Exclusive- ହାଇଦ୍ରାବାଦ ରୁ ଓଡିଶା ଆସିଲା Pintu Nanda ଙ୍କ ମୃତ ଦେହ ! ପାଖରେ ବସି କାନ୍ଦୁଛନ୍ତି ବଡ ଭାଇ…

ନମସ୍କାର  ବନ୍ଧୁଗଣ । ସୂଚନା ଅନୁସାରେ ଆସିଲା ପିନ୍ଟୁ ନନ୍ଦଙ୍କ ମୃ-ତ ଶରୀର ! ତେବେ ଅଭିନେତା ପିନ୍ଟୁଙ୍କର ଗତ କାଲି ବିଳମ୍ବିତ ରାତ୍ରିରେ ଦେହାନ୍ତ ଘଟିଯାଇଛି । ଯାହାକୁ ନେଇ ସାରା ଓଡିଶାବ୍ୟାପୀ ଦୁଃଖ ଓ ଶୋକର ଛାୟା ଖେଳିଯାଇଛି । ତେବେ ଏହାରି ମଧ୍ୟରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଯଶୋଦା ହସ୍ପିଟାଲରେ ପିନ୍ଟୁ ନନ୍ଦ ରହି ଚିକିତ୍ସିତ ହେଉଥିଲେ । ତେବେ ସେହିଠାରେ ଚିକିତ୍ସିତ ହେଉଥିବା ସମୟରେ ହିଁ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଯାଇଛି ।

ତେବେ ସେଠାରୁ ପିନ୍ଟୁ ନନ୍ଦଙ୍କ ଦେହାନ୍ତ ଘଟିଲା ପରେ ସେଠାରୁ ହସ୍ପିଟାଲରୁ ସବୁକିଛି କାର୍ଯ୍ୟ ସାରି ହାଇଦ୍ରାବାଦରୁ ବାହାରି ଓଡିଶାରେ ଆସି ପହଞ୍ଚିଲା ପିନ୍ଟୁ ନନ୍ଦଙ୍କର ମୃ-ତ ଶରୀର ! ତେବେ ଗାଡିରେ ପିନ୍ଟୁ ନନ୍ଦଙ୍କ ପାଖରେ ତାଙ୍କ ବଡ ଭାଇ ପାଖରେ ବସିଛନ୍ତି । ତେବେ ନିଜ ସାନ ଭାଇ ପିନ୍ଟୁ ନନ୍ଦ ଚାଲିଯିବା ଦୁଃଖରେ ତାଙ୍କ ବଡ ଭାଇ ଦୁଃଖରେ ସଂପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି । ତେବେ ନିଜ ସାନ ଭାଇ ପିନ୍ଟୁଙ୍କ ପାଖରେ ବସି ପିନ୍ଟୁଙ୍କ ବଡ ଭାଇ କାନ୍ଦୁଛନ୍ତି ।

ତେବେ ପିନ୍ଟୁଙ୍କର ଦେହାନ୍ତ ଖବର ଶୁଣି ପିନ୍ଟୁଙ୍କ ପରିବାର ତଥା ତାଙ୍କ ପରିଚିତ ଆତ୍ମୀୟ ସ୍ଵଜନ ଦୁଃଖରେ ସଂପୂର୍ଣ୍ଣ ଭାବରେ ମ୍ରିୟମାଣ ହୋଇପଡିଛନ୍ତି । ତେବେ ବର୍ତ୍ତମାନର ସୂଚନା ମୁତାବକ ହାଇଦ୍ରାବାଦରୁ ପିନ୍ଟୁ ନନ୍ଦଙ୍କୁ ସ୍ଥାନାନ୍ତରିତ କରାଯାଇ ଓଡିଶାକୁ ଅଣା ଯାଇଛି । ତେବେ ପିନ୍ଟୁ ନନ୍ଦଙ୍କ ମୃ-ତ ଶରୀର ଓଡିଶାକୁ ଅଣା ଯିବା ପରେ ହିଁ  ଓଡିଶାରେ ସ୍ଥିତ ପିନ୍ଟୁ ନନ୍ଦଙ୍କ ବାସଭବନକୁ ହିଁ ପିନ୍ଟୁ ନନ୍ଦଙ୍କ ମୃ-ତ ଶରୀରକୁ ନିଆଜୀବ ।

ଯେଉଁଠାରେ କି ପିନ୍ଟୁ ନନ୍ଦଙ୍କର ଶେଷ ଦର୍ଶନ କରିବା ପାଇଁ ଅନେକ ଲୋକଙ୍କର ଭିଡ ରହିଅଛି । ତେବେ ସମସ୍ତଙ୍କର ଅତି ପ୍ରିୟ ଲୋକପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଯାଇଛନ୍ତି । ତେବେ ଆମେ ଯେତେ ଚେଷ୍ଟା କରିଲେ ମଧ୍ୟ ପିନ୍ଟୁଙ୍କୁ ସେଇ ଅଫେରା ରାଇଜର ଆଣିପାରିବୁନି ।

ତେବେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କ ଦେହାନ୍ତରେ ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ଭଗବାନଙ୍କ ନିକଟରେ ହ୍ରୁଦୟରୁ ପ୍ରାଥନା କରୁଛୁ । ଯଦି ଏହି ପୋସ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *