ବହୁତ ହିଁ କମ ଦେଖିବାକୁ ମିଳିଥାଏ ଏମିତି ଭୟଙ୍କର ଦୃଶ୍ୟ, ଗୁହାଳରେ ଅଣ୍ଡା ସେକୁଥିବା ନାଗୁଣୀ (Cobra)ର ରୁଦ୍ର ରୂପ ଦେଖିଲେ ଆପଣଙ୍କ ନିଦ ହଜିଯିବ, ଦେଖନ୍ତୁ ଏହି Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମିର୍ଜା ଆମ ଓଡିଶାର ଅନେକ ଜିଲ୍ଲାକୁ ଯାଇ ସାପ ମାନଙ୍କୁ ଉଦ୍ଧାର କରନ୍ତି । ସାପ ଉଦ୍ଧାର କରିବା ସମୟରେ ସେ ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରନ୍ତି ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ମିର୍ଜା ଅନେକ ଘାତକ ସାପ ଗୁଡିକୁ ଧରି ଛନ୍ତି ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ । ହେଲେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମିର୍ଜା ଏକ ନାଗ ସାପକୁ ଉଦ୍ଧାର କରିବା ପାଇଁ ଏକ ଗାଁକୁ ଯାଇଛନ୍ତି ହେଲେ ନାଗ ସାପଟି ଯାହା କରିଛି ତାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ମିର୍ଜା ଏକ ଗାଁକୁ ଯାଇଛନ୍ତି ଏହି ଗାଁରେ ଏକ ଗୁହାଳ ଭିତରେ ଏକ ନାଗୁଣୀ ରହୁଥିଲା । ନାଗୁଣୀ ଗୁହାଳ ଭିତରେ ରହି କେତେକ ଅଣ୍ଡା ମଧ୍ୟ ଦେଇଛି । ମିର୍ଜା ସେହି ଗାଁକୁ ଯାଇ ଗୁହାଳ ଭିତରୁ ନାଗୁଣୀଟିକୁ ଉଦ୍ଧାର କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଉଦ୍ଧାର ସମୟରେ ନାଗୁଣୀଟି ନିଜ ରୁଦ୍ର ରୂପ ମଧ୍ୟ ଦେଖାଇଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *