Palwal Rebirth News: ବିଶ୍ଵାସ ନହେଲେ ବି ସତ ! ମୃତ୍ୟୁର 12 ବର୍ଷ ପରେ ପୁଣି ଫେରିଲା ଧନରାଜ, ଶୁଣାଇଲେ ପୂର୍ବ ଜନ୍ମର ପୁରା କାହାଣୀ, ଦେଖନ୍ତୁ VIdeo

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ମି-ଡି-ଆ ନଜରରେ ଆସିଛି ଯାହାକୁ ସହଜରେ କହିହେବନାହିଁ । ଆପଣ ମାନେ ସମସ୍ତେ ପୁନ୍ନରଜନ୍ମ କଥା ଶୁଣିଥିବେ ନିଶ୍ଚିତ । ତେବେ ଆଜି ଆମ୍ଭେ ଆପଣଙ୍କୁ ସେହି ବିଶେଷ ବିବରଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯୁବକଙ୍କର ନାମ ରାହୁଲ । ଏବଂ ଏହି ଯୁବକଙ୍କର ପୁନ୍ନରଜନ୍ମ କୁ ନେଇ କିଛି ବିଶେଷ କଥା ମନେ ପଡୁଛି ବୋଲି ସେ କହିଛନ୍ତି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ରାହୁଲ ଙ୍କ ଠାରୁ ଜାଣିନେବା ।

ରାହୁଲ କହିଛନ୍ତି ଯେତେବେଳେ ସେ ଛୋଟ ପିଲା ଥିଲେ ସେତେବେଳେ ତାଙ୍କର ପୂର୍ବଜନ୍ମ କୁ ନେଇ ବହୁତ କିଛି କଥା ମନେ ଥିଲା । ମାତ୍ର ବର୍ତ୍ତମାନ ସେ ଯେତେ ଯେତେ ବଡ ହେଉଛନ୍ତି ସେତେ ସେତେ ସେହି ସବୁ କଥା ଗୁଡିକ ଭୁଲି ଯାଉଛନ୍ତି । ପ୍ରଥମେ ତାଙ୍କୁ ଅନୁଭବ ହେଉଥିଲା ଯେ ତାଙ୍କୁ ସେଠାକୁ ଯିବାର ଅଛି । ମାତ୍ର ପ୍ରଥମେ ଫିଲିଙ୍ଗ୍ସ ଯାହା ଥିଲା ତାହା ବହୁତ ଥିଲା ।

ମାତ୍ର ବର୍ତ୍ତମାନ ତାଙ୍କର ଫିଲିଙ୍ଗ୍ସ ସଂପୂର୍ଣ୍ଣ ଭାବରେ ଶେଷ ହେବାକୁ ଲାଗୁଛି । ରାହୁଲ କୁ ବହୁତ ଫାଇନ ଡିଟେଲ ସବୁ ମନେ ଅଛି । ଯେମିତିକି କେଉଁ ରୋଡ କେମିତି ଥିଲା କ’ଣ ଥିଲା କ’ଣ ନାହିଁ । ଯେତେବେଳେ ସେ ପୂର୍ବଜନ୍ମରେ ତାଙ୍କ ଗାଁ ପାଖ ରୋଡରେ ଯାଉଥିଲେ ସେତେବେଳେ ସେ ଚାଲିଚାଲି ଯାଉଥିଲେ ।

ବର୍ତ୍ତମାନ ରାହୁଲ ୧୬ ବର୍ଷର । ପୂର୍ବଜନ୍ମରେ ଯେତେବେଳେ ରାହୁଲ ଙ୍କର ଡେଥ ହୋଇଥିଲା ସେତେବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ଏହି କଥା ରାହୁଲ ର ଭଲ ଭାବରେ ମନେ ଅଛି । ତେବେ ରାହୁଲ ପୂର୍ବଜନ୍ମରେ ଧନଞ୍ଜର ନାମକ ବ୍ୟକ୍ତି ଥିଲେ ଏବଂ ତାଙ୍କୁ ସବୁ କିଛି ମନେ ଅଛି । ତାଙ୍କର ମୃ-ତ୍ୟୁ କିଭଳି ହେଲା ତାହା ମଧ୍ୟ ତାଙ୍କର ଭଲ ଭାବରେ ମନେ ଅଛି ।

ପ୍ରଥମେ ଯେବେ ସେ ନିଜ ପୁରୁଣା ଘରକୁ ଯାଇଥିଲେ ସେତେବେଳେ ରାହୁଲର ୫ ରୁ ୬ ବର୍ଷ ବୟସ ଥିଲା । ସେହି ଗାଁ ତଥା ପରିବାରର ଲୋକେ କୁହନ୍ତି ଯେ ରାହୁଲ ଯାହା ପୂର୍ବ ଜନ୍ମ ସମ୍ବନ୍ଧରେ କହିଥିଲା ସେ ସବୁ ସତ ଅଟେ । ଏବଂ ତାକୁ ଗୋଟିଏ ଗୋଟିଏ କଥା ସେତେବେଳର ମନେ ଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *