ମାନେ କରୁଛନ୍ତି କମାଲ ! ଦେଖନ୍ତୁ List ରେ ଅଛନ୍ତି କେଉଁ ସବୁ ପ୍ଲେୟାର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ IPL ୨୦୨୩ କ୍ରିକେଟ ମ୍ଯାଚରେ ବରିଷ୍ଠକଙ୍କ ଜଲ୍ବା ! ବୟସ ଅଧିକ ସହ କ୍ରିକେଟ ଖେଳରେ ମଧ୍ୟ ତାଙ୍କର ଅଭିଜ୍ଞତା ବହୁ ମାତ୍ରାରେ ରହୁଅଛି । ଯେଉଁ କାରଣ ରୁ ମଇଦାନ ଉପରେ ବଡ ବଡ ଯୁନିୟର ପ୍ଲେୟାର ମାନଙ୍କ ଦିଗଦର୍ଶନ କରୁଛନ୍ତି ସିନିୟର ପ୍ଲେୟାର । ଯାହାକୁ ନେଇ ଚାଲିଛି ସବୁଆଡେ ଚର୍ଚା ! ତେବେ IPL  ୨୦୨୩ ସଂସ୍କରଣ ସମୟରେ ସିନିୟର ମାନଙ୍କ କ୍ରିକେଟ ପଦର୍ଶନ ସମୟରେ ଜୁନିଅର ମଧ୍ୟ ପଡିଯାଉଛନ୍ତି ଫିକ୍କା ।

ତେବେ ପ୍ରତିଦିନ ଇଣ୍ଡିଆନ ପ୍ରିମିଅର ଲିଗ ସମୟରେ ମ୍ଯାଚରେ କ୍ରିକେଟର ମାନେ ନିଜ ନିଜର ସ୍ତରରେ ବେଷ୍ଟ ଦେଇ ଖେଳିବାକୁ ଚେଷ୍ଟା କରୁଛନ୍ତି । ହେଲେ ଭାଗ୍ୟର ସାଥ୍ ମିଳିବା କାରଣରୁ ଖେଳରେ କିଏ କରିନେଉଛି ବାଜି ମାତ । ଆଉ କିଏ ରହିଯାଉଛନ୍ତି ପଛରେ । ହେଲେ ବହୁ ବର୍ଷର ଅଭିଜ୍ଞ ଥିବା କିଛି ଖେଳାଳୀ ମାନଙ୍କ ନାମ ସାମ୍ନାକୁ ଆସିଛି । ଯେଉଁ ମାନେ ଧୂଆଁଧାର ଭାବେ ମ୍ଯାଚରେ ପଦର୍ଶନ କରୁଛନ୍ତି ।

ଚେନ୍ନାଇ ସୁପର କିଙ୍ଗର ଟିମର ତ ସବୁଆଡେ ଜଲ୍ବା ଦେଖିବାକୁ ପ୍ରଥମରୁ ମିଲିଆସିଛି । ତେବେ ସେଥିରେ ଥିବା ୪୧ ବର୍ଷୀୟ ମହେନ୍ଦ୍ର ସିଁ ଧୋନୀ ନିଜ ଦଳକୁ ପୂର୍ବରୁ ୪ ଥର IPL ଟାଇଟେଲ ଜିତେଇବାରେ ମଧ୍ୟ ସାହାଜ୍ଯ କରିଛନ୍ତି । ତେବେ ଚଳିତ ବର୍ଷ IPL ରେ ମଧ୍ୟ ଧୋନୀ ଙ୍କର ତାଙ୍କ ଦଳରେ ସଫଳତା ଆଣିବାରେ ବହୁତ ବଡ ଭୂମିକା ରହିଛି । ଲକ୍ଷ୍ନୋ ସୁପରଜାଣ୍ଟ୍ସ ରେ ସେହିପରି ସୁପୋର ହିରୋ ସାଜିଛନ୍ତି କ୍ରିକେଟର ୪୦ ବର୍ଷୀୟ ଅମିର ମିସ୍ରା ।

ରୋୟାଲ ଚାଲେଞ୍ଜର୍ଷର ଅଧିନାୟକ ୩୮ ବର୍ଷୀୟ  ହାପ ଡୂପ୍ଲେସୀ ମଧ୍ୟ ନିଜ ବ୍ୟାଟିଂର ଜଲ୍ବା କ୍ରିକେଟପ୍ରେମୀ ମାନଙ୍କୁ ଦେଖାଇ ସାରିଛନ୍ତି । ରୋୟାଲ ଚାଲେଞ୍ଜର୍ଷର ଆଉ ଜଣେ ବରିଷ୍ଠ ଖେଳାଳୀ ଦିନେଶ କାର୍ତ୍ତିକ ମଧ୍ୟ ଭଲ ପଦର୍ଶନ କରିଛନ୍ତି । ୩୭ ବର୍ଷୀୟ କ୍ରିକେଟର ଶିଖର ଧୱନ ମଧ୍ୟ ଚଳିତ ବର୍ଷ IPL  ମ୍ଯାଚରେ ଜବରଦସ୍ତ ବ୍ୟାଟିଂ କରି ଦେଖାଇଛନ୍ତି । ଏହା ସହିତ ତାଙ୍କର ବହୁ ବର୍ଷର ଅଭିଜ୍ଞତା ମଧ୍ୟ ଅନେକ ସମୟରେ କାମରେ ଆସିଯାଉଛି ।

ସୂଚନା ମୁତାବିକ ଏହି ବର୍ଷ ଏହି ସମସ୍ତ ବରିଷ୍ଠ ଖେଳାଳୀ ମାନେ ନିଜ ନିଜ ସ୍ଥାନରେ କ୍ରିକେଟ ମଇଦାନରେ ଜଲ୍ବା ଦେଖେଇଛନ୍ତି ବୋଲି ଚର୍ଚା ହେବାରେ ଲାଗିପଡିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *