‘କେସରେ ଆଗେଇଛନ୍ତି ବର୍ଷା, ନିର୍ଯ୍ଯାତିତ ହେଉଛନ୍ତି ଅନୁଭବ…’ Anubhav ଙ୍କୁ ସପୋର୍ଟ କରି ମହିଳା ଜଣଙ୍କ ଯାହା କହୁଛନ୍ତି ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଲୟର କହିଛନ୍ତି ଯେ, ଅନୁଭବ ବାରମ୍ବାର ଚେଷ୍ଟା ଚଳାଇଛନ୍ତି ଯେ ତାଙ୍କ ର କେସ ଟା କିଭଳି ସରିଯାଉ । ମିଶିକି ବସି ସରାନ୍ତୁ କାରଣ ଆପଣ ମାନେ ଯେତେ କେସ କୁ ଆଗକୁ ଟାଣିବେ ତାହା ଇଲାଷ୍ଟିକ ଭଳି ଲମ୍ବି ଚାଲିବ । ସମାଧାନ କିଛି ନାହିଁ । ଅନୁଭବ ସଂପୂର୍ଣ୍ଣ ଭାବରେ କ୍ଲିୟର କରିନେଇଛନ୍ତି ଯେ ତାଙ୍କର ଡିଭୋର୍ସ ଦରକାର । ମାତ୍ର ବର୍ଷା କିଛି ଆଶା ରଖିବା କାଳେ ମିଶିଯିବ କାଳେ ସାଥିରେ ରହିବେ ଏହା ସଂପୂର୍ଣ୍ଣ ଭାବରେ ଅର୍ଥହୀନ ।

ଆଜିର କେସ ରେ ଯେବେଠାରୁ ଏହି ଡିଭୋର୍ସ ଆରମ୍ଭ ହେଲାଣି ସେଥିରେ ବର୍ଷା ବହୁତ ଆଗକୁ ଆସିଛନ୍ତି ତଥା ବହୁତ ହିଟ ହେଉଛନ୍ତି । କିନ୍ତୁ ଅନୁଭବ ପଛକୁ ପଛ ପଳାଇ ଯାଉଛନ୍ତି । ମାନସିକ ସନ୍ତୁଳନ ବର୍ତ୍ତମାନ ଅନୁଭବ ଙ୍କର ସଂପୂର୍ଣ୍ଣ ଭାବରେ ଇମବାଲାନ୍ସ ହୋଇଗଲାଣି । ଆଜିର ଡେଟ ରେ ଦେଖିବାକୁ ଗଲେ ସାଇକୋଲୋଜି କାହାର ଆଗକୁ ବଢିଛି ତାହାର ଦେଖିବେ ବର୍ଷା ଙ୍କର ।

ଏହି ଏଲିଗେସନ ଗୁଡିକ ବେସଲେସ । କାରଣ ଆପଣ ଯଦି ସ୍ଵାମୀ ଙ୍କୁ ଚାହୁଁନାହାଁନ୍ତି । ତଥା ସ୍ଵାମୀ ଆପଣଙ୍କୁ ଅତୟଆଚାର କରୁଛି ତେବେ ଆପଣ ସେହି ଜାଗାରେ ରହିବାକୁ କାହିଁକି ଚାହୁଁଛନ୍ତି ? କାରଣ ଆପଣ ରହିବା ପାଇଁ ଯେଉଁଠାରେ ଚାହୁଁଛନ୍ତି ତେବେ ସେଠାରେ ହେଲ୍ଥି ଆଟ୍ମୋସ୍ପିୟର ଥିବ ଅଥବା ଆପଣଙ୍କ ସ୍ଵାମୀ ଆପଣଙ୍କୁ ବହୁତ ଭଲ ପାଉଥିବ ଏବଂ ଆପଣ ତାଙ୍କ ପାଖକୁ ଯିବେ ମାତ୍ର ଏହିସବୁ ଜିନିଷ ବର୍ଷା ଙ୍କ କେସ ରେ ଆଦୌ ଦେଖାଯାଉନାହିଁ ।

ବର୍ଷା ଓଲଟା କ୍ରିମିନାଲ କେସ କରିଦେଲେ । ଏପଟେ ଡୋମେଷ୍ଟିକ ଭାୟୋଲେନ୍ସ କେସ କଲେ । ସବୁ ପ୍ରକାର କେସ କୁ ଯଦି ଆନାଲାଇସ କରିବେ ତେବେ କେସ ଟା କାହା ସହିତ କନେକ୍ଟ କରୁ ନାହିଁ । ଆଇନଗତ ଦ୍ରୁଷ୍ଟି ରୁ ୩ ଟି କାରଣ ରହୁଛି ଗୋଟିଏ ସାମାଜିକ କାରଣ, ଆଇନ ଗତ କାରଣ, ଆଉ ଗୋଟିଏ ଲୋକ ମାନଙ୍କ ର । କାରଣ ସେମାନେ ହେଉଛନ୍ତି ସେଲିବ୍ରେଟି । ମାତ୍ର ଏହି କେସ ବର୍ତ୍ତମାନ ଦିନକୁ ଦିନ ଗୋଳିଆ ହେଇ ଚାଲିଛି ବୋଲି ଓକିଲ କହିଛନ୍ତି ।

ଅନୁଭବ ପ୍ରଥମ ଦିନରୁ କ୍ଲିଅର କରିସାରିଛନ୍ତି ଯେ ବିବାହ ପରେ ସ୍ଵାମୀ ର ଅଧିକାର ମତେ ମିଳିନାହିଁ ଏଣୁ ଡିଭୋର୍ସ ଦେବେ । ତେବେ ତାଙ୍କ ର ଯାହା ନିଷ୍ପତ୍ତି ଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଗୋଟିଏ କଥା ସ୍ଥିର ଅଛି କିନ୍ତୁ ବର୍ଷା ଗୋଟେ ପରେ ଗୋଟେ ଆଲିଗେସନ ଲଗାଇ ଚାଲିଛନ୍ତି । ଏଣୁ ବର୍ଷା ଅନୁଭବ ଉଭୟ ଏହି କେସ କୁ ଆଗକୁ ଟାଣିବା ବଦଳରେ ମ୍ୟୁଚୁଆଲ ବୁଝାମଣା ରେ ସମାଧାନ କରିନେବା ଉଚିତ ବୋଲି ଆଇନଜୀବୀ ମତ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *