Interesting Gk Questions- IAS ର Full Form କ’ଣ ? IPS ର Full Form କ’ଣ ? CID ର Full Form କ’ଣ ? ଜାଣନ୍ତୁ ଏମିତି ଆହୁରି 17 ଟି Full Form…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. IPS ଆର Full Form କଣ ?

ଉତ୍ତର- IPSର Full Form ହେଉଛି ଇଣ୍ଡିଆନ ପୋଲିସ ସର୍ଭିସ ।

୨. SSP ର Full Form କଣ ?

ଉତ୍ତର- SSPର Full Form ହେଉଛି ସିନିୟର ସୁପରିନ୍ଟେଣ୍ଡେଣ୍ଟ ଅଫ ପୋଲିସ ।

୩. SDM ର Full Form କଣ ?

ଉତ୍ତର- SDMର Full Form ହେଉଛି ସବ ଡିଭିଜନାଲ ମାଜିଷ୍ଟ୍ରେଟ ।

୪. DSPର Full Form କଣ ?

ଉତ୍ତର- DSPର Full Form ହେଉଛି ଡେପ୍ୟୁଟି ସୁପରିନ୍ତେଡେଣ୍ଟ ଅଫ ପୋଲିସ ।

୫. IGର Full Form କଣ ?

ଉତ୍ତର- IGର Full Form ହେଉଛି ଇନ୍ସପେକ୍ଟର ଜେନେରାଲ ।

୬. BAର Full Form କଣ ?

ଉତ୍ତର- BAର Full Form ହେଉଛି ବ୍ୟାଚଲର ଅଫ ଆର୍ଟ୍ସ ।

୭. MAର Full Form କଣ ?

ଉତ୍ତର- ମାଷ୍ଟର ଅଫ ଆର୍ଟ୍ସ ।

୮. B.Techର Full Form କଣ ?

ଉତ୍ତର- ବ୍ୟାଚଲର ଅଫ ଟେକ୍ନୋଲୋଜି ।

୯. BSCର Full Form କଣ ?

ଉତ୍ତର- BSCର Full Form ହେଉଛି ବ୍ୟାଚଲର ଅଫ ସାଇନ୍ସ ।

୧୦. MSCର Full Form କଣ ?

ଉତ୍ତର- MSCର Full Form ହେଉଛି ମାଷ୍ଟର ଅଫ ସାଇନ୍ସ ।

୧୧. CIDର Full Form କଣ ?

ଉତ୍ତର- CID ର Full Form ହେଉଛି କ୍ରୀମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ ।

୧୨. IASର Full Form କଣ ?

ଉତ୍ତର- IAS ର Full Form ହେଉଛି ଇଣ୍ଡିଆନ ଆଡ୍ମିନିଷ୍ଟ୍ରାଟିଭ ସର୍ଭିସ ।

୧୩. MBBSର Full Form କଣ ?

ଉତ୍ତର- MBBSର Full Form ହେଉଛି ବ୍ୟାଚଲର ଅଫ ମେଡ଼ିସିନ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ ।

୧୪. CBIର Full Form କଣ ?

ଉତ୍ତର- CBIର Full Form ହେଉଛି ସେଣ୍ଟ୍ରାଲ ବ୍ଯୁରୋ ଅଫ ଇନଭେଷ୍ଟିଗେସନ ।

୧୫. DIGର Full Form କଣ ?

ଉତ୍ତର- ଡେପ୍ୟୁଟି ଇନ୍ସପେକ୍ଟର ଜେନେରାଲ ।

୧୬. UNOର Full Form କଣ ?

ଉତ୍ତର-UNOର Full Form ହେଉଛି ୟୁନାଇଟେଡ ନାସନାଲ ଅର୍ଗାନାଇଜେସନ ।

୧୭. WHOର Full Form କଣ ?

ଉତ୍ତର- WHOର Full Form ହେଉଛି ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ ।

Leave a Reply

Your email address will not be published. Required fields are marked *