Interesting Gk Questions- ପୋଲିସକୁ ଓଡିଆରେ କଣ କୁହନ୍ତି ? 99 % ଲୋକ ଜାଣି ନାହାଁନ୍ତି

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ,

୧;- କେଉଁ ଗଛରେ ଫୁଲ ହୁଏ ନାହିଁ ?

ଉତ୍ତର;- ଛତୁ ।

୨;- ଧଳାହାତୀର ଦେଶ କାହାକୁ କୁହନ୍ତି ?

ଉତ୍ତର;- ଥାଇଲାଣ୍ଡ ।

୩;- ପୃଥିବୀ ନୀରବ ସହର କିଏ ?

ଉତ୍ତର;- ଭେନିସ ।

୩;- ବିଶ୍ଵର କେଉଁ ଦେଶର ଲୋକ ସାପ ଭୋଜନ କରନ୍ତି ?

ଉତ୍ତର;- ଜୋଗିନିଅଲ୍ଲୀ-ଅଷ୍ଟ୍ରେଲିଆ ।

୪;- କେଉଁ ଦେଶରେ କପଡା ଉପରେ ସମ୍ବାଦପତ୍ର ବାହାରେ ?

ଉତ୍ତର;- ସ୍ପେନ ।

୫;- ବିଶ୍ଵର କେଉଁ ଜନ୍ତୁ ପାଣି ପିଏ ନାହିଁ ?

ଉତ୍ତର;- କଙ୍ଗାରୁ ରେଇଟା ଓ ଝିଟିପିଟି ।

୬;- କେଉଁ ଜୀବ ଗୋଦା ନଥାଇ ଖୁବ ଶୀଘ୍ର ଦୌଡିପାରେ ?

ଉତ୍ତର;- ସାପ ।

୭;- ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି ?

ଉତ୍ତର;- ୩୮% ।

୮;- ବସନ୍ତ ରୋଗ ର ଟୀକା କିଏ ଆବିଷ୍କାର କରିଥିଲେ ?

ଉତ୍ତର;- ଏଡବାର୍ଡ ଜେନର ।

୯;- ତାହା କଣ ଯାହା ଖାଇବା ପୂର୍ବରୁ ଦେଖାଯାଇ ନଥାଏ ?

ଉତ୍ତର;- ଧକ୍କା ଖାଇବା ।

୧୦;- ହାତୀ କେଉଁ ରଙ୍ଗକୁ ଦେଖି ରାଗି ଯାଇଥାଏ ?

ଉତ୍ତର;- ହଳଦିଆ ରଙ୍ଗ ।

୧୧;- କେଉଁ ସହରକୁ ଭାରତର ପ୍ୟାରିସ କୁହାଯାଏ ?

ଉତ୍ତର;- ଜୟପୁର ।

୧୨;- ପାଣିଠାରୁ ମଧ୍ୟ ଶସ୍ତା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?

ଉତ୍ତର;- କୁବେତ ।

୧୩;- ଗୁଗଲ ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର;- ସେପ୍ଟେମ୍ବର ୪, ୧୯୯୮ ।

୧୪;- ସୁଗନ୍ଧିତ ସହର କାହାକୁ କୁହାଯାଏ ?

ଉତ୍ତର;- କନୌଜ ।

୧୫;- ଲୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କ’ଣ ପ୍ରୟୋଗ କରାଯାଇଥାଏ ?

ଉତ୍ତର;- କ୍ରୋମିୟମ ।

୧୬;- ୟୁରିଆ ଶରୀରର କେଉଁ ଅଙ୍ଗରେ ତିଆରି ହୋଇଥାଏ ?

ଉତ୍ତର;- ଲିଭରରେ ।

୧୭;- ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ଲାଗିଥିଲା ?

ଉତ୍ତର;- ତାଜମହଲ ନିର୍ମାଣ ପାଇଁ ଦୀର୍ଘ ୨୨ ବର୍ଷ ଲାଗିଥିଲା ।

୧୮;- “ଇନକିଲାବ ଜିନ୍ଦାବାଦ” ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର;- ଭାଗଟା ସିଂହ ଦେଇଥିଲେ ।

୧୯;- ଆମ ଶରୀରରେ କେଉଁଠାରେ ରକ୍ତ ନଥାଏ ?

ଉତ୍ତର;- ନଖ ଓ ବାଳ ।

୨୦;- ବିଲାତିର ରଙ୍ଗ କେଉଁ କାରଣ ହେତୁ ଲାଲ ହୋଇଥାଏ ?

ଉତ୍ତର;- ଲାଇକୋଅଇନ କାରଣରୁ ।

୨୧;- ଭାରତର କେଉଁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ପାକିସ୍ଥାନରେ ହୋଇଥିଲା ?

ଉତ୍ତର;- ଡକ୍ଟର ମନମୋହନ ସିଂ ।

୨୨;- ଉତ୍ତର ପ୍ରଦେଶର କେଉଁ ଜିଲ୍ଲା ସବୁଠାରୁ ଅଧିକ ଧନୀ ହୋଇଥାଏ ?

ଉତ୍ତର;- କାନପୁର ।

୨୩;- ପେଣ୍ଡ୍ରାଇବର ଆବିଷ୍କାର କିଏ କରିଥିଲେ ?

ଉତ୍ତର;- M-Systems ।

୨୪;- କେଉଁ ଦେଶରେ ବିଲେଇ ମାନଙ୍କ ପୂଜା କରାଯାଇଥାଏ ?

ଉତ୍ତର;- ଇଜିପ୍ଟ ଦେଶରେ ।

୨୫;- ତାହା କଣ ଯାହାକୁ ଆପଣ ଦେଖିପାରିବେ କିନ୍ତୁ ଅନ୍ୟକୁ ଦେଖେଇ ପାରିବେ ନାହିଁ ?

ଉତ୍ତର;- ସ୍ଵପ୍ନ ।

୨୬;- ଯେତେ ବ୍ୟବହାର କରିବେ ସେତେ ବଢିବ ତାହା କଣ ?

ଉତ୍ତର;- ବିଦ୍ୟା ।

୨୭;- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?

ଉତ୍ତର;- ସୂର୍ଯ୍ୟ ଓ ଚନ୍ଦ୍ର ।

28- Police କୁ ଓଡିଆରେ କଣ କୁହନ୍ତି ?

ଉତ୍ତର- ରାଜକୀୟ ଜନ ରକ୍ଷକ

Leave a Reply

Your email address will not be published. Required fields are marked *