ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. IPS ଆର Full Form କଣ ?
ଉତ୍ତର- IPSର Full Form ହେଉଛି ଇଣ୍ଡିଆନ ପୋଲିସ ସର୍ଭିସ ।
୨. SSP ର Full Form କଣ ?
ଉତ୍ତର- SSPର Full Form ହେଉଛି ସିନିୟର ସୁପରିନ୍ଟେଣ୍ଡେଣ୍ଟ ଅଫ ପୋଲିସ ।
୩. SDM ର Full Form କଣ ?
ଉତ୍ତର- SDMର Full Form ହେଉଛି ସବ ଡିଭିଜନାଲ ମାଜିଷ୍ଟ୍ରେଟ ।
୪. DSPର Full Form କଣ ?
ଉତ୍ତର- DSPର Full Form ହେଉଛି ଡେପ୍ୟୁଟି ସୁପରିନ୍ତେଡେଣ୍ଟ ଅଫ ପୋଲିସ ।
୫. IGର Full Form କଣ ?
ଉତ୍ତର- IGର Full Form ହେଉଛି ଇନ୍ସପେକ୍ଟର ଜେନେରାଲ ।
୬. BAର Full Form କଣ ?
ଉତ୍ତର- BAର Full Form ହେଉଛି ବ୍ୟାଚଲର ଅଫ ଆର୍ଟ୍ସ ।
୭. MAର Full Form କଣ ?
ଉତ୍ତର- ମାଷ୍ଟର ଅଫ ଆର୍ଟ୍ସ ।
୮. B.Techର Full Form କଣ ?
ଉତ୍ତର- ବ୍ୟାଚଲର ଅଫ ଟେକ୍ନୋଲୋଜି ।
୯. BSCର Full Form କଣ ?
ଉତ୍ତର- BSCର Full Form ହେଉଛି ବ୍ୟାଚଲର ଅଫ ସାଇନ୍ସ ।
୧୦. MSCର Full Form କଣ ?
ଉତ୍ତର- MSCର Full Form ହେଉଛି ମାଷ୍ଟର ଅଫ ସାଇନ୍ସ ।
୧୧. CIDର Full Form କଣ ?
ଉତ୍ତର- CID ର Full Form ହେଉଛି କ୍ରୀମିନାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ ।
୧୨. IASର Full Form କଣ ?
ଉତ୍ତର- IAS ର Full Form ହେଉଛି ଇଣ୍ଡିଆନ ଆଡ୍ମିନିଷ୍ଟ୍ରାଟିଭ ସର୍ଭିସ ।
୧୩. MBBSର Full Form କଣ ?
ଉତ୍ତର- MBBSର Full Form ହେଉଛି ବ୍ୟାଚଲର ଅଫ ମେଡ଼ିସିନ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ ।
୧୪. CBIର Full Form କଣ ?
ଉତ୍ତର- CBIର Full Form ହେଉଛି ସେଣ୍ଟ୍ରାଲ ବ୍ଯୁରୋ ଅଫ ଇନଭେଷ୍ଟିଗେସନ ।
୧୫. DIGର Full Form କଣ ?
ଉତ୍ତର- ଡେପ୍ୟୁଟି ଇନ୍ସପେକ୍ଟର ଜେନେରାଲ ।
୧୬. UNOର Full Form କଣ ?
ଉତ୍ତର-UNOର Full Form ହେଉଛି ୟୁନାଇଟେଡ ନାସନାଲ ଅର୍ଗାନାଇଜେସନ ।
୧୭. WHOର Full Form କଣ ?
ଉତ୍ତର- WHOର Full Form ହେଉଛି ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ ।