ଓଡିଶାର ଲୋକପ୍ରିୟ ସିଙ୍ଗର Mantu Churia ହେଲେ ଠକେଇ ର ଶିକାର ! ଏ ନେଇ ସେ କଣ କହିଲେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ମନ୍ଟୁ ଛୁରିଆ ହେଲେ ସାଇବର କ୍ରାଇମର ଠକେଇର ଶିକାର ! ତେବେ ହଁ ବନ୍ଧୁଗଣ ଖବର ମୁତାବିକ ଜଣାଶୁଣା ସିଙ୍ଗର ମନ୍ଟୁ ଛୁରିଆ ସାଇବର ଠକେଇରେ ପଡିଯାଇଛନ୍ତି । ତେବେ ଯାହାକୁ ନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି କଣ୍ଠଶିଳ୍ପୀ ମନ୍ଟୁ ଛୁରିଆ । ତେବେ ମନ୍ଟୁ ଛୁରିଆଙ୍କ ଅଭିଯୋଗ ଅନୁଯାଇ ଗତ କିଛି ଦିନ ଧରି ତାଙ୍କ ନାମକୁ ବ୍ୟବହାର କରି ପବଜି ଖେଳ ଆକାଉଣ୍ଟରେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେଉଥିଲା ।

ତେବେ ଏକ ଫେକ ଆକାଉଣ୍ଟ ଖୋଲି ସେଠାରେ ସୁନାମଧନ୍ୟ ମନ୍ଟୁ ଛୁରିଆଙ୍କ ନାମରେ ବ୍ୟବହାର କରି ଲୋକଙ୍କ ସହ କଥାବାର୍ତ୍ତା ଗତ କିଛି ଦିନ ଧରି ଜାରୀ ରଖିଥିଲା । ତେବେ ସେହି ଲୋକଙ୍କ ମଧ୍ୟରୁ ଅଧିକ ମାତ୍ରାରେ ଝିଅଙ୍କ ସହ ମଧ୍ୟ ଚାଟିଂ କରିବା ସହ ନିଜକୁ ସିଙ୍ଗର ମନ୍ଟୁ ଛୁରିଆ ନାମ ଦେଇ ଏହାର ଫାଇଦା ଉଠାଉଥିଲା । ତେବେ କଣ୍ଠଶିଳ୍ପୀ ମନ୍ଟୁ ଛୁରିଆଙ୍କ କହିବା ଅନୁଯାଇ ଯେତେବେଳେ ମୁଁ ସବୁ ପ୍ରୋଗ୍ରାମ କରିବାକୁ ଯାଇଥାଏ ।

ସେତେବେଳେ ବହୁତ ଲୋକ ମୋତେ ଆସି କହିଥାନ୍ତି । ମନ୍ଟୁ ଭାଇ ଆପଣଙ୍କ ସହିତ ଆମେ କାଲି ରାତିରେ କଥା ହେଇଥିଲୁ । ତେବେ ମନଟୁଙ୍କ କହିବା ଆଧାରରେ ମୋର ପବଜି କଣ କୌଣସି ପ୍ରକାର ମଧ୍ୟ ଗେମ ଆକାଉଣ୍ଟ ନାହିଁ । ତେବେ ମୁଁ କାଇଁ କାହା ସହିତ ଆକାଉଣ୍ଟ ଖୋଲିକି କଥା ହେବି । ତେବେ ଏହିପରି ଅନେକ ଥର ଲୋକଙ୍କ ମୁହଁରୁ ଶୁଣିବା ପରେ ମୋର ସନ୍ଦେହ ବଢିଥିଲା ।

ତେବେ ଆଗାମୀ ସମୟରେ ଏହି କଥାକୁ ନେଇ ଆଗକୁ ଅଧିକ କିଛି ଅସୁବିଧା ସୃଷ୍ଟି ନହେଉ । ତେଣୁ ତାପରେ ମୁଁ ଗତ ୨୭ ତାରିଖରେ ପ୍ରୋଗ୍ରାମ ସାରି ଯାଇ ବରେଇପାଲି ସାଇବର ଥାନାରେ ସେହି ଠକ ଲୋକଙ୍କ ନାମରେ ଅଭିଯୋଗ ଦେଇଥିଲି । ତେବେ ଥାନା ଅଧିକାରୀ ମୋ ଠାରୁ ସବୁ ତଥ୍ୟ ପଚାରି ବୁଝି ଠକ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ ।

ତେବେ  ବହୁତ ଅଳ୍ପ ସମୟ ମଧ୍ୟରେ ହିଁ ମୋ ନାମକୁ ବ୍ୟବହାର କରି ଫେକ ଆକାଉଣ୍ଟ ଖୋଲିକି ଲୋକଙ୍କୁ ଠକୁଥିବା ଲୋକଙ୍କୁ ପୋଲିସ ଚିହ୍ନଟ କରି ଧରି ପାରିଛି । ତେବେ ସାଇବର ଅଭିଯୁକ୍ତକୁ ଧରି ପୋଲିସର ତଦନ୍ତ ପାଇଁ ସବୁକିଛି ପଚରାଉଚରା ଚାଲିଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *