IAS ଇଣ୍ଟରଭ୍ୟୁରେ ପଚରାଗଲା INDIA ର ଫୁଲ ଫର୍ମ କଣ ଅଟେ ? କଣ ଆପଣ ଜାଣନ୍ତି…

ଆପଣମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥିବେ ଯାହାକି ଶୁଣିବାକୁ ସରଳ ଲାଗିଥାଏ ହେଲେ ତାହାର ଉତ୍ତର ଦେବା କଠିନ ହୋଇଯାଇଥାଏ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ମଧ୍ୟ ସେତିକି ମଜାଳିଆ ହୋଇଥାଏ । ଏହା ଦ୍ଵାରା ବୁଦ୍ଧିର ପରୀକ୍ଷା ମଧ୍ୟ ହୋଇଯାଏ । ତେଣୁ ଆଜି ଆମେ କହିବାକୁ ଯାଉଛୁ କିଛି ନୂଆ ପ୍ରଶ୍ନ ଓ ତାହାର ଉତ୍ତର ଯାହା IAS ଇଣ୍ଟରଭିଉରେ ପଚରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ- ୧

କୁହନ୍ତୁ କେଉଁ ଦେଶରେ ଜନସଂଖ୍ୟା ତୁଳନାରେ ସବୁଠୁ ଅଧିକ ଝିଅ ଜନ୍ମ ହୋଇଥାନ୍ତି ?

ଉତ୍ତର- ସଂଯୁକ୍ତ ରାଜ୍ୟ ଆମେରିକା(USA)

ପ୍ରଶ୍ନ- ୨

ନୋବେଲ୍‌ ପୁରସ୍କାରର ସମ୍ମିଳନୀ ପ୍ରତିବର୍ଷ କେଉଁଠାରେ ଆୟୋଜିତ ହୋଇଥାଏ ?

ଉତ୍ତର- ଷ୍ଟକ୍ ହୋମ୍ ରେ ଆୟୋଜିତ ହୋଇଥାଏ, ଯାହା ସ୍ଵିଡନ୍ ରେ ଅବସ୍ଥିତ ।

ପ୍ରଶ୍ନ- ୩

ଦୁନିଆର ସବୁଠୁ ବଡ଼ ସ୍କୁଲ୍ କେଉଁଠି ଅଛି ।

ଉତ୍ତର- ଲକ୍ଷ୍ନୌ ର ଦି ମୋଣ୍ଚେସରୀ ସ୍କୁଲ ସବୁଠୁ ବଡ଼ ଅଟେ, ଏଠାରେ ୪୫,୦୦୦ ପିଲା ପାଠ ପଢନ୍ତି ।

ପ୍ରଶ୍ନ- ୪

ତାହା କଣ ଅଟେ ଯାହା ସମ୍ପୂର୍ଣ୍ଣ ଗୋଟେ ମାସ ପରେ ଆପଣଙ୍କ ପାଖକୁ ଆସିଥାଏ ଓ ୨୪ ଘଣ୍ଟା ପରେ ଚାଲିଯାଏ ?

ଉତ୍ତର- ତାରିଖ, କାରଣ ଯେକୌଣସି ତାରିଖ ହେଉ ନା କାହିଁ ଗୋଟେ ମାସ ପରେ ଆସିଥାଏ କିନ୍ତୁ ୨୪ ଘଣ୍ଟା ପରେ ଚାଲିଯାଇଥାଏ ।

ପ୍ରଶ୍ନ- ୫

କେଉଁ ପ୍ରାଣୀ ବିନା ଖାଦ୍ୟ ଖାଇ କିଛି ମାସ ଯାଏ ରହିଥାଏ ।

ଉତ୍ତର- ଏକ ଧୃବୀୟ ପେଙ୍ଗୁଇନ ପଶୁ ଅଛି ଯାହା ଖାଇବା ପିଇବା ବିନା ମଧ୍ୟ କେତେ ମାସ ବଞ୍ଚିରହିଥାଏ ।

ପ୍ରଶ୍ନ- ୬

ଦିନରେ ତାରା କାହିଁକି ଦେଖା ଦେଇନଥାଏ ।

ଉତ୍ତର- ପୃଥିବୀ ର ଚାରିପଟେ ବାୟୁମଣ୍ଡଳର ସ୍ତର ଅଛି ଯାହା ସୂର୍ଯ୍ୟଠୁ ଆସୁଥିବା ଆଲୋକ କୁ ଚାରିଆଡ଼େ ଖେଳାଇଦେଇଥାଏ । ଏହି କାରଣରୁ ସମ୍ପୂର୍ଣ୍ଣ ବାୟୁମଣ୍ଡଳରେ ଆଲୋକ ଖେଳିଯାଏ ଓ ଦିନ ସମୟରେ ତାରା ଦେଖାଯାଇ ନଥାଏ । ଏହିପରି ଚନ୍ଦ୍ରମାରେ ବାୟୁମଣ୍ଡଳ ନଥିବାରୁ ସେଠାରେ ଦିନରେ ମଧ୍ୟ ତାରା ଦେଖାଦେଇଥାଏ ।

ପ୍ରଶ୍ନ- ୭

India ର ଫୁଲ ଫର୍ମ କଣ ହୋଇଥାଏ ?

ଉତ୍ତାର – Independent, National, Democratic, Intelligent, Area

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *