ଗୋଟିଏ ଓଭରରେ 5 ଟି ଛକା ମରିଥିବା ବ୍ୟାଟର ! ଦେଖନ୍ତୁ କିଏ ସେ ସେହି 4 ବ୍ୟାଟର ଯିଏ Rinku Singh ଙ୍କ ପୂର୍ବରୁ କରିଛନ୍ତି ଏହି ରେକର୍ଡ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଗୋଟିଏ ଓଭରରେ ମାରିଛନ୍ତି ୫ଟି ଛକା ! ଯାହାକୁ ନେଇ ଏବେ ସବୁଆଡେ ହେଉଛି ଚର୍ଚା ! ତେବେ ଗୁଜୁରାଟ ଟାଇଟାନ ଓ କଲିକତା ନାଇଟ ରାଇଡ଼ର ମଧ୍ୟରେ ଚାଲିଥିବା ମ୍ଯାଚରେ କଲିକତା ଟିମର ବ୍ୟାଟ୍ସମ୍ୟାନ ରିଙ୍କୁ ସିଁ ଶେଷ ଓଭରରେ ୫ ଟି ଲଗାତର ଛକା ପଦର୍ଶନ କରିଥିଲେ । ତେବେ ଗୁଜୁରାଟ ଟାଇଟାନ ଜିତିବାର ପକ୍ଷରେ ରହିଥିବା ବେଳେ କଲିକତାକୁ ବିଜୟ ପାଇଁ ୨୯ ରନ୍ ର ଅବଶ୍ୟକତା ରହିଥିଲା ।

ତେବେ ରିଙ୍କୁ ସିଁ ନିଜର ବ୍ୟାଟିଂ ରେ ୫ ଟି ଛକା ମାରି ନିଜ ଦଳ କଲିକତା ନାଇଟ ରାଇଡ଼ର ପାଇଁ ସଫଳତା ଆଣିଦେଇଥିଲେ । ତେବେ ଖାଲି ରିଙ୍କୁ ସିଁ କାହିଁକି ଏହିପରି ରେକର୍ଡ ମଧ୍ୟ କ୍ରିକେଟ ଦୁନିଆରେ ଆଗରୁ ଦେଖିବାକୁ ମିଳିଛି । ଯେଉଁଥି ପାଇଁ କ୍ରିକେଟ ଜଗତର IPL ଇତିହାସରେ ସେ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି । ତେବେ ସେମାନଙ୍କର ବିଷୟରେ ଚାଲନ୍ତୁ ଆଲୋଚନା କରିନେବା ।

ତେବେ ରବୀନ୍ଦ୍ର ଯାଡେଜା IPL ୨୦୨୧ ମସିହାରେ ୧୯ ତମ ମ୍ଯାଚରେ ଚେନ୍ନାଇ ସୁପର କିଙ୍ଗ ଓ ରୋୟାଲ ଚାଲେଞ୍ଜର୍ଷର ଦଳ ଉଭୟ ମ୍ଯାଚ ପାଇଁ ମୁହାଁମୁହିଁ ହୋଇଥିଲେ । ସେଠାରେ ମଧ୍ୟ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଯା ଗୋଟିଏ ବଲ୍ ୫ଟି ଛକା ଦ୍ଵାରା ରେ ୩୭ ରନ୍ ସଂଗ୍ରହ କରିପାରିଥିଲେ । ସେହି ସମୟରେ ରବୀନ୍ଦ୍ର ଜାଡେଯା ନିଜର ବ୍ୟାଟିଂରେ ଜାଦୁଗରୀରେ ୫ଟି ଛକା ମାରିଥିଲେ । ରାହୁଲ ତେଵତିଆ ମଧ୍ୟ IPL ୨୦୨୦ ମସିହାରେ ଗୋଟିଏ ଓଭରରେ ୫ ଟି ଛକା ମାରିଥିଲେ ।

ଏପରି ଛକା ଦ୍ଵାରା ମଧ୍ୟ ସେ ନିଜର ଦଳକୁ ବିଜୟ କରିବା ସହ ତାପର ଠାରୁ ସେ ନିଜର କ୍ଯାରିଅର ପାଇଁ ଭଲ ସୁଯୋଗ ଆଣିଦେଇଥିଲେ । କ୍ରିକେଟର କ୍ରିଶ ଗଏଲ ୨୦୧୨ IPL ରୋୟାଲ ଚାଲେଞ୍ଜର ବାଙ୍ଗଲୋର ମ୍ଯାଚ ପାଇଁ ଖେଳୁଥିବା ବେଳେ ଗୋଟିଏ ଓଭରରେ ୫ ଟି ଛକା ମାରିଥିଲେ । ତେବେ ବର୍ତ୍ତମାନର ଚର୍ଚାରେ ରହିଥିବା କ୍ରିକେଟର ରିଙ୍କୁ ସିଁ ଗୋଟିଏ ଓଭରରେ ୫ ଟି ଛକା ମାରିବା ରେକର୍ଡରେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଯାହାକି ଏହା ତାଙ୍କ କ୍ରିକେଟ କ୍ଯାରିଅର ପାଇଁ ବହୁତ ଭଲ ଏକ ଆରମ୍ଭ ହେବା ପାଇଁ ଯାଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *