ଦେଖନ୍ତୁ Video: ଇଏ ସେଇ ପାରଳାଖେମୁଣ୍ଡି DFO, ଯିଏ ଲୋକଙ୍କୁ ନାଲି ଆଖି ଦେଖେଇ ନିଜକୁ କହୁଛି ମୁଁ ଜଙ୍ଗଲର ସମ୍ରାଟ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ

ନମସ୍କାର ବନ୍ଧୁଗଣ ଦଶଦିନ ରୁ ଅଧିକ ଦିନ ହେବ ଚର୍ଚ୍ଚା ରେ ରହୁଥିବା ନ୍ୟୁଜ ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ ।

ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ହେବା ସହ ଅନେକ କିଛି ତଥ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ବିଦ୍ୟା ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ତେବେ ଏହି ସବୁ ଭିତରେ ସନ୍ଦେହ ଘେରରେ ଥିବା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କୁ ମଧ୍ୟ ପୋଲିସ ଜେରା କରିଛି ତେବେ ସେ ମଧ୍ୟ ଏହି ଅଭିଯୋଗ କୁ ଖାରଜ କରିବା ସହ ସେ ବିଦ୍ୟା ଙ୍କୁ ଜାଣି ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି ତେବେ ଡିଏଫଓ କେତେ ସତ କହୁଛନ୍ତି କେତେ ମିଛ କହୁଛନ୍ତି ତାହା ତଦନ୍ତ ପରେ ଜଣାଯିବ ।

ତେବେ ଏହି ସବୁ ଭିତରେ ପାରଳାଖେମୁଣ୍ଡି ଡିଏଫଓ ଙ୍କ ର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକ ମାନଂକ ଉପରେ ରାଗି ପାଟି କରିବାର ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓ ରେ ଜଙ୍ଗଲ ଭିତରେ ଏକ ହାତୀ ବାହାରକୁ ପଳେଇ ଆସିଥିଲା ଏବଂ ଡ଼ିଏଫଓ ଙ୍କୁ ଡ଼କାଯାଇଥିଲା କିନ୍ତୁ ସେ ପାଞ୍ଚ ଦିନ ପରେ ସେଠି ଯାଇ ପହଁଚି ଥିଲେ ।

ତେବେ ତାଙ୍କୁ ନିଜର କାର୍ଯ୍ୟ ରେ ଅବହେଳା ଏବଂ ପ୍ରଶ୍ନ କରିଥିବା ବେଳେ ଓଲଟା ସେ ସମସ୍ତଙ୍କ ସହ ଯୁକ୍ତି ତର୍କ କରିବା ସହ ସେମାନଙ୍କୁ ଜଙ୍ଗଲ ରୁ ବାହାର କରିଦେବାର ଧମକ ମଧ୍ୟ ଦେଲେ ଏହା ସହ ସେ ନିଜକୁ ଜଙ୍ଗଲ ର ସମ୍ରାଟ ବୋଲି ମଧ୍ୟ କହୁଛନ୍ତି ।

ତେବେ ଜଣେ ଡିଏଫଓ ଙ୍କ ଏଭଳି ଅସଭ୍ୟ ବ୍ୟବହାର କୁ ଲୋକମାନେ ନା ପସନ୍ଦ କରିବା ସହ ହୁଏତ ସୌମ୍ୟ ଙ୍କ ରହସ୍ୟ ଜନକ ମୃତ୍ୟୁରେ ତାଙ୍କର ହାତ ଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *