ଭାରତର ଏହି ୩ ଟି ସହରର ଝିଅମାନେ ଅଟନ୍ତି ବହୁତ ସୁନ୍ଦର, ପ୍ରଥମ ସହରର ନାମ ଜାଣିଲେ ବିଶ୍ଵାସ କରି ପାରିବେନି

ଭାରତ ଦକ୍ଷିଣ ଏସିୟାରେ ସ୍ଥିତ ଭାରତୀୟ ଉପମହାଦୀପର ସବୁଠୁ ବଡ଼ ଦେଶ ଅଟେ । ଏହା ପୂର୍ଣ୍ଣ ରୁପରେ ଉତ୍ତର ଗୋଲାର୍ଦ୍ଧରେ ସ୍ଥିତ ଅଟେ । ଭାରତ ଭୌଗୋଳିକ ଦୃଷ୍ଟିକୋଣରୁ ବିଶ୍ଵର ସପ୍ତମ ବୃହତ ଦେଶ ଅଟେ । ୧- ରୁଷ, ୨- କାନାଡା, ୩- ଚିନ, ୪- ଆମେରିକା, ୫- ବ୍ରାଜିଲ, ୬- ଅଷ୍ଟ୍ରେଲିଆ , ୭- ଭାରତ ଓ ଜନସଂଖ୍ୟା ଦୃଷ୍ଟିକୋଣରୁ ଦ୍ଵିତୀୟ ବ୍ବୃହତ ଦେଶ ଅଟେ । ଭାରତର ପଶ୍ଚିମରେ ପାକିସ୍ତାନ , ଉତ୍ତର ପୂର୍ବରେ ଚିନ , ନେପାଳ ଓ ଭୁଟାନ , ପୂର୍ବରେ ବାଂଲାଦେଶ ଓ ମିଆଁମାର ଅବସ୍ଥିତ ଅଛି ।

ହିନ୍ଦ ମହାସାଗରରେ ଏହାର ଦକ୍ଷିଣ-ପଶ୍ଚିମରେ ମାଲଦୀପ, ଦକ୍ଷୀଣରେ ଶ୍ରୀଲଙ୍କା ଓ ଦକ୍ଷିଣ – ପୂର୍ବରେ ଇଣ୍ଡୋନେସିଆରେ ଭାରତର ସାମୁଦ୍ରିକ ସୀମା ଲାଗିଥାଏ । ଏହାର ଉତ୍ତରର ଭୌତିକ ସୀମା ହିମାଳୟ ପର୍ବତରୁ ଦକ୍ଷିଣର ହିନ୍ଦ ମହାସାଗର ସହିତ ଲାଗି ରହିଛି । ପୂର୍ବରେ ବଂଗୋପ ସାଗର ରହିଛି ତଥା ପଶ୍ଚିମରେ ଆରବ ସାଗର ରହିଛି ।

ଯଦି ଭାରତରେ ସବୁଠୁ ସୁନ୍ଦର ଝିଅମାନଙ୍କ କଥା କୁହାଯାଏ ତେବେ ସୁନ୍ଦରତା ମାମଲାରେ ଏହା ଅନ୍ୟ କୌଣସି ବି ଦେଶଠାରୁ ପଛରେ ନାହିଁ । ଭାରତରେ କେତେକ ଏମିତି ସହର ଅଛି ଯେଉଁଠି ସବୁଠୁ ଅଧିକ ସୁନ୍ଦର ଝିଅମାନେ ଅଛନ୍ତି । ସେମିତି ତ ଅଲଗା ଅଲଗା ଲୋକଙ୍କର ମତ ଡିଫ୍ରେନ୍ଟ ହେଇଥାଏ । କିନ୍ତୁ ଆମେ ଆପଣଙ୍କୁ ତିନୋଟି ସହରର ନାମ କହିବାକୁ ଯାଉଛୁ , ଯେଉଁଠିକାର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି ।

୩. ଦିଲ୍ଲୀ

ଦିଲ୍ଲୀ ଭାରତର ହୃଦୟ ଅଟେ ଓ ତୃତୀୟ ଏମିତି ସହର ଅଟେ ଯେଉଁଠିକାର ଝିଅମାନେ ସବୁଠୁ ଅଧିକ ସୁନ୍ଦରୀ ବୋଲି ଜଣା ଯାଆନ୍ତି । ଭାରତର ରାଜଧାନୀ ଦିଲ୍ଲୀରେ ରହୁଥିବା ଝିଅମାନେ ବହୁତ ହିଁ ସନ୍ଦରୀ ଓ ଷ୍ଟାଇଲିଶ ଦେଖା ଯାଇ ଥାଆନ୍ତି । ଦିଲ୍ଲୀ ଭାରତର ସବୁଠୁ ଡେଭଲପ୍ଦ ସହର ଭିତରୁ ଗୋଟେ ଅଟେ । ଏଠାକୁ ବିଦେଶି ଲୋକ ବି ଆସିଥାନ୍ତି ଓ ଦେଶର ବହୁତ ଝିଅମାନେ ପାଠ ପଢିବା ପାଇଁ ଆସନ୍ତି । ଏହି କାରଣରୁ ଏଠି ବିଭିନ୍ନ ପ୍ରକାରର ସଂସ୍କୃତି ସବୁ ଦେଖିବାକୁ ମିଳିଥାଏ । ଏଠାରେ ରହୁଥିବା ଝିଅମାନେ ଅଧିକ ଷ୍ଟାଇଲିସ , ମଡର୍ଣ୍ଣ ଓ ଆକର୍ଷଣୀୟ ହୋଇଥାନ୍ତି ।

୨. ଚଣ୍ଡୀଗଡ଼

ଚଣ୍ଡୀଗଡ଼ ବହୁତ ହିଁ ସୁନ୍ଦର ସହର ଅଟେ ଓ ଭାରତର ଦ୍ଵିତୀୟ ଏମିତି ସହର ଅଟେ ଯେଉଁଠିକାର ଝିଅମାନଙ୍କୁ ବହୁତ ହିଁ ସୁନ୍ଦରି ବୋଲି କୁହାଯାଏ । ଚଣ୍ଡୀଗଡ଼ ପଞ୍ଜାବ ହରିୟାଣାର ଜଏଣ୍ଟ ରାଜଧାନୀ ଅଟେ । ଏଠିକାର ଝିଅମାନେ ଚତୁର ଦିମାଗ ସହିତ ସୁନ୍ଦରତା ମାମଲାରେ ବହୁତ ଆଗରେ ଅଛନ୍ତି ।

୧. କୋଲକାତା

କୋଲକାତାକୁ ଭାରତରର ପ୍ରଥମ ସହର ବୋଲି ଜଣାଯାଏ । ଏଠିକାର ଝିଅମାନେ ସବୁଠୁ ଅଧିକ ସୁନ୍ଦର ଅଟନ୍ତି । କୋଲକାତା ଭାରତର ଗୋଟେ ମହାନଗର ଅଟେ । କୋଲକାତା ହାୱଡା ବ୍ରିଜ ପାଇଁ ମଧ୍ୟ ଜଣାଯାଏ । ଯଦି ବେଙ୍ଗଲୀ ଫିଲ୍ମ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କର କଥା ହେବା ତେବେ ସେ ଦେଖିବା ପାଇଁ ବହୁତ ହିଁ ସୁନ୍ଦର ଦେଖା ଯାଇଥାନ୍ତି । କାହିଁକି ନା ଏଠିକାର ଝିଅମାନେ କେବଳ ମାଛ ଖାଇଥାନ୍ତି । ଯେଉଁଥି ପାଇଁ ତାଙ୍କର ଚେହେରା ସବୁବେଳେ ଚମକି ଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *