ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଉତ୍ତର ନେଇ ଆସିଛୁ,
୧;- କେଉଁ ଗଛରେ ଫୁଲ ହୁଏ ନାହିଁ ?
ଉତ୍ତର;- ଛତୁ ।
୨;- ଧଳାହାତୀର ଦେଶ କାହାକୁ କୁହନ୍ତି ?
ଉତ୍ତର;- ଥାଇଲାଣ୍ଡ ।
୩;- ପୃଥିବୀ ନୀରବ ସହର କିଏ ?
ଉତ୍ତର;- ଭେନିସ ।
୩;- ବିଶ୍ଵର କେଉଁ ଦେଶର ଲୋକ ସାପ ଭୋଜନ କରନ୍ତି ?
ଉତ୍ତର;- ଜୋଗିନିଅଲ୍ଲୀ-ଅଷ୍ଟ୍ରେଲିଆ ।
୪;- କେଉଁ ଦେଶରେ କପଡା ଉପରେ ସମ୍ବାଦପତ୍ର ବାହାରେ ?
ଉତ୍ତର;- ସ୍ପେନ ।
୫;- ବିଶ୍ଵର କେଉଁ ଜନ୍ତୁ ପାଣି ପିଏ ନାହିଁ ?
ଉତ୍ତର;- କଙ୍ଗାରୁ ରେଇଟା ଓ ଝିଟିପିଟି ।
୬;- କେଉଁ ଜୀବ ଗୋଦା ନଥାଇ ଖୁବ ଶୀଘ୍ର ଦୌଡିପାରେ ?
ଉତ୍ତର;- ସାପ ।
୭;- ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି ?
ଉତ୍ତର;- ୩୮% ।
୮;- ବସନ୍ତ ରୋଗ ର ଟୀକା କିଏ ଆବିଷ୍କାର କରିଥିଲେ ?
ଉତ୍ତର;- ଏଡବାର୍ଡ ଜେନର ।
୯;- ତାହା କଣ ଯାହା ଖାଇବା ପୂର୍ବରୁ ଦେଖାଯାଇ ନଥାଏ ?
ଉତ୍ତର;- ଧକ୍କା ଖାଇବା ।
୧୦;- ହାତୀ କେଉଁ ରଙ୍ଗକୁ ଦେଖି ରାଗି ଯାଇଥାଏ ?
ଉତ୍ତର;- ହଳଦିଆ ରଙ୍ଗ ।
୧୧;- କେଉଁ ସହରକୁ ଭାରତର ପ୍ୟାରିସ କୁହାଯାଏ ?
ଉତ୍ତର;- ଜୟପୁର ।
୧୨;- ପାଣିଠାରୁ ମଧ୍ୟ ଶସ୍ତା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?
ଉତ୍ତର;- କୁବେତ ।
୧୩;- ଗୁଗଲ ର ସ୍ଥାପନା କେବେ ହୋଇଥିଲା ?
ଉତ୍ତର;- ସେପ୍ଟେମ୍ବର ୪, ୧୯୯୮ ।
୧୪;- ସୁଗନ୍ଧିତ ସହର କାହାକୁ କୁହାଯାଏ ?
ଉତ୍ତର;- କନୌଜ ।
୧୫;- ଲୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କ’ଣ ପ୍ରୟୋଗ କରାଯାଇଥାଏ ?
ଉତ୍ତର;- କ୍ରୋମିୟମ ।
୧୬;- ୟୁରିଆ ଶରୀରର କେଉଁ ଅଙ୍ଗରେ ତିଆରି ହୋଇଥାଏ ?
ଉତ୍ତର;- ଲିଭରରେ ।
୧୭;- ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ଲାଗିଥିଲା ?
ଉତ୍ତର;- ତାଜମହଲ ନିର୍ମାଣ ପାଇଁ ଦୀର୍ଘ ୨୨ ବର୍ଷ ଲାଗିଥିଲା ।
୧୮;- “ଇନକିଲାବ ଜିନ୍ଦାବାଦ” ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଭାଗଟା ସିଂହ ଦେଇଥିଲେ ।
୧୯;- ଆମ ଶରୀରରେ କେଉଁଠାରେ ରକ୍ତ ନଥାଏ ?
ଉତ୍ତର;- ନଖ ଓ ବାଳ ।
୨୦;- ବିଲାତିର ରଙ୍ଗ କେଉଁ କାରଣ ହେତୁ ଲାଲ ହୋଇଥାଏ ?
ଉତ୍ତର;- ଲାଇକୋଅଇନ କାରଣରୁ ।
୨୧;- ଭାରତର କେଉଁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ପାକିସ୍ଥାନରେ ହୋଇଥିଲା ?
ଉତ୍ତର;- ଡକ୍ଟର ମନମୋହନ ସିଂ ।
୨୨;- ଉତ୍ତର ପ୍ରଦେଶର କେଉଁ ଜିଲ୍ଲା ସବୁଠାରୁ ଅଧିକ ଧନୀ ହୋଇଥାଏ ?
ଉତ୍ତର;- କାନପୁର ।
୨୩;- ପେଣ୍ଡ୍ରାଇବର ଆବିଷ୍କାର କିଏ କରିଥିଲେ ?
ଉତ୍ତର;- M-Systems ।
୨୪;- କେଉଁ ଦେଶରେ ବିଲେଇ ମାନଙ୍କ ପୂଜା କରାଯାଇଥାଏ ?
ଉତ୍ତର;- ଇଜିପ୍ଟ ଦେଶରେ ।
୨୫;- ତାହା କଣ ଯାହାକୁ ଆପଣ ଦେଖିପାରିବେ କିନ୍ତୁ ଅନ୍ୟକୁ ଦେଖେଇ ପାରିବେ ନାହିଁ ?
ଉତ୍ତର;- ସ୍ଵପ୍ନ ।
୨୬;- ଯେତେ ବ୍ୟବହାର କରିବେ ସେତେ ବଢିବ ତାହା କଣ ?
ଉତ୍ତର;- ବିଦ୍ୟା ।
୨୭;- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?
ଉତ୍ତର;- ସୂର୍ଯ୍ୟ ଓ ଚନ୍ଦ୍ର ।
28- Police କୁ ଓଡିଆରେ କଣ କୁହନ୍ତି ?
ଉତ୍ତର- ରାଜକୀୟ ଜନ ରକ୍ଷକ