କଳିଯୁଗରେ ବାହାରିଲେ ପ୍ରଭୁ ଶିବ ! ହୁଙ୍କାରୁ ଶୁଭୁଛି ଫଁ ଫଁ ଗର୍ଜନ, ପୂଜାର୍ଚ୍ଚନା ପାଇଁ ଜମିଛି ଲୋକଙ୍କ ଭିଡ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି କଳିଯୁଗରେ ସାକ୍ଷାତ ମହାଦେବ ହୁଙ୍କାରୁ ହେଲେ ଆବିର୍ଭାବ ! ହୁଙ୍କାକୁ ଯେତେ ଭଙ୍ଗା ଯାଉଛି । ଦିନକୁ ଦିନ ହୁଙ୍କା ସେତେ ସେତେ ବଢି ବଢି ଜୀବାରେ ଲାଗୁଛି । ହୁଙ୍କାରୁ ବାହାରୁଛନ୍ତି ୨ ନାଗ ଓ ନାଗୁଣୀ । ତେବେ ଏପରି ଏକ ଅଲୌକିକ ରହସ୍ୟମୟ ଘଟଣା କଟକ ଜିଲ୍ଲା ମହାଙ୍ଗା ଅନ୍ତର୍ଗତ ଉଷୁମା ଅଞ୍ଚଳର ଗୋବରୀ ନଦୀ ଠାରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ପ୍ରଥମେ ପ୍ରଥମେ ଯେତେବେଳେ ସେହି ଅଞ୍ଚଳର ଲୋକମାନେ ସେହି ସ୍ଥାନରେ ରହିଥିବା ଉଈ ହୁଙ୍କାର ମାହାତ୍ମ୍ଯ ବିଷୟରେ ଜାଣିନଥିଲେ । ସେତେବେଳେ କିଛି ଲୋକ ଏଇ ହୁଙ୍କାକୁ ଭାଙ୍ଗିବାକୁ ମଧ୍ୟ ପ୍ରୟାସ କରିଥିଲେ । ତେବେ ଯେତେ ଏହି ଉଈ ହୁଙ୍କାଙ୍କୁ ଭଙ୍ଗା ଯାଇଥିଲା । ଉଈ ହୁଙ୍କା ତାପରେ ସେତେ ବଢିବାକୁ ଲାଗିଥିଲା । ତେବେ ସେହି ଉଈ ହୁଙ୍କାରେ କୁଆଡେ ଜୀବନ୍ତ ଶିବଲୀଙ୍ଗ ପାତାଳୀ ହୋଇ ରହିଛନ୍ତି ବୋଲି ସୂଚନା ମିଳିଛି ।

ଏହା ଛଡା ନାଗ ଓ ନାଗୁଣୀ ମଧ୍ୟ ସେଥିରୁ ବାହାରୁଛନ୍ତି । ପୁଣି ସେହିଥିରେ ପ୍ରବେଶ କରୁଛନ୍ତି । ତେବେ ଯେତେବେଳେ ସ୍ଥାନୀୟ ଲୋକ ଏହି ଉଈ ହୁଙ୍କାର ମାହାତ୍ମ୍ଯ ବିଷୟରେ ଜାଣିବାକୁ ପାଇଥିଲେ । ସେତେବେଳେ ଜଣ ଜଣ କରି ଧୀରେ ଧୀରେ ଲୋକଙ୍କର ଉଈ ହୁଙ୍କା ପାଖରେ ସମାଗମ ଦେଖିବାକୁ ମିଳିଥିଲା । ତାପରେ ଆରମ୍ଭ ହୋଇଯାଇଥିଲା ନିଷ୍ଟାର ସହ ଆଉଜା ଅର୍ଚନା । ତେବେ ଏବେ ପ୍ରତିଦିନ ସେହି ଉଈ ହୁଙ୍କାରେ ପୂଜା ପାଠ ମହାଦେବଙ୍କର ଫୋଟ ରଖି କରାଯାଉଛି ।

ଏହା ସହିତ ଏକ ପାତ୍ରରେ କ୍ଷୀର ମଧ୍ୟ ଭର୍ତ୍ତି କରି ରଖାଯାଉଛି । ସେହି ଉଈ ହୁଙ୍କାର ନାଗ ନାଗୁଣୀ ବାହାରି କ୍ଷୀରପାନ କରି ପୁଣି ଠାରେ ନିଜ ସ୍ଥାନକୁ ଚାଲି ଯାଉଛନ୍ତି । ତେବେ ଏହି କଳିଯୁଗରେ ଏହି ଶରୀରଧାରୀ ମନୁଷ୍ୟକୁ ଭଗବାନ ଭୋଳାନାଥ ଭକ୍ତଙ୍କ ପାଖେ ପାଖେ ରହି ଦର୍ଶନ ଦେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଏରିଆ ସବୁଆଡେ ଭକ୍ତିମୟ ପରିବେଶ ହୋଇଯାଇଛି ।

ତେବେ ସେଠାରେ ପ୍ରତିଦିନ ପୂଜା ପାଠ ସହ ଭଜନ କୀର୍ତ୍ତନ ମଧ୍ୟ କରାଯାଉଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ମହାଦେବଙ୍କ ଭକ୍ତ ହୋଇଥିଲେ । କମେଣ୍ଟରେ ଓମ୍ ନମଃ ଶିବାୟ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *