ଏ କେମିତିକା ବୋହୁ ? ଶ୍ଵଶୁର ସହିତ କରିଲା ଏମିତି କାଣ୍ଡ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। କିଏ କାହାକୁ ଛୋଟ ଛୋଟ କଥାରେ ମାରିବାକୁ ଲାଗୁଛି ତ କିଏ ସବୁ ଅସୁବିଧା ରୁ ବଞ୍ଚିବା ପାଇଁ ଆତ୍ମହତୟଆ ର ସାହାରା ନେଉଛି। ତେବେ କେଉଁଠି ସ୍ୱାମୀ ସ୍ତ୍ରୀ ଝଗଡା ଦେଖିବାକୁ ମିଳୁଛି ତ କେଉଁଠି ପ୍ରେମ ପାଇଁ ତ କେଉଁଠି ପାରିବାରିକ ଶତ୍ରୁତା। ତେବେ ବର୍ତ୍ତମାନ ଫୁଣି ଆଉ ଏକ ମର୍ଡର କେଶ ସାମ୍ନା କୁ ଆସିଛି। ତେବେ ଆସନ୍ତୁ ସେ ବିଷୟରେ ଟିକେ ଆଲୋଚନା କରି ନେବା।


ଶ୍ୱଶୁରଙ୍କୁ ହତୟଆ କଲା ବୋହୂ । ୮୦ ବର୍ଷର ବୃଦ୍ଧଙ୍କୁ ବିଇଭତ୍ସ ଭାବେ ହତୟଆ କରାଯାଇଛି । ମୃତକଙ୍କ ନାମ ରଘୁନାଥ ଜେନା । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ବଡପାଳ ପଞ୍ଚାୟତ କାକବାରାଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ରଘୁନାଥ ଘରେ ଶୋଇଥିବା ବେଳେ ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତୟଆ କରାଯାଇଥିବା ଅଭିଯୋଗ । ବୃଦ୍ଧଙ୍କ ନିଜ ବୋହୁ ହତୟଆ କରିଥିବା ନେଇ ଅଭିଯୋଗ ।

ସମ୍ପୃକ୍ତ ବୋହୁଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚରା କରୁଛି । ମୃତକଙ୍କ ପରିବାର ପକ୍ଷରୁ ରେମୁଣା ଥାନାରେ ଏତଲା ଦେବା ପରେ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ସୂଚନ ଅନୁଯାୟୀ ବଡ଼ ବୋହୁ ଓ ପୁଅ ପାଖରେ ବାପା ରୁହନ୍ତି ଏବଂ ସାନ ପୁଅ ବୋହୂ ପାଖରେ ମାଆ ତେବେ ବଡ଼ ବୋହୁ ପାଖରେ ରହିଥିବା ସମୟରେ ଯେତେ ବେଳେ ଘରେ ପୁଅ ନଥାଏ ସେତେବେଳେ ବୋହୁ ଏକ ପର ପୁରୁଷ କୁ ଡାକିଥାଏ।


ତେବେ ଏହା ସବୁଦିନ ଦେଖି ରଘୁନାଥ ସହି ପାରି ନଥିଲେ ଏବଂ ସେ ନିଜ ପୁଅକୁ ସବୁ କହିଦେବେ ବୋଲି ମଧ୍ୟ କହିଥିଲେ। ତେବେ ବାପା କହିଥିଲେ, ପୁଅରେ ସମୟ ହେଲେ ତତେ ଗୋଟେ କଥା କହିବି। ଏମିତି କି କଥା ଥିଲା କି ? କିଛି କହିବା ପୂର୍ବରୁ ଶ୍ବଶୁରଙ୍କ ମୁହଁ ସବୁଦିନ ଚୁପ କରି ଦେଲା ବଡ଼ ବୋହୂ। ଭୟ ଥିଲା, ବଡ଼ ପୁଅ କାନରେ କାଳେ କଥା ପଡିଯିବ। ବାଲେଶ୍ବର ରେମୁଣା ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁର ରଘୁନାଥ ଜେନାଙ୍କ ହତୟଆ ପରେ, ଏବେ ପୁରା ଗାଁର ଚହଳ ପଡିଛି।

ତେବେ ଜଣେ ବୋହୂ ଏପରି କରିଥିବା କଥା କେହି ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି ତେବେ କେଉଁ ପ୍ରକାରରେ ଏତେ ନୃଶଂସ ହୋଇ ପାରିଲା ସେହି ବୋହୂ। ତେବେ ନିଜ ସ୍ୱାମୀ ଙ୍କୁ ଛାଡି ପାରିବନି କିମ୍ବା ସେହି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ବନ୍ଦ ମଧ୍ୟ କରିବ ନାହିଁ ତେଣୁ ସବୁଦିନ ପାଇଁ ନିଜ ରାସ୍ତାର କଣ୍ଟା ନିଜ ଶ୍ବଶୁର ଙ୍କୁ ହିଁ ହଆଣି ମାରିଦେଲା।

ତେବେ ସକାଳେ ରଘୁନାଥ ଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତୁରନ୍ତ ପୋଲିସ କୁ ମଧ୍ୟ ଡାକିଲେ। ତେବେ ପୋଲିସ ତାର ସମସ୍ତ ତଦନ୍ତ ଆରମ୍ଭ କରି ଦେଇଛି ଏବଂ ବଡ଼ ବୋହୂ କୁ ମଧ୍ୟ ଗିରଫ କରିଛି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *