ବିନା ଟଙ୍କାରେ ମିଳୁଛି i phone, କେବଳ ଦେବାକୁ ପଡିବ ଆଧାର କାର୍ଡ ଓ ପ୍ୟାନ କାର୍ଡ ର ନକଲ, କେଉଁଠି ଓ କିପରି ପାଇ ପାରିବେ ଏହି ଫୋନ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଭଳି ଦିନରେ i phone ପ୍ରତି ସମସ୍ତେ ମନ ବଳଉଛନ୍ତି । ସମସ୍ତେ i phone ଧରିବାକୁ ଭଲ ପାଉଛନ୍ତି । ତେବେ ବିଭିନ୍ନ ଫିଚରର i phone ଆସୁଛି ଏବଂ ଏବେ ଏବେ i phone ମଧ୍ୟ ଲଞ୍ଚ କରିଛି । ତେବେ ଏହା କ’ଣ ଫିଚର ଦେଇଛି ଏବଂ ପ୍ରକୃତରେ ତାହା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ଏବଂ କେତେ ବ୍ୟବହାର କରିବେ ସେ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ତେବେ ଆପଣ ମାନେ ଚିନ୍ତା କରୁଥିବେ ଯେ i phone କିଣିବା ଅଜିଭଳି ଦିନରେ ଏତେ ସହଜ ନୁହେଁ ।

ଏହି ଫୋନ ଧରିବାକୁ ସମସ୍ତେ ଭଲ ପାଇଥାନ୍ତି କିନ୍ତୁ ସମସ୍ତଙ୍କ ପାଖରେ ସମ୍ଭଳ ନଥାଏ । କିନ୍ତୁ ଏହା ବର୍ତ୍ତମାନ ଆପଣ ବହୁତ ସୁବିଧାରେ କିଣି ପାରିବେ । ଆପଣ ଯଦି ପ୍ୟାନକାର୍ଡ ଏବଂ ଆଧାରକାର୍ଡ ନେଇ ଯାଉଛନ୍ତି ଷ୍ଟୋର କୁ ତେବେ ଆପଣ ବହୁତ ସହଜ ଉପାୟରେ i phone କିଣି ପାରିବେ । ଗୋଟିଏ ଫୋନ ର ମୂଲ୍ୟ ୮୦ ହଜାର କି ୭୦ ହଜାର ଆପଣ ଆରାମରେ ପ୍ୟାନକାର୍ଡ ତଥା ଆଧାରକାର୍ଡ ନେଇ ଆସିଲେ ।

ଏଠାରେ ଫାଇନାନସ ହେଲା । ଏହାପରେ ସେହି ୩ ହଜାର ଭିତରେ ଆପଣଙ୍କର EMI ରହିବ । ଅର୍ଥାତ ଇଂଷ୍ଟାଣ୍ଟ ଡିପୋଜିଟ କିଛି ନାହିଁ 0 ଡାଉନପେମେଣ୍ଟ । ୨୪ ମାସର EMI କରିଲେ, ଆପଣ ଓଡିଶାର କେଉଁଠାରେ ମଧ୍ୟ ରୁହନ୍ତୁ ତାହା ଚଳିବ ମାତ୍ର ପ୍ୟାନକାର୍ଡ ଏବଂ ଆଧାରକାର୍ଡ ନିହାତି ଆବଶ୍ୟକ ।

ଯଦି ଜଣେ ଗ୍ରାହକ ଚାହୁଁଛନ୍ତି ଯେ ତାଙ୍କ ଫୋନ ଯଦି ଭାଙ୍ଗି ଯାଉଅଛି କି କ’ଣ ହେଉଛି ତେବେ ତାକୁ କିଭଳି ଏତେ ଟଙ୍କା ଖର୍ଚ୍ଚ କରି ତିଆରି କରିବେ ? ମାତ୍ର ଆପଣ ଚାହିଁଲେ ତାହାର ଇଂସୁରାନ୍ସ ମଧ୍ୟ କରିପାରିବେ । ଯଦି ଆପଣଙ୍କ ଫୋନ ଭାଙ୍ଗି ଯାଉଅଛି ଏବଂ ସେଥିରେ ୫୦ ରୁ ୬୦ ହଜାର ଖର୍ଚ୍ଚ ହେଲା ତାହା ମଧ୍ୟ ଆପଣଙ୍କର ସହଜରେ ଇଂସୁରାନ୍ସ ଦ୍ଵାରା ସଠିକ ହୋଇଯିବ ।

i phone ସାଧାରଣତଃ ଏଥିପାଇଁ ସମସ୍ତେ ବ୍ୟବହାର କରିବାକୁ ପସନ୍ଦ କରନ୍ତି ଯେ ତାହା ଦ୍ଵାରା କୌଣସି ହ୍ୟାକ ହେବ ନାହିଁ । ଏହାକୁ ସହଜରେ କୌଣସି ଲୋକ ହ୍ୟାକ କରିପାରିବ ନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *